Odisha Link
Bridging the Missing Links in Odisha
Daily Archives

January 3, 2020

ସବୁ ଆୱାର୍ଡ ଫଙ୍କସନ୍‌ ଫେକ୍‌ କହିଲେ…

ମୁମ୍ବାଇ : ଖତରୋ କି ଖିଲାଡ଼ିର ଶୋର ଷ୍ଟାର ତଥା ବଲିଉଡ୍‌ର ଜଣାଶୁଣା ନିର୍ମାତା ଓ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ । ସେ ଆୱାର୍ଡ଼ ଫଙ୍କସନ୍‌ କୁ ନେଇ ଏକ ବିବାଦିୟ କଥା କହିଛନ୍ତିି । ରୋହିତ ଏକ ଚାଟ୍‌ ଶୋ’ରେ ଯୋଗ ଦେଇ କହିଛନ୍ତି ଯେ ସବୁ ଆୱାର୍ଡ ଫଙ୍କସନ୍‌ ଫେକ୍‌ । ସେ କୈାଣସି ଆୱାର୍ଡ ଫଙ୍କସନ୍‌ ରେ…

ଡାକ୍ତରଙ୍କୁ ଗୁଳିମାଡ଼ ଘଟଣା: ସନ୍ଧିଗ୍ଧ…

ଖୋର୍ଦ୍ଧା: ଶିଶୁରୋଗ ବିଶେଷଜ୍ଞ ଡା. ମାନସ ଦାସଙ୍କୁ ଗୁଳିମାଡ ଘଟଣାରେ ସନ୍ଦିଗ୍ଧ ଅଭିଯୁକ୍ତର ସ୍କେଚ୍ ଫଟୋ ଜାରି କରାଯାଇଛି। ସନ୍ଦିଗ୍ଧ ଅଭିଯୁକ୍ତର ସୂଚନା ଦେବା ଲୋକର ନାମ ଗୋପନ ରଖାଯିବା ସହ ପୁରସ୍କୃତ କରାଯିବ ବୋଲି ଖୋର୍ଦ୍ଧା ଏସପି କହିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ୪ଟି ଟିମ ଗଠନ କରାଯାଇଛି।…

ଭୁବନେଶ୍ବର ହେଲା ଖୋଲା ମଳତ୍ୟାଗ ମୁକ୍ତ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ହେଲା ଖୋଲା ମଳତ୍ୟାଗ ମୁକ୍ତ ସହର । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏକ ସ୍ୱତନ୍ତ୍ର ଉତ୍ସବରେ ବିଏମସି କମିଶନର ଓ ପୌର ପ୍ରଶାସକଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି ।

ଚର୍ଚ୍ଚାରେ ରଣବୀରଙ୍କ ଫ୍ଲାଟ

ମୁମ୍ବାଇ : ଦୁନିଆକୁ ହସଉଥିବା ଶୋ ହେଉଛି କପିଲ ଶର୍ମା । ଏହି ଶୋରେ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କର ଗୁମର କଥା ଦର୍ଶକ ଶୁଣିବାକୁ ପାଇଁ ଥାଆନ୍ତି । ବଲିଉଡ଼ର ଲୋକପ୍ରିୟ କପଲ୍ ରଣବୀର ସିଂହ ଏବଂ ଦୀପିକା ପାଦୁକୋନ ଦ କପିଲ ଶର୍ମା ଶୋ'ରେ ପହଞ୍ଚିଥିଲେ । ଦୁହେଁ ଲୋକଙ୍କ ମନରେ ରାଜ କରିବା ସହ ଉଭୟଙ୍କ…

ଜନନାୟକଙ୍କୁ ମନେ ପକାଉଛି ଓଡ଼ିଶା,…

ଭୁବନେଶ୍ବର: ବିଚକ୍ଷଣ ରାଜନୀତିଜ୍ଞ, ନିଷ୍ଠାପର ସାରସତ୍ବ ସାଧକ, ପ୍ରବୀଣ ସାମ୍ବାଦିକ ଓ ଦକ୍ଷ ଅନୁବାଦକ ଥିଲେ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ। ଆଜି ହେଉଛି ଏହି ମହାନ ଜନନାୟକଙ୍କ ୯୩ତମ ଜନ୍ମ ଜୟନ୍ତୀ। ଏକ ବଳିଷ୍ଠ ବ୍ୟକ୍ତିତ୍ୱର ପୂର୍ଣ୍ଣ ଅଧିକାରୀ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆସାମର…

ଆଇଓଏ ଲାଗୁ କରିବ ସୁରକ୍ଷିତ କ୍ରୀଡ଼ା…

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ସୁରକ୍ଷିତ କ୍ରୀଡ଼ା ନୀତି ଲାଗୁ କରିବାକୁ ଯାଉଛି। ଏନେଇ ଆଇଓଏର ସାଧାରଣ ପରିଷଦ ବୈଠକରେ ସୁରକ୍ଷିତ କ୍ରୀଡ଼ା ନୀତିକୁ ମଞ୍ଜୁରି ପ୍ରଦାନ କରାଯାଇଛି। ସୁରକ୍ଷିତ କ୍ରୀଡ଼ା ନୀତି ଅନ୍ତର୍ଗତ କ୍ରୀଡ଼ାରେ ଗାଳିଗୁଲଜ, ଝଗଡ଼ା, ଶାରୀରିକ ଯୌନ…

ତଦନ୍ତ ଚାଲିଛି, ରିପୋର୍ଟ ପରେ…

ଭୁବନେଶ୍ୱର: ପିପିଲି ବଳଙ୍ଗା ଥାନା ଏଏସଆଇଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଘଟଣାରେ ତଦନ୍ତ ଚାଲିଛି । ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ସେ କହିଛନ୍ତି ଯେ, ଏସଡିପିଓଙ୍କ…

କୃଷି କର୍ମଣ ପୁରସ୍କାର ତୁଛା ବାହାଦୁରୀ:…

ଭୁବନେଶ୍ବର: ଗତକାଲି ଓଡ଼ିଶାକୁ ମିଳିଥିଲା କୃଷି କର୍ମଣ ପୁରସ୍କାର। ବେଙ୍ଗାଲୁରୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ରାଜ୍ୟ କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ କୃଷି କର୍ମଣ ପୁରସ୍କାର ଗ୍ରହଣ କରିଥିଲେ। ଏହାକୁ ନେଇ ସରକାରଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସ ନେତା…

ଅଷ୍ଟ୍ରେଲିଆରେ ନିଆଁ

ସିଡନୀ: ଅଷ୍ଟ୍ରେଲିଆରେ ଭୟଙ୍କର ନିଆଁ। ଏହି ବ୍ୟାପୁଥିବା ନିଆଁକୁ ଆଖିରେ ରଖି ନ୍ୟୁ ସାଉଥ ୱେଲସରେ ପ୍ରଶାସନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ସହ ସେଠାକାର ଅଧିବାସୀମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିଆଁରେ ଗତ ୨୪ ଘଣ୍ଟା ମଧ୍ୟରେ ୭…

ବିଧାୟକ ତାରାଙ୍କ ମଣିଷପଣିଆ

ଜୟପୁର: ସଦାବେଳେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥାନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ତାଙ୍କର କଟାକ୍ଷ କଥା ହେଉବା ବିଧାନସଭା ଓ ବାହାରେ ରୋଚକ କଥା କହିବାକୁ ନେଇ ସଦାବେଳେ ଚର୍ଚ୍ଚାରେ ରହିଥାନ୍ତି ତାରା। ହେଲେ ଏଥର ନିଜର ମଣିଷପଣିଆ ପାଇଁ ଚର୍ଚ୍ଚାରେ ବିଧାୟକ ତାରାପ୍ରସାଦ ବାହିନୀପତି।…