Odisha Link
Bridging the Missing Links in Odisha
Daily Archives

January 7, 2020

ବାଇକ୍‍କୁ ଧକ୍କା ଦେଇ ଓଲଟିଲା ବସ

ବଲାଙ୍ଗୀର : ବଲାଙ୍ଗୀର– ସୋନପୁର ଜାତୀୟ ରାଜପଥ ପୁଇଁତଲା ଥାନା ନିକଟରେ ମଙ୍ଗଳବାର ଏକ ବସ ବାଇକ୍‍କୁ ଧକ୍କା ଦେବାରୁ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଉକ୍ତ ବାଇକକୁ ଧକ୍କା ଦେବା ପରେ ବସଟି ଓଲଟି ପଡ଼ିବାରୁ ବସରେ ଥିବା ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ…

ସ୍କୁଲସ୍ତରରୁ ପିଲାଙ୍କୁ ଜାତୀୟସ୍ତରୀୟ…

ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ସୋଆ ବିଶ୍ବବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଭୁବନେଶ୍ବର ଆଇଆଇଟି, ରାଉରକେଲା ଏନ୍‌ଆଇଟି, ଭୁବନେଶ୍ବର ନାଇଜର, କେଭିଏସ୍‌, ଏନ୍‌ଭିଏସ୍‌ର ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ ଆଲୋଚନା ସମୟରେ ଓଡ଼ିଶାରେ ଥିବା…

ମାନସିକ ଚାପରେ ରହୁଥିଲେ ଯନ୍ତ୍ରୀ!

ଜୟପୁର :  ସ୍ୱାମୀଙ୍କ ଡିସେମ୍ବରର ଦରମା ବନ୍ଦ ରଖାଯାଇଥିଲା। ତେଣୁ ସେ ମାନସିକ ଚାପରେ ରହୁଥିଲେ। ଗତକାଲି ଅଫିସ୍ କାମରେ ଯାଉଛି କହି ହରଡ଼ାଗୁଡ଼ା ଯାଇ ଆଉ ଫେରି ନାହାନ୍ତି । କୋହ ଭରା କଣ୍ଠରେ ଏହା କହିଛନ୍ତି ନିଖୋଜ ବୋରିଗୁମ୍ମା (ଆରଡବ୍ଲ୍ୟୁଏସଏସ) କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ । ଗତକାଲି ୫ ଜଣ…

‘ଏକ୍‌ ଭିଲେନ୍‌ ୨’ ରେ ନଜର ଆସି ଏହି…

ମୁମ୍ବାଇ : ବଲିିଉଡ଼ ନିର୍ଦ୍ଦେଶକ ମୋହିତ୍‌ ସୂରୀଙ୍କ ସିନେମା ‘ଏକ୍‌ ଭିଲେନ୍‌’ ଦର୍ଶକଙ୍