Odisha Link
Bridging the Missing Links in Odisha
Daily Archives

December 26, 2019

ଟାଇଟନିକ ପୋଜରେ ବିଧାୟକ ତାରା, ନେତାରୁ…

ଭୁବନେଶ୍ବର: ତାରା ପ୍ରସାଦ ବାହିନୀପତି ରାଜ୍ୟ ରାଜନୀତିରେ ଏପରି ଏକ ନାମ ଯାହା ସବୁଠାରେ ଚର୍ଚ୍ଚିତ। ଜୟପୁରରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚାରେ ରୁହନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ପୁଲିସରୁ ନେତା ସାଜିଥିବା ତାରା ନିଜର ଅଜବ ଓ ଖିଆଲି ଅନ୍ଦାଜ ପାଇଁ ସବୁବେଳେ…

ନାଗରିକତା ସଂଶୋଧନ ଆଇନ ଯୋଡ଼ିବାର…

ଭୁବନେଶ୍ୱର: ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିର ଜନଜାଗରଣକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜି ହୋଇଥିଲା। ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶ ତଥା ରାଜ୍ୟରେ ଯେଉ ସ୍ଥିତି ଉପୁଜିଥିଲା। ସେହି ବିଷୟରେ ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆୟୋଜିତ ସମ୍ବାଦିକ…

ବିଜେଡି ପ୍ରତିଷ୍ଠା ଦିବସକୁ ନେଇ…

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ଆଜି ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ଏହା କେତେ ତମ ସ୍ବନକ୍ଷତ୍ର ଦିବସ ସେ ନେଇ ଦ୍ବନ୍ଦ୍ବ ଉପୁଜିଛି। କିଛି ଗଣମାଧ୍ୟମରେ ଏହା ୨୨ ତମ ଉଲ୍ଲେଖ ଥିବା ବେଳେ ଅନ୍ୟ କେତେକ ୨୩ତମ ବେୋଲି ଉଲ୍ଲେଖ କରିଛନ୍ତି। ଅନୁରୂପ ଭାବେ ଦଳର କିଛି ନେତା ୨୨ ତମ ବୋଲି କହୁଥିବା…

ଆରଏସଏସର ପ୍ରଧାନମନ୍ତ୍ରୀ ଭାରତ ମାତାକୁ…

ନୂଆଦିଲ୍ଲୀ: ଆଜି ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଟୁଇଟ କରି ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। ସେ ଟୁଇଟରେ କହିଛନ୍ତି ଯେ, ଆରଏସଏସର ପ୍ରଧାନମନ୍ତ୍ରୀ ଭାରତ ମାତାକୁ ମିଛ କହୁଛନ୍ତି।…

ସୂର୍ଯ୍ୟୋପରାଗ ଫଟୋ ପ୍ରଧାନମନ୍ତ୍ରୀ ମୋଦି…

ନୂଆଦିଲ୍ଲୀ: ଆଜି ଦେଶସାରା ବର୍ଷର ଶେଷ ସୂର୍ଯ୍ୟୋପରାଗ ଦେଖିବାର ଦୃଶ୍ୟ ଦେଖିବାକୁ ମିଳିଛି। ଅନ୍ୟପଟେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିଥିବାର ଫଟୋ ସୋଶିଆଲ ମିଡିଆରେ ସେୟାର କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ସବୁ ଭାରତୀୟ ପରି ମୁଁ ବି…

ସୂର୍ଯ୍ୟୋପରାଗ: ବାଧକ ସାଜିଲା ମେଘୁଆ…

ଭୁବନେଶ୍ବର: ସୂର୍ଯ୍ୟୋପରାଗ ଦେଖିବାକୁ ଇଚ୍ଛୁକ ଥବା ଜନସାଧାରଣ ନିରାଶ ହୋଇଛନ୍ତି। ଆକାଶ ମେଘାଚ୍ଛନ୍ନ ଥିବା ହେତୁ ସବୁ ବ୍ୟବସ୍ଥା ଥାଇ ମଧ୍ୟ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିବାରୁ ବଞ୍ଚିତ ହୋଇଛନ୍ତି ଦେଖଣାହାରୀ। ଅନ୍ୟପଟେ ବହୁଚର୍ଚ୍ଚିତ ବିରଳ ବଳୟ ସୂର୍ଯ୍ୟୋପରାଗ ଦେଖିବାକୁ ଆସିଥିବା ହଜାର ହଜାର…

