Odisha Link
Bridging the Missing Links in Odisha
Daily Archives

December 25, 2019

ଉତ୍ତରପ୍ରଦେଶ ଡିଜିପିଙ୍କୁ ଜାତୀୟ…

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଉତ୍ତର ପ୍ରଦେଶରେ ହୋଇଥିବା ହିଂସାକାଣ୍ଡରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି) ରାଜ୍ୟ ପୁଲିସ ମହାନିର୍ଦେଶକ(ଡିଜିପି) ଓମ୍‌ ପ୍ରକାଶ ସିଂହଙ୍କୁ ନୋଟିସ ଜାରି କରିଛନ୍ତି। ୪ ସପ୍ତାହ ମଧ୍ୟରେ ଜବାବ…

ଟ୍ରେନରେ ଚାଲିଗଲା ଜୀବନ

ଟିଟିଲାଗଡ଼ : ଗତକାଲି ରାତିରେ ଅହମ୍ମଦାବାଦ୍-ପୁରୀ ଏକ୍ସପ୍ରେସରେ ଜଣେ ଯାତ୍ରୀଙ୍କର ମୃତ ହୋଇଛି । ସେ ଅସୁସ୍ଥ ହୋଇ ପଡ଼ିଥିବା କାରଣରୁ ମୃତ୍ୟୁ ହୋଇଥିଲା । ମୃତ ଯାତ୍ରୀ ହେଲେ ଏଲ୍. କାମେଶ୍ୱର ରାଓ । ସୂଚନା ଅନୁସାରେ, କାମେଶ୍ୱର ରାୟପୁରରୁ ପଲାସା ଯାଉଥିଲେ । କଣ୍ଟାବାଞ୍ଜିଠାରେ ହଠାତ୍‌ ସେ ଅସୁସ୍ଥ…

ବ୍ରାଜିଲ ରାଷ୍ଟ୍ରପତି ହରାଇଲେ ସ୍ମୃତି…

ବ୍ରାଜିଲ: କିଛି ସମୟ ପାଇଁ ସ୍ମରଣ ଶକ୍ତି ହରାଇଲେ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ। ଅସ୍ଥାୟୀ ଭାବେ ସ୍ମରଣ ଶକ୍ତି ହରାଇଥିବା ସୂଚନା ମିଳିଛି। ସେ ତାଙ୍କ ସରକାରୀ ବାସଭବନରେ ପଡ଼ିଯାଇ ମୁଣ୍ଡ ମାଡ଼ ହୋଇଯିବାରୁ ଏପରି ହୋଇଥିବା ଜଣା ପଡ଼ିଛି। ଏହି ୬୪ ବର୍ଷ ବୟସ୍କ ବ୍ୟକ୍ତି ସୋମବାର ରାତିରେ ବାଥରୁମ୍‌…

ଉତ୍ତର ଭାରତରେ ପ୍ରବଳ ଶୀତ, ଯାଉଛି ଜୀବନ

ନୂଆଦିଲ୍ଲୀ: ଦିନକୁ ଦିନ ଉତ୍ତର ଭାରତରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଦିଲ୍ଲୀ, ହରିୟାଣା, ୟୁପି ସମେତ ଉତ୍ତର ଭାରତରେ ହାଡଭଙ୍ଗା ଶୀତରୁ ତ୍ରାହି ମିଳିନାହିଁ। ଆଗାମୀ ଦୁଇ ଦିନରେ ଶୀତର ପ୍ରକୋପ ଆହୁରି ବଢିବ ବୋଲି ଜଣାପଡିଛି। ଏପରିକି ପ୍ରବଳ ଶୀତ ହେତୁ ପ୍ରାଣ ମଧ୍ୟ ଯାଉଛି। ଶୀତ ପ୍ରକୋପରେ…

