ଭୁବନେଶ୍ବରରେ ଜଳିଗଲା ବସ By ପ୍ରଗତି ପଣ୍ଡିତ On Dec 25, 2019 ଭୁବନେଶ୍ବର : ଆଜି ଭୁବନେଶ୍ବର ସ୍ଥିତ ସହିଦନଗରଠାରେ ଜଳିଗଲା ବସ । ବସଟି ହୁତହୁତ ହୋଇ ଜଳୁଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ବସରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ଜଣା ପଡ଼ିନାହିଁ । ବସରେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ କରାଯାଇଛି । BhubaneswarBusOdishasahidnagar Share
Comments are closed.