Odisha Link
Bridging the Missing Links in Odisha
Daily Archives

December 25, 2019

ଭୁବନେଶ୍ବରରେ ପହଞ୍ଚିଲେ ହର୍ଷବର୍ଦ୍ଧନ

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ। ଏହି ଅବସରରେ ବିମାନବନ୍ଦର ଠାରେ ରାଜ୍ୟ ବିଜେପି ପକ୍ଷରୁ ହର୍ଷବର୍ଦ୍ଧନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ହର୍ଷବର୍ଦ୍ଧନ ଆଜି ଭୁବନେଶ୍ୱର ଏମ୍ସରେ ହେବାକୁଥିବା ସ୍ୱର୍ଗତଃ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ…

ଦିନ ଦ୍ୱିପ୍ରହରରେ ଲୁଟ୍

କୋଣାର୍କ : ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ଦିନ ଦ୍ୱିପ୍ରହରରେ ସ୍କୁଟି ଡିକି ତାଡ଼ି ୪୫ ହଜାର ଟଙ୍କା ଲୁଟି ନେଇଥିଲେ । ଏହି ଘଟଣାଟି ଅସ୍ତରଙ୍ଗ ଥାନା ବରାଙ୍ଗ ଗାଁରେ ଘଟିଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ବରାଙ୍ଗ ଗ୍ରାମର ବାବୁଲି ସ୍ୱାଇଁ ଓ ତାଙ୍କ ପତ୍ନୀ ଗତକାଲି ଅପରାହ୍ନ ପ୍ରାୟ…

ଦୁର୍ଘଟଣାଗ୍ରସ୍ତରେ ୨୭ଯାତ୍ରୀ ମୃତ

ପାଲେମ୍ବାଙ୍ଗ୍‌ : ଇଣ୍ଡୋନେସିଆର ଦକ୍ଷିଣ ସୁମାତ୍ରା ପ୍ରଦେଶ ଅନ୍ତର୍ଗତ ଉପାନ୍ତ ପଗାର ଆଲମ୍‌ ଅଞ୍ଚଳରେ ଏକ ବସ୍‌ ରାସ୍ତାରେ ଲାଗିଥିବା କଂକ୍ରିଟ୍‌ରେ ପିଟି ହୋଇଯାଇଥିଲା । ଯାହାଫଳରେ ୫୦୦ ଫୁଟ ତଳେ ପ୍ରଭାହିତ ହେଉଥିବା ନଦୀରେ ଖସି ପଡିଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ୨୭ ଜଣ ଯାତ୍ରୀଙ୍କ ମୃତ୍ୟୁ…

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଗାଡ଼ି ମନା

ଭୁବନେଶ୍ୱର: ଏଣିକି କମ୍ ବୟସ୍କ ଛାତ୍ରଛାତ୍ରୀ ସ୍କୁଲକୁ ଗାଡ଼ି ଆଣି ପାରିବେ ନାହିଁ। ଏନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ୧୮ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀ ମୋଟରଚାଳିତ ଗାଡ଼ି ନ ଚଲାଇବା ନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶନାମା…

ଅଟଳ ଭୂଜଳ ଯୋଜନା ଶୁଭାରମ୍ଭ

ନୂଆଦିଲ୍ଲୀ: ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ଜନ୍ମ ଦିବସ। ତାଙ୍କ ଜନ୍ମଦିନ ଅବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀ ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାର ମୂଳ ଲକ୍ଷ୍ୟ ଜଳସ୍ତର…

ବଣଭୋଜିରେ ହାତୀର ଉତ୍ପାତ ଜାଣନ୍ତୁ ପୂରା…

ବାରିପଦା : ଡ଼ିସେମ୍ବରରୁ ଜାନୁଆରି ପର୍ଯ୍ୟନ୍ତ ବଣ ଭୋଜି ଲାଗି ରହିଥାଏ । ଲୋକ ମାନେ ନିଜ ସହରଠାରୁ ଦୂରେ ଯାଇ ସମସ୍ତେ ବଣଭୋଜି କରିଥାନ୍ତି । ସବୁ ବର୍ଷପରି ଏ ବର୍ଷ ମଧ୍ୟ କିଛି ଲୋକ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ସିତାକୁଣ୍ଡା ଜଳପ୍ରପାତ ନିକଟରେ ଭୋଜି କରିବାକୁ ଯାଇଥିଲେ । ସାଙ୍ଗ ମାନଙ୍କ…

