ଖଣ୍ଡଗିରି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ
![](https://www.odishalink.com/wp-content/uploads/2019/09/arrested-750x430.jpeg)
ଭୁବନେଶ୍ବର: ଖଣ୍ଡଗିରି ଅନ୍ତର୍ଗତ ବାହାଦଲପୁରର ଅନୀଲ ଜେନା ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ମୁଖ୍ୟ ଅଭିଯୁକ୍ତ ବାପି ଜେନା ସମେତ ୨ ଜଣଙ୍କୁ ପୁଲିସ ଗିରଫ କରିଛି।
ସୂଚନା ଅନୁସାରେ ନଭେମ୍ବର ୭ ତାରିଖରେ ବାହାଦଲପୁର ଅଞ୍ଚଳରେ ଗୁଳି କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ପରେ ମୁଖ୍ୟ ଅଭିଯୁକ୍ତ ବାପି ଜେନା ଫେରାର ହୋଇ ଯାଇଥିଲା।
Comments are closed.