Odisha Link
Bridging the Missing Links in Odisha
Daily Archives

January 3, 2020

ମାଙ୍କଡ଼ ଭୟରେ ଛାତରୁ ଖସି ମହିଳାଙ୍କ…

ଯାଜପୁର: ଯାଜପୁର ବିଞ୍ଝାରପୁର ଥାନା ଅନ୍ତର୍ଗତ ବରୀଲୋ ଗାଁର ଅରୁଣ ସ୍ବାଇଁଙ୍କ ପତ୍ନୀ ଜୟନ୍ତୀ ସ୍ବାଇଁ ମୃତ୍ୟୁ ହୋଇଛି । ଆଜି ସକାଳେ ଛାତ ଉପରକୁ ଲୁଗା ଶୁଖାଇବାକୁ ଯାଇଥିବା ବେଳେ ମାଙ୍କଡ ତାଙ୍କୁ ଆକ୍ରମଣ କରିଥିଲା । ଭୟଭୀତ ହୋଇ ଦୌଡି ପଳାଇ ଯାଉଥିବାବେଳେ ଛାତରୁ ଖସିପଡିଥିଲେ। ଘର ଲୋକେ ଜୟନ୍ତୀ ତଳେ…

ମୁହାଁମୁହିଁ ହେଲେ ଆମେରିକା-ଇରାନ,…

ନୂଆଦିଲ୍ଲୀ: ଆମେରିକା- ଇରାନ ମୁହାଁମୁହିଁ ବିଶ୍ଵର ତୈଳ ବଜାରକୁ ପ୍ରଭାବିତ କରିଛି।ଭାରତରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ନୂଆବର୍ଷ ଦିନ ତୈଳଦର ସ୍ଥିର ଥିବାବେଳେ ଗୁରୁବାର ଏବଂ ଶୁକ୍ରବାର ତୈଳଦର ବୃଦ୍ଧି ପାଇଛି। ଆମେରିକା ଶୁକ୍ରବାର ଇରାକ୍‌ର ବାଗଦାଦସ୍ଥିତ ଏକ ବିମାନବନ୍ଦରରେ ଡ୍ରୋନ ଆକ୍ରମଣ…

ସାବରକର ବିବାଦ: ଶିବସେନା କହିଲା ମହାନ,…

ନୂଆଦିଲ୍ଲୀ: କଂଗ୍ରେସକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। କାରଣ କଂଗ୍ରେସ ଦାବି କରିଛି ଯେ ହିନ୍ଦୁ ମହାସଭାର ସହ ସଂସ୍ଥାପକ ବିନାୟକ ଦାମୋଦର ସାବରକର ଏବଂ ମହାତ୍ମା ଗାନ୍ଧୀଙ୍କ ହତ୍ୟକାରୀ ନାଥୁରାମ ଗଡ଼ସେଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଥିଲା। ଏହାକୁ ନେଇ ଶ୍ରୀ ସିଂହ କହିଛନ୍ତି…

ନିବେଦନ ଗୃହ କମିଟିଙ୍କର ଦଶମ ବୈଠକ…

ଭୁବନେଶ୍ୱର: ନିବେଦନ ଗୃହ କମିଟିଙ୍କର ଦଶମ ବୈଠକ ଆଜି ବିଧାନସଭା କମିଟି ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପ୍ରମୋଦ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଟିର ସଭ୍ୟସଭ୍ୟାଙ୍କ ସହିତ ପ୍ରାରମ୍ଭିକ ଆଲୋଚନା ହୋଇଥିଲା । ପରେ ପରେ ପଞ୍ଚଦଶ ଓ ଷୋଡ଼ଶ ବିଧାନସଭାରେ…

ରକ୍ଷକ ସାଜିଛି ଭକ୍ଷକ: ସମୀର ମହାନ୍ତି

ଭୁବନେଶ୍ୱର: ଓଡ଼ିଶାରେ ମହିଳାମାନେ ଆଦୌ ସୁରକ୍ଷିତ ନୁହନ୍ତି। ରକ୍ଷକମାନେ ଏଠି ଭକ୍ଷକ ସାଜିଛନ୍ତି। ଏଭଳି କହିଛନ୍ତି ବିଜେପି ନେତା ସମୀର ମହାନ୍ତି। ପିପିଲି ବଳଙ୍ଗା ଥାନା ଏଏଆଇଙ୍କ ନାଁରେ ଦୁଷ୍କର୍ମ ଅଭଯୋଗ ପ୍ରସଙ୍ଗରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି ଏଭଳି କହିଛନ୍ତି। ଖାଲି…

