କଠିନ ପରିଶ୍ରମ କରୁଛନ୍ତି ଜାହ୍ନବୀ
ମୁମ୍ୱାଇ : ବଲିଉଡ଼ କିଡ଼ଷ୍ଟାର ଜାହ୍ନବୀ କପୁର ଧଡକ ସିନେମାରେ ଅଭିନୟ କରି ଦର୍ଶକଙ୍କ ମନ କିଣିନେଇଛନ୍ତି । ସେ ଧଡ଼କ ସିନେମାରେ ଅଭିନୟ କରି ନିଜକୁ ଭଲ ଅଭିନେତ୍ରୀର ସାବ୍ୟସ୍ଥ କରାସାରିଛନ୍ତି । ଜାହ୍ନବୀ କରଣ ଜୋହର୍ ଙ୍କ ସିନେମା ‘ତଖ୍ତ’ ନଜର ଆସୁଛନ୍ତି । ତାଙ୍କ ଫ୍ୟାନ୍ମାନେ ତାଙ୍କୁ ଏହି…