ରେଳ ବୋର୍ଡର ପୁନର୍ଗଠନ

ନୂଆଦିଲ୍ଲୀ: ଭାରତୀୟ ରେଳରେ ସଂସ୍କାର ଅଣିବାପାଇଁ ରେଳ ବୋର୍ଡର ପୁନର୍ଗଠନ କରାଯାଇଛି। ବୋର୍ଡର ସଦସ୍ୟ ସଂଖ୍ୟା ୮ରୁ ହ୍ରାସ କରି ୪ କରାଯାଇଛି। ଏବେ ଚାରି ଜଣ ସଦସ୍ୟ ଓ ଜଣେ ଅଧ୍ୟକ୍ଷଙ୍କ ଦ୍ବାରା ବୋର୍ଡ ପରିଚାଳିତ ହେବ। ଭିତ୍ତିଭୂମି, ରୋଲିଂ ଷ୍ଟକ୍ ଆଣ୍ଡ୍ ଟ୍ରାକ୍ସନ, ଅର୍ଥ, ପରିଚାଳନା ଓ ବ୍ୟବସାୟ…

ଫଟୋ ଭାଇରାଲ ଧମକ ପରେ ଯୁବକ ଗିରଫ

ଭୁବନେଶ୍ୱର : ଆଜି କାଲି ଅପରାଧ ବଢ଼ିବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱର ଅନ୍ତର୍ଗତ ଖାରବେଳନଗର ଥାମାରେ ଜଣେ ଯୁବକଙ୍କ ନାଁ ରେ ଅଭିଯୋଗ ଆସିଛି । ଉକ୍ତ ଯୁବକ ଜଣକ ଜଣେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକ ଦେଥିଲେ । ଯୁବତୀ ଜଣକ ଏହା ପରେ…

ଶ୍ରୀକୃଷ୍ଣଙ୍କ ଭଜନ ଗାଇଲେ ଧୋନିଙ୍କ ଝିଅ…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମ୍‌ଏସ୍‌ ଧୋନିଙ୍କୁ ଅନେକ ଥର ଗୀତ ଗାଇବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି, ଏଥର କିନ୍ତୁ ତାଙ୍କ ଝିଅ ଜିଭା ଶ୍ରୀକୃଷ୍ଣଙ୍କ ଭଜନ ଗାଉଥିବାର ଭିଡିଓ ଏବେ ଭାଇରାଲ ହୋଇଛି। ଭିଡିଓରେ ଜିଭା ଖୁବ୍‌ ସୁନ୍ଦର ଭାବେ ଭଗବାନ ଶ୍ରୀକୃଷ୍ଣଙ୍କ ଭଜନ…

ବଢ଼ିବାରେ ଲାଗିଛି ଡିଜେଲ୍‌ ଦର

ଭୁବନେଶ୍ବର: ଦେଶରେ ଏବେ ଆଳୁ, ପିଆଜ ଏବଂ ଖାଇବା ତେଲ ଦାମ୍ ବଢ଼ୁଥିବାବେଳେ ଡିଜେଲ ଦର ବୃଦ୍ଧିର ଏବେ ସବୁ ଜନିଷର ଦରଦାମ ଉପରେ ଆହୁରି ପ୍ରଭାବ ପକାଇବ।ଗତ ୬ ଦିନ ହେଲାଣି ଦେଶରେ ଡିଜେଲ ଦର ଲଗାତାର ବଢ଼ୁଛି। ଗତ ୧୮ ତାରିଖରେ ଭୁବନେଶ୍ବରରେ ଲିଟର ପିଛା ଡିଜେଲ ଦର ୭୦ ଟଙ୍କା ୮୮ ପଇସା ଥିଲା ବେଳେ ୧୯ ତାରିଖ…