ହିମାଚଳ ପ୍ରଦେଶରେ ଦୁଇଥର ଭୂକମ୍ପ ଝଟକା

ଶିମଲା: ହିମାଚଳ ପ୍ରଦେଶର ଲାହୋଲ- ସ୍ପିତି ଜିଲାରେ ଆଜି ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହି ଝଟକା ଅନୁଭବ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ରହିଥିବା ବେଳେ ଏହାର କେନ୍ଦ୍ରସ୍ଥଳ ଲାହୋଲ – ସ୍ପିତି ଜିଲାର ଭୂ-ପୃଷ୍ଠରୁ ୫ କିମି…

ବିଭାଗୀୟ ସ୍ଥାୟୀ କମିଟି-୫ଙ୍କର ଦ୍ୱାଦଶ…

ଭୁବନେଶ୍ୱର: ବିଭାଗୀୟ ସ୍ଥାୟୀ କମିଟି-୫ଙ୍କର ଦ୍ୱାଦଶ ବୈଠକ ଆଜି ବିଧାନସଭା କମିଟି ପ୍ରକୋଷ୍ଠ ନଂ- ୫୪ରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ମେଡିକାଲ୍‌ କଲେଜ୍‌ ଓ ହସ୍‌ ପିଟାଲ୍‌ ଏବଂ ବାଲେଶ୍ୱର,…

ଦୁର୍ଘଟଣାଗ୍ରସ୍ତ ଡମ୍ପର ତଳୁ ୩ଟି ମୃତଦେହ…

ବଣାଇ: ଏକ ଦୁର୍ଘଟଣାଗ୍ରସ୍ତ ଡମ୍ପର ତଳୁ ୩ଟି ମୃତଦେହ ଉଦ୍ଧାର କରାଯାଇଛି। ଦୁର୍ଘଟଣାର ପ୍ରାୟ ୧୫ ଘଣ୍ଟା ପରେ ପୁଲିସ ଏହି ମୃତଦେହଗୁଡିକୁ ଉଦ୍ଧାର କରିଛି। ସୂଚନାଯୋଗ୍ୟ ଯେ, କେ.ବଲାଙ୍ଗ ଥାନା ଚୋରଧରା ନିକଟରେ ଗୁରୁବାର ଏକ ଡମ୍ପର ଓଲଟି ପଡିଥିଲା। ଡମ୍ପର ତଳେ ଚାପି ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା…

ଭାରତୀୟ ବିଜ୍ଞାନ କଂଗ୍ରେସର ୧୦୭ତମ…

ବେଙ୍ଗାଲୁରୁ: ଆଜି ବେଙ୍ଗାଲୁରୁ ଠାରେ ଭାରତୀୟ ବିଜ୍ଞାନ କଂଗ୍ରେସର ୧୦୭ତମ ଅଧିବେଶନରେ ଉଦ୍ଘାଟିତ ହୋଇଛି। ଏହି ଅଧିବେଶନ ୫ ଦିନ ଧରି ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଧିବେଶନରେ ଯୋଗ ଦେଇ ଆଇ-ଏସଟିଇଏମ୍‌ ଓ୍ବେବପୋର୍ଟାଲ ଉନ୍ମୋଚନ କରିଛନ୍ତି। ଏହି ଆଇ-ଏସଟିଇଏମ୍‌ ପୋର୍ଟାଲ ଗବେଷଣା…

ଜାତି, ବାସସ୍ଥାନ ପ୍ରମାଣପତ୍ର ନେଇ…

ଭୁବନେଶ୍ବର: ଜାତି, ବାସସ୍ଥାନ, ଆୟ ପ୍ରମାଣପତ୍ର ସଂପର୍କରେ ବିଜ୍ଞପ୍ତି ଜାରି କରାଯାଇଛି। ଅନ୍ୟପଟେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। ଏଣିକି ସବୁ ପ୍ରମାଣପତ୍ର ସେଲ୍‌ଫ ଡିକ୍ଲାରେସନ ଜରିଆରେ ଦେଇହେବ। ଚାକିରୀ ଆଶୟୀ ଆବେଦନ ବେଳେ ସେଲ୍‌ଫ ଡିକ୍ଲାରେସନ…