Odisha Link
Bridging the Missing Links in Odisha
Daily Archives

January 7, 2020

ଭୁବନେଶ୍ବରେ ବିଶିଷ୍ଟ ବ୍ୟଙ୍ଗକବି…

ଭୁବନେଶ୍ବର: ବିଶିଷ୍ଟ ବ୍ୟଙ୍ଗକବି ବାଇଡଙ୍କ ଦାସ ଡିସେମ୍ବର ମାସ ୩୦ ତାରିଖରେ ଇହଧାମ ତ୍ୟାଗ କରିଛନ୍ତି। ଏଥିପାଇଁ ଜାନୁଆରୀ ୫ ତାରିଖ ଦିନ ତାଙ୍କରି ସ୍ମୃତିରେ ଭୁବନେଶ୍ବର ସ୍ଥିତ ପେସ୍‌ ଏକାଡେମୀ ଠାରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବାଇଡଙ୍କ ଦାସଙ୍କୁ ଭଲ ପାଉଥିବା ଅନେକ…

ସଲ୍‌ମାନ୍‌ଙ୍କୁ ନେଇ ଏମିତି କହିଲେ…

ମୁମ୍ବାଇ: ‘ବିଗ୍‌ ବସ୍‌-୧୩’ର ଟିଆରପି ବଢିବା ସହ ଘରେ ଭିତରେ କଳି ଝଗଡା, ରୋମାନ୍ସ ଟ୍ୱିଷ୍ଟ୍‌ ଲାଗି ରହିଥାଏ। କିଛି ଦିନ ତଳେ ଶୋ’ର ପ୍ରତିଯୋଗୀମାନେ ରହୁଥିବା ଘରେ ଯାଇ ହଠାତ୍‌ ସଲମାନ୍‌ ଖାନ୍‌ ପହଞ୍ଚି ଯାଇଥିଲେ ଏବଂ ରୋଷେଇ ଘରଠୁ ଆରମ୍ଭ କରି ବାଥରୁମ୍‌ ପର୍ଯ୍ୟନ୍ତ ସବୁ କିଛି ସଫା ସୁତୁରା କରିଥିଲେ।…

ଭାରତ ବନ୍ଦକୁ ସମର୍ଥନ କରିୁନାହିଁ ବିଜେଡି

ଭୁବନେଶ୍ବର:ଭାରତ ବନ୍ଦକୁ ସମର୍ଥନ କରିବନି ବିଜେଡ଼ି। ବନ୍ଦ ଭିତରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବାରିପଦାରେ ବଡ଼ କାର୍ଯ୍ୟକ୍ରମ ରହିଛି। ଏଠାରେ ବିଶାଳ ରାଲି ହେବ। ଦଳୀୟ କର୍ମୀଙ୍କୁ ନବୀନ ପଟ୍ଟନାୟକ ସମ୍ବୋଧନ କରିବେ। ସିଆଇୟୁଟି ରାଜ୍ୟ ସଭାପତି ଜନାର୍ଦ୍ଦନ ପତି,ଏଆଇଟିୟୁସିର ସୌରୀବନ୍ଧୁ କର,ଟ୍ରେଡ…

ରାକେଶ ଶର୍ମାଙ୍କ ବାୟୋପିକରେ ନଜର ଆସିବେ…

ମୁମ୍ବାଇ : ବଲିଉଡ଼ରେ ପ୍ରସ୍ତୁତ ହେବାକୁ ଯାଉଛି ଅନ୍ୟ ଏକ ବାୟୋପିକ । ସିନେମାଟି ରାକେଶ ଶର୍ମାଙ୍କ ଜୀବନି ଉପରେ ଆଧାରିତ । ରାକେଶ ଶର୍ମା ଭାରତର ପ୍ରଥମ ମହାକାଶଚାରୀ ହେବାର ଗୌରବ ଅର୍ଜନ କରିଥିଲେ । ଏହି ସିନେମାରେ ରାକେଶଙ୍କ ଚରିତ୍ରରେ ଶାହରୁଖ୍ ଖାନ୍ ଅଭିନୟ କରିବେ ।ଏହି ଚରତ୍ର ପାଇଁ ପ୍ରଥମେ ଅକ୍ଷୟ…