NPR ପ୍ରସଙ୍ଗରେ ସୁରଙ୍କ ମନ୍ତବ୍ୟ

ଭୁବନେଶ୍ବର: ଗତକାଲି ଜାତୀୟ ଜନସଂଖ୍ୟା ରେଜିଷ୍ଟର(ଏନପିଆର)କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ହେଲେ ଏହାକୁ ନେଇ ରାଜନୀତି ଦେଖିବାକୁ ମିଳିଛି। କଂଗ୍ରେସ ବିଧାୟକ ସୁର ରାଉତରାୟ ଏନଆରସି, ସିଏଏ ଓ ଏନପିଆରକୁ ନେଇ କହିଛନ୍ତି ଯେ, ଆସନ୍ତା ୨୮ରେ କଂଗ୍ରେସର ପ୍ରତିଷ୍ଠା ଦିବସ। ସେହିଦିନଠୁ…

କଲଭଟ ତଳୁ ମୃତଦେହ ଉଦ୍ଧାର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ରମୁଣି ଛକ କଲଭର୍ଟ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛି । ବୁଦ୍ଧିରାମଙ୍କ ମୃତ୍ୟୁର କାରଣ ଅସଷ୍ଟ ରହିଛି । ମୃତକଙ୍କ ନାଁ ବୁଦ୍ଧିରାମ ମହାରଣା । ତାଙ୍କ ଘର ନୟାଗଡ଼ ଜିଲ୍ଲାରେ ବୋଲି ଜଣାପଡ଼ିଛି । ବୁଦ୍ଧିରାମ ନୟାଗଡ଼ରୁ ଆସି ସାନଖେମୁଣ୍ଡି…

ଅଯୋଧ୍ୟାରେ ଜୈଶ୍‌-ଏ-ମହମ୍ମଦର ଆକ୍ରମଣ…

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଆକ୍ରମଣ କରିବାକୁ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦ ଯୋଜନା କରୁଥିବା କଥା ଗୁଇନ୍ଦା ଏଜେନ୍‌ସି ସୂତ୍ରରୁ ଜଣାପଡିଛି। ଗୁଇନ୍ଦା ଏଜେନ୍‌ସିମାନଙ୍କ ହାତରେ ପଡ଼ିଥିବା ଜୈଶ୍‌-ଏ-ମହମ୍ମଦର ମୁଖ୍ୟ ମୌଲାନା ମସୁଦ ଆଝାରଙ୍କ ଏକ ବାର୍ତ୍ତାରୁ ଏ କଥା ଜଣାପଡ଼ିଛି।…

ଭୁବନେଶ୍ବରରେ ଜଳିଗଲା ବସ

ଭୁବନେଶ୍ବର : ଆଜି ଭୁବନେଶ୍ବର ସ୍ଥିତ ସହିଦନଗରଠାରେ ଜଳିଗଲା ବସ । ବସଟି ହୁତହୁତ ହୋଇ ଜଳୁଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ବସରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ଜଣା ପଡ଼ିନାହିଁ । ବସରେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ କରାଯାଇଛି ।

କଂଗ୍ରେସ ବିଭ୍ରାନ୍ତି କରୁଛି :…

ଭୁବନେଶ୍ବର: NRC ଓ NPR ପ୍ରସଙ୍ଗରେ କଂଗ୍ରେସ ଲୋକଙ୍କୁ ବିଭ୍ରାନ୍ତି କରୁଛି ବୋଲି ପୃ‌ଥ୍ବୀରାଜ ହରିଚନ୍ଦନ ମନ୍ତବ୍ୟ ଦେଇଛନ୍ତି । NRC ଓ NPR ପ୍ରସଙ୍ଗ ଉପରେ ରାଜ୍ୟ ବିଜେପି ୧କୋଟି ଲୋକଙ୍କ ପାଖକୁ ଯିବ ବୋଲି ସେ କହିଛନ୍ତି ।

ବ୍ରାଉନ ସୁଗାର ଜବତ

ଜଟଣୀ : ଆଜି ଜଟଣୀ ଅଞ୍ଚଳରୁ ୪୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଜଟଣୀ ପୋଲିସ ଓ କ୍ୟୁଏଟି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି । ପୋଲିସ କାର ଲକ୍ଷ ୧୦ ହଜାର ଟଙ୍କା ଓ ମୋବାଇଲ ଫୋନ ଜବତ କରିନେଇଛି ।