Odisha Link
Bridging the Missing Links in Odisha
Daily Archives

December 26, 2019

ରାତିସାରା ଉଜାଗର ରହିଲେ ଶ୍ରୀଜୀଉ

ପୁରୀ: ଆଜି ଅନୁଷ୍ଠିତ ହେଉଛି ସୂର୍ଯ୍ୟପରାଗ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କରାଯାଉଛି। ଫଳରେ ରାତିସାରା ଉଜାଗର ରହିଛନ୍ତି ମହାପ୍ରଭୁ ଜଗନ୍ନାଥ। ଅନ୍ୟପଟେ ଧାଡ଼ିବାନ୍ଧି ହଜାର ହଜାର ଭକ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ରାତିସାରା ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବା ଏକ ବିରଳ ଘଟଣା, ଯାହା…

ବିଜେଡି @୨୩, କଣ ରହିବ ରଣନୀତି?

ଭୁବନେଶ୍ବର: ଆଜି ୨୩ ବର୍ଷରେ ପାଦ ଥାପିବ ବିଜୁ ଜନତା ଦଳ(ବିଜେଡି)। ଆଜି ଦଳକୁ ୨୨ ପୂରି ୨୩ ଚାଲିବ। ଏଥିପାଇଁ ଦଳର ପ୍ରତିଷ୍ଠା ଦିବସକୁ ଧୁମଧାମରେ ପାଳନ କରିବା ପାଇଁ ଦଳୀୟ କର୍ମୀ ମଧ୍ୟ ପ୍ରସ୍ତୁତ। ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ସାମିଲ ହେବେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ…

ଆଜି ସୂର୍ଯ୍ୟୋପରାଗ, ସୂର୍ଯ୍ୟଙ୍କୁ…

ଭୁବନେଶ୍ବର: ଆଉ କିଛି କ୍ଷଣପରେ ସଂଘଟିତ ହେବ ସୂର୍ଯ୍ୟୋପରାଗ। ଏହି ମହାଜାଗତିକ ଦୃଶ୍ୟ ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯିବ। ତେବେ ସମଗ୍ର ଓଡ଼ିଶାରେ ଏହା ଆଂଶିକ ଭାବେ ଦେଖାଯିବ ବୋଲି ସୂଚନା ରହିଛି। ଓଡ଼ିଶାରେ ସକାଳ ୮ଟା ୧୯ ମିନିଟ୍‌ରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୨୮…