Odisha Link
Bridging the Missing Links in Odisha
Daily Archives

December 24, 2019

ଏନପିଆରକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌ ୨୦୧୯ ଓ ଏନଆରସିକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହା ସତ୍ତ୍ବେ କେନ୍ଦ୍ର ସରକାର ଆଉ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆଜି ବସିଥିବା କ୍ୟାବିନେଟ ବୈଠକରେ ଜାତୀୟ ଜନସଂଖ୍ୟା ରେଜିଷ୍ଟର(ଏନପିଆର)କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।…

ଭୁବନେଶ୍ବରରେ ଇଜିପ୍ଟ ପିଆଜ

ଭୁବନେଶ୍ବର : ପିଆଜର ଦର କମିବାର ନାଁ ଧରୁନି। ସେଥିପାଇଁ ପିାଆଜ ଇଜିପ୍ଟରୁ ଓଡ଼ିଶାକୁ ଅଣାଯାଉଛି । ଏହା ରାଜ୍ୟରେ ପିଆଜର ଚାହିଦା ମେଣ୍ଟାଇବା ପାରିବ ବୋଲି କୁହାଯାଇଛି । ପିଆଜର ଓଜନ ଗୋଟା ଅଧ କେଜିରୁ ଅଧିକ ରହୁଛି । ଗତକାଲି ୩୨ ଟନ୍ ପିଆଜ ଇଜିପ୍ଟ ରୁ ଭୁବନେଶ୍ୱରରେ ପହଞ୍ଚିଛି। ଦେଶୀ ପିଆଜଠୁ ଏହାର…

ନାଗରିକତା ଆଇନ: ବିକ୍ଷୋଭ ବିରୋଧରେ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧୀ କରୁଛନ୍ତି ବିଦ୍ରୋହ। ଦିନକୁ ଦିନ ଆନ୍ଦୋଳନ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଏହାରି ଭିତରେ ଆଜି ସିଏଏକୁ ନେଇ ଚାଲିଥିବା ଆନ୍ଦୋଳନରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ପାଇଁ ଆବେଦନ କରାଯାଇଛି। ଆଇନଜୀବୀ ଭିନୀତ ଧଣ୍ଡା ଆଜି ଏନେଇ…

ଗିନିଜ୍‍ ରେକର୍ଡ଼ରେ ସ୍ଥାନ ପାଇଲେ…

ଶିମଳା: ଯୋଗ ପ୍ରଦର୍ଶନ କରି ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲଡ୍‍ ରେକର୍ଡ଼ରେ ସ୍ଥାନ ପାଇଲେ ୧୬ ବର୍ଷୀୟ ହର୍ଷ। ସେ ହିମାଚଳ ପ୍ରଦେଶ ରାଜଧାନୀ ଶିମଳା ସ୍ଥିତ କୁଫରୀରେ ବସବାସ କରନ୍ତି। ପ୍ରଥମ ଯୋଗ ପ୍ରଦର୍ଶନକାରୀ ଭାବେ ତାଙ୍କ ନାଁ ଗିନିଜ୍‍ ରେକର୍ଡ଼ରେ ସ୍ଥାନ ପାଇଥିବା ହର୍ଷ ଦାବି କରିଛନ୍ତି। ହର୍ଷ ପଞ୍ଚମ…

କରଞ୍ଜିଆ ଉପଖଣ୍ଡରେ ହାତୀପଲଙ୍କ ଉପଦ୍ରବ

କରଞ୍ଜିଆ: ଗତ କିଛି ମାସ ଧରି କରଞ୍ଜିଆ ଉପଖଣ୍ଡରେ ହାତୀପଲ ଉପଦ୍ରବ ଲାଗି ରହିଛି। ଏବେ ଗାଁ ଓ ସହର ଅଭିମୁଖେ ହୋଇଛନ୍ତି ହାତୀପଲ । ଏବେ ହାତୀପଲଙ୍କ ଟାର୍ଗେଟରେ ଧାନ ଖଳା। ଚାଷୀମାନେ ଧାନ ଅମଳ କରି ଖଳାରେ ରଖିଥିବା ବେଳେ ରାତିରେ ହାତୀପଲ ଖଳାରେ ପଶି ଧାନ ଖାଉଛନ୍ତି। ସେହିପରି ଗତକାଲି ବିଳମ୍ବିତ ରାତ୍ରରେ…

ଏହି କାରଣରୁ ବନ୍ଦ ରହିବ ଭିତରକନିକା

ଭୁବନେଶ୍ବର: ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ଏହା ଡିସେମ୍ୱର ୨୬ରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ସମୟରେ ଅଧିକ ବଉଳା କୁମ୍ଭୀର ଉପରକୁ ଆସୁଥାଏ ଯାହାଫଳରେ କୁମ୍ଭୀର ଗଣନାରେ ସୁବିଧା ହୋଇଥାଏ । ଯନ୍ତ୍ର ଚାଳିତ ବୋଟ ଯୋଗୁଁ ଗଣନା କାର୍ଯ୍ୟରେ ବାଧା ସୃଷ୍ଟି…

ପଶ୍ଚିମବଙ୍ଗ: ହଟହଟା ହେଲେ ରାଜ୍ୟପାଳ

କୋଲକାତା: ଛାତ୍ରଛାତ୍ରୀଙ୍କ ଆକ୍ରୋଶର ଶିକାର ହେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧାନକର। ନାଗରିିକତା ସଂଶୋଧନ ଆଇନ୍‌ ବିରୋଧରେ ଯାଦବପୁର ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଆକ୍ରୋଣ ଶିକାର ହୋଇଛନ୍ତି ରାଜ୍ୟପାଳ। ରାଜ୍ୟପାଳ ଜଗଦୀପ ବିଶ୍ୱବିଦ୍ୟାଳୟର ବାର୍ଷିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ।…

ଝାଡ଼ଖଣ୍ଡ ବିଜୟ ସ୍ବତନ୍ତ୍ର: ସୋନିଆ

ନୂଆଦିଲ୍ଲୀ: ଜେଏମଏମ, କଂଗ୍ରେସ ଓ ଆରଜେଡିର ମଳିତ ମେଣ୍ଟ ଝାଡ଼ଖଣ୍ଡ ସାଧାରଣ ନିର୍ବାଚନରେ ବିଜୟ ଲାଭ କରିଛନ୍ତି। ଫଳରେ ଏହି ମେଣ୍ଟ ବିଜେପିକୁ ଗାଦିଚ୍ୟୁତ କରିବାରେ ସକ୍ଷମ ହୋଇଛି। ମେଣ୍ଟ ବିଜୟରେ ଜେଏମଏମ ଦଳ ବଡ଼ ଭୂମିକା ସମ୍ପାଦନ କରିଥିଲା। ତେବେ ଝାଡ଼ଖଣ୍ଡରେ ପରବର୍ତ୍ତୀ ସରକାର ଗଠନ କରିବେ ଜେଏମଏମ,…

ରେଳବାଇରେ ୧୮ ଘଣ୍ଟାର ଯାତ୍ରା ୧୨…

ନୂଆଦିଲ୍ଲୀ : ସମୟ ବହୁତ ମୂଲ୍ୟବାନ । କିପରି ଅଳ୍ପ ସମୟରେ ଅଧିକ କିମ୍ବା କାମଟି କିପରି ସ୍ବଳ୍ପ ସମୟରେ ସରିଯିବ ସେଥି ପ୍ରତି ଅନେକ ବ୍ୟବସ୍ଥା କରାଯାଇଥାଏ । ଯାତାୟାତ ପାଇଁ ସାଧାରଣତଃ ଟ୍ରେନ, ବସର ବ୍ୟବହାର କରାଯାଇଥାଏ । ବର୍ତ୍ତମାନ ଭାରତୀୟ ରେଳବାଇ ଆଧୁନିକ ଟ୍ରେନ୍‍ କଣ୍ଟ୍ରୋଲ୍‍ ବ୍ୟବସ୍ଥା…

ଜଙ୍ଗଲରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ

ପାଇକମାଳ: ବରଗଡ଼ ଜିଲ୍ଲାର ତେମରିମାଲ ଜଙ୍ଗଲରୁ ଆଜି ସକାଳେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସେହି ଅଞ୍ଚଳରେ ଚର୍ଚ୍ଚା ହେଉଛି। ସୂଚନା ଅନୁଯାୟୀ, ଆଜି ସକାଳେ ବରଗଡ଼ ଜିଲ୍ଲାର ଝାଡ଼ବନ୍ଧ ପଞ୍ଚାୟତ ଅନ୍ତର୍ଗତ ତେମରିମାଲ ଜଙ୍ଗଲରେ ସ୍ଥାନୀୟ ଲୋକେ ଜଣେ…