‘ଅଜିତା’ର ଶୁଭାରମ୍ଭ କଲେ ଅପରାଜିତା, କହିଲେ ମହିଳାଙ୍କ ପାଇଁ..

ଭୁବନେଶ୍ବର: ମହିଳା ମାନଙ୍କୁ ନେଇ ଏକ ଅଣ ରାଜନୈତିକ ଦଳର ଶୁଭାରମ୍ଭ କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ଯାହାରି ନାମ ରହିଛି ‘ଅଜିତା’। ଏହାକୁ ଆଜି ବିଧିବଦ୍ଧ ଭାବେ ଶୁଭାରମ୍ଭ କରିଛନ୍ତି ଭୁବନେଶ୍ବର ସାଂସଦ।
‘ଅଜିତା’ର ଶୁଭାରମ୍ଭରେ ଅପରାଜିତା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ‘ଅଜିତା’ ମହିଳାଙ୍କ ପାଇଁ ଓ ମହିଳାଙ୍କୁ ନେଇ କାମ କରିବ। ସରକାରଙ୍କ ସବୁ ଯୋଜନା ମହିଳାଙ୍କ ନିକଟରେ ପହଞ୍ଚାଇବ ଅଜିତା। ପ୍ରଥମେ ଏହା ମହିଳା ମାନଙ୍କ ପାଇଁ ୧୦୦ ଦିନର ଲକ୍ଷ୍ୟ ନେଇ କାମ କରିବ ବୋଲି କହଇଛନ୍ତି ଶ୍ରୀମତୀ ଷଡଙ୍ଗୀ।
Comments are closed.