‘ସାର ମଫଲର କାହିଁ?’ର ଉତ୍ତର ରଖିଲେ…

ନୂଆଦିଲ୍ଲୀ: କିଛିଦିନ ହେବ ଦିଲ୍ଲୀରେ ପ୍ରବଳ ଶୀତ ଅନୁଭୂତ ହେଉଛି। ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜଣେ ଟୁଇଟ କରି ମଫଲର କାହିଁ ବୋଲି ଜବାବ ମାଗିଛନ୍ତି। ଅନ୍ୟପଟେ ମଫଲର ହେଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଟ୍ରେଡମାର୍କ। ଅରୁଣ ଅରୋରା ନାମକ ଟୁଇଟର…

ପଶ୍ଚିମବଙ୍ଗ: ମମତା ସରକାରର ମନ୍ତ୍ରୀଙ୍କୁ…

କୋଲକାତା: ବାଂଲାଦେଶ ସରକାର ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ସିଦ୍ଦିକଉଲ୍ଲା ଚୌଧୁରୀଙ୍କୁ ଭିସା ଦେବ ନା ନାହିଁ ସ୍ପଷ୍ଟ କରିନି। ଫଳରେ ସିଦ୍ଦିକଉଲ୍ଲା ଆଜି ତାଙ୍କ ବାଂଲାଦେଶ ବିମାନ ଟିକେଟ ବାତିଲ୍ କରିବେ ବୋଲି କହିଛନ୍ତି। ସିଦ୍ଦିକିଉଲ୍ଲା କହିଛନ୍ତି, ‘ମୁଁ ଡିସେମ୍ୱର ୨୬ରୁ ୩୧ ବାଂଲାଦେଶ ଏକ…

ବିଧାନସଭା: ଫେବୃଆରୀ ପ୍ରଥମ ସପ୍ତାହରେ…

ଭୁବନେଶ୍ବର: ୨୦୨୦ ମସିହାର ଫେବୃଆରି ପଥ୍ରମ ସପ୍ତାହରେ ବିଧାନସଭା ଅଧିବେଶନ ଅନୁଷ୍ଠିତ ହେବ। ବର୍ଷର ପ୍ରଥମ ଅଧିବେଶନ ହୋଇ ଥିବାରୁ ଭାରତୀୟ ସମ୍ବିଧାନର ଧାରା ୧୭୬ ଅନ୍ତର୍ଗତ ଉପଧାରା (୧) ଅନୁଯାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଧିବେଶନ ପ୍ରାରମ୍ଭରେ ଅଭିଭାଷଣ ପ୍ରଦାନ କରିବେ। ଏଥିରେ ରାଜ୍ୟପାଳ…

ଧର୍ମ ଓ ସଂସ୍କୃତି କିଛି ବି ହେଉ, ସଂଘ…

ହାଇଦ୍ରାବାଦ: ୧୩୦ କୋଟି ଜନତାଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ହିନ୍ଦୁ ସମାଜ ଭାବେ ବିଚାର କରେ। ଏଭଳି ମନ୍ତବ୍ୟ ଦେଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ। ସରୁଙ୍ଗନଗର ଇଣ୍ଡୋର୍‌ ଷ୍ଟାଡିୟମ୍‌ରେ ଆୟୋଜିତ ‘ବିଜୟ ସଙ୍କଳ୍ପ ଶିବିରମ୍‌ର ସାର୍ବଜନିକ ଉତ୍ସବ’ରେ ଭାଷଣ ଦେଇ ରାଷ୍ଟ୍ରୀୟ…