Odisha Link
Bridging the Missing Links in Odisha
Daily Archives

December 24, 2019

ଏକାମ୍ର କାନନରେ ଫୁଲ ପ୍ରଦର୍ଶନୀ

ଭୁବନେଶ୍ବର : ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଏକାମ୍ର କାନନ ପରିସରରେ ଜାନିଆରୀ ୧୧ରୁ ଦୁଇଦିନିଆ ଫୁଲ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଏନେଇ କତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ କିଛି ନୂଆ କରିବା ପାଇଁ ଯୋଜନା ରହିଛି । ଏଠାରେ ଥିବା ରଙ୍ଗ ବିରଙ୍ଗ ଫୁଲର ସମ୍ଭାର ସାଙ୍ଗକୁ ଅର୍କିଡ ହାଉସ…

ଫେବ୍ରୁଆରୀ ୧୯ରୁ ମ୍ୟାଟ୍ରିକ ପରୀକ୍ଷା

କଟକ : ମ୍ୟାଟ୍ରିକ ପରୀକ୍ଷାକୁ ନେଇ ତାରିଖ ଘୋଷଣା କରାଯାଇଛି । ଆସନ୍ତା ବର୍ଷ ଫେବ୍ରୁଆରୀ ୧୯ରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ଫେବ୍ରୁଆରୀ୧୯ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ହେବ । ପରାକ୍ଷାରେ ଯେପରି କୌଣସି ତୃଟି ନରହେ ସେଥିପ୍ରତି ଧ୍ୟାନ ଦେବା ପାଇଁ ବୋର୍ଡ଼ କତୃପକ୍ଷ କହିଛନ୍ତି ଓ ପ୍ରଶ୍ନ…

ନିଯୁକ୍ତି ଆଶାୟୀଙ୍କ ଭଙ୍ଗାରୁଜା

ଭୁବନେଶ୍ୱର: ପାରାଦୀପ ଜେଏସଡବ୍ଲୁ କାର୍ୟ୍ୟଳୟରେ ନିଯୁକ୍ତି ଆଶାୟୀମାନେ ଭଙ୍ଗାରୁଜା କରିଛନ୍ତି। ପୁଲିସ ସେମାନଙ୍କୁ ଗୋଡାଇ ଗୋଡାଇ ପିଟିବା ସହ ୧୫ରୁ ଉର୍ଦ୍ଧ୍ବ ମୋଟର ସାଇକେଲ ଜବତ କରିଛି। ସେବୁ ସଙ୍ଗଠନର ଯୁବକ ମାନେ ଏହି ଉନ୍ମତ୍ତକାଣ୍ଡ ଘଟାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଦୁଇ ଶହରୁ ଅଧିକ…

ସୂର୍ଯ୍ୟ ପରାଗ ପାଇଁ ଛୁଟି ଘୋଷଣା କଲେ…

ଭୁବନେଶ୍ୱର: ଡିସେମ୍ବର ମାସ ୨୬ ତାରିଖରେ କେତୁଗ୍ରସ୍ତ ଆଶିଂକ ସୂର୍ଯ୍ୟ ପରାଗ ହେଉଅଛି । ଏହି କାରଣରୁ ରାଜ୍ୟ ସରକାର ସରକାରୀ କାର୍ଯ୍ୟାଳୟମାନଙ୍କରେ ଛୁଟି ଘୋଷଣା କରିଛନ୍ତି । ଚଳିତ ମାସ ୨୬ ତାରିଖରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ । ଓଡିଶାରେ ଆଶିଂକ ଭାବେ ସୂର୍ଯ୍ୟ ପରାଗ ଦେଖାଯିବ…

ଖଣ୍ଡଗିରି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ବର: ଖଣ୍ଡଗିରି ଅନ୍ତର୍ଗତ ବାହାଦଲପୁରର ଅନୀଲ ଜେନା ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ମୁଖ୍ୟ ଅଭିଯୁକ୍ତ ବାପି ଜେନା ସମେତ ୨ ଜଣଙ୍କୁ ପୁଲିସ ଗିରଫ କରିଛି। ସୂଚନା ଅନୁସାରେ ନଭେମ୍ବର ୭ ତାରିଖରେ ବାହାଦଲପୁର ଅଞ୍ଚଳରେ ଗୁଳି କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା।…

ଘରର ପରମ୍ପରା ଭାଙ୍ଗିବେ ନାହିଁ ଏହି…

ମୁମ୍ବାଇ : ବଲିଉଡ଼ରେ ସଲମାନଙ୍କ ର ବହୁତ ନାଁ ରହିଛି । ତାଙ୍କ ସହ ଅନେକ ନିର୍ଦ୍ଦେଶକ କାମ କରିବାକୁ ଅଧିକ ପସନ୍ଧ କରିଥାନ୍ତି । ବର୍ତ୍ତମାନ ବଲିଉଡ୍‌ର ଜଣାଶୁଣା ସିନେମା ନିର୍ମାତା ଓ ନିର୍ଦ୍ଦେଶକ ସୂରଜ ବଡ଼ଜାତ୍ୟାଙ୍କ ପୁଅ ଦେବାଂଶ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଦେବାଂଶ…

ବ୍ରିଜରେ ଫସିଲା ବିମାନ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଫ୍ଲାଏ ଓଭର ତଳେ ଫସିଯାଇଛି ବିମାନ । ବିମାନ ଟିଏ ଏପରି ଭାବରେ ଓଭର ବ୍ରିଜ ତଳେ ଫସିଛି ଯାହାକୁ ନେଇ ନାକେଦମ୍ ହେବାକୁ ପଡିଲାଣି । ପଶ୍ଚିମବଙ୍ଗରେ ଏକ ପରିତ୍ୟକ୍ତ ବିମାନକୁ ଟ୍ରଲର ଯୋଗେ ନିଆଯାଉଥିଲା । ଦୁର୍ଗାପୁରର ୨ ନମ୍ବର ଜାତୀୟ ରାଜପଥ ଦେଇ ବିମାନ ବୋଝେଇ ଟ୍ରକ…

ସେସୁକୁ କିଣିନେଲା ଟାଟା ପାୱାର

ଭୁବନେଶ୍ୱର: ବିଦ୍ୟୁତ୍ ୟୁଟିଲିଟି ସଂସ୍ଥା ସେସୁର ଘରୋଇକରଣ କରାଯାଇଛି । ଏହାକୁ ଘରୋଇ ସଂସ୍ଥା ଟାଟା ପାୱାର ଅଧିଗ୍ରହଣ କରିଛି । ସେସୁକୁ ବିକ୍ରି କରିବା ଲାଗି ଘରୋଇ ସରକାରୀ ସହଭାଗିତାରେ (ପିପିପି) ଏକ ସ୍ପେସିଆଲ୍ ପରପୋଜ ଭେଇକିଲ୍ (ଏସ୍ଭିପି) ଗଠନ କରାଯିବ । ସେଥିରେ ଟାଟା ପାୱାରର ୫୧% ଓ ଓଡ଼ିଶା…

୨୭ରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ…

ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ୍ ଆଗାମୀ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାଯାଇଛି। ସେ ଦ୍ବିତୀୟ ଥର ଲାଗି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ। ହେମନ୍ତ ସୋରେନ୍ ନିଜର ମନ୍ତ୍ରିମଣ୍ଡଳର ସହଯୋଗୀଙ୍କ ସହିତ ଡିସେମ୍ବର ୨୭ରେ…

ଭାରତୀୟ ସଂସ୍କୃତି ଓ ପରମ୍ପରାର ଅନନ୍ୟ…

ଭୁବନେଶ୍ୱର : ଭାରତୀୟ ସଂସ୍କୃତି ଓ ପରମ୍ପରାର ଅନନ୍ୟ କାର୍ଯ୍ୟକ୍ରମ ;"ପ୍ରତିଭା ସଙ୍ଗମ" ଭୁବନେଶ୍ୱର ସ୍ଥିତ ଭଗବତ୍ ଗୀତାଜ୍ଞାନ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଆମର କଳା, ସଂସ୍କୃତି, ଲୋକନୃତ୍ୟ, ଚିତ୍ରକଳାକୁ ବଜାୟ ରଖିବା ଏବଂ ବିଦ୍ୟାର୍ଥୀ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ରାଷ୍ଟ୍ରୀୟ କଳା ମଂଚ…