ଏପ୍ରିଲ ୧୬ରୁ ଓଡ଼ିଶାରେ NPR

ଭୁବନେଶ୍ବର: ଆପଣଙ୍କ ବାପା କେବେ ଜନ୍ମ ହୋଇଥିଲେ? ସେ କେଉଁଠି ଜନ୍ମଗ୍ରହଣ କରିଥିଲେ? ନିଜ ପରିବାର ଓ ପୂର୍ବଜଙ୍କ ବିଷୟରେ ଏମିତି ନାନାଦି ପ୍ରଶ୍ନର ଆପଣଙ୍କୁ ରଖିବାକୁ ପଡ଼ିବ ଉତ୍ତର। କାରଣ ଚଳିତ ବର୍ଷ ଏପ୍ରିଲ ୧୬ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଜାତୀୟ ଜନସଂଖ୍ୟା ପଞ୍ଜିକା (NPR) ପାଇଁ ତଥ୍ୟ…

୨୦୧୯ ନା ୨୦୨୦

ଭୁବନେଶ୍ବର: ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ସଂଘ। ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୋଧରେ ଏହି ଆନ୍ଦୋଳନର ଡାକରା ଦିଆଯାଇଛି। ଦେଶର ପ୍ରମୁଖ ୧୦ଟି ଶ୍ରମିକ ସଂଘ ମିଳିତ ଭାବେ ଭାରତ ବନ୍ଦରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଏହାକୁ ଗତକାଲି କଂଗ୍ରେସ ସମର୍ଥନ…

ଜାନୁଆରୀ ୧୦ରେ ଚନ୍ଦ୍ର ଗ୍ରହଣ

ଭୁବନେଶ୍ବର: ଜାନୁଆରୀ ୧୦ରେ ହେବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ। ଏହି ଗ୍ରହଣ ଏକ ଉପଛାୟା ଚନ୍ଦ୍ର ଗ୍ରହଣ। ଭାରତୀୟ ସମୟ ଅନୁସାରେ, ଜାନୁଆରୀ ୧୦ ତାରିଖ, ରାତି ୧୦ଟା ୩୭ ମିନିଟ୍‌ରେ ଗ୍ରହଣ ଆରମ୍ଭ ହୋଇ ଜାନୁଆରୀ ୧୧ ତାରିଖ, ରାତି ୨ଟା ୪୨ ମିନିଟ୍‌ରେ ଶେଷ ହେବ। ପୂର୍ଣ୍ଣ ଗ୍ରହଣ ଓ ଆଂଶିକ ଗ୍ରହଣ ତୁଳନାରେ…

ପୁଣି କାଲିଠୁ ବର୍ଷା

ଭୁବନେଶ୍ୱର: ସବ୍‌-ହିମାଳୟର ପଶ୍ଚିମବଙ୍ଗରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲିଠୁ ତିନି ଦିନ ଯାଏ ବର୍ଷା ଲାଗି ରହିବ। ଆସନ୍ତାକାଲି ଓଡ଼ିଶାର ୮ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର,…

ରାଜଧାନୀରେ ଜଗିବେ ୧୫ ପ୍ଲାଟୁନ ପୁଲିସ୍‌

ଭୁବନେଶ୍ବର:  ଆସନ୍ତାକାଲି ଦେଶବ୍ୟାପି ବନ୍ଦ ପାଳନ ଡାକରା ଦିଆଯାଇଛି। ବନ୍ଦ ପାଳନ ବେଳେ ହିଂସାକୁ ଦୃଷ୍ଟରେ ରଖି ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ମୁତୟନ କରାଯିବ। କେବଳ ରାଜଧାନୀ ଭୁବନେଶ୍ବରରେ ୧୫ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ରହିବେ।…

ସିଏଏ ସମର୍ଥନରେ ୫୨ ଲକ୍ଷ ମିସ୍‌ଡ କଲ୍‌

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ସମର୍ଥନରେ ୫୨ ଲକ୍ଷ ମିସ୍‌ଡ କଲ୍‌। ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରିବା ପାଇଁ ଜାରି କରାଯାଇଥିବା ସ୍ବତନ୍ତ୍ର ନମ୍ବର। ମାତ୍ର ୪ ଦିନ ମଧ୍ୟରେ ଦେଶବ୍ୟାପୀ ୫୨ ଲକ୍ଷ ମିସ୍‌ଡ କଲ୍‌ ଏହି ନମ୍ବରରେ ଆସିଛି। ଏତେ ସଂଖ୍ୟକ ମିସ୍‌ଡ କଲ୍‌ ଆସିଥିବା ସୂଚନା ଦେଇଛନ୍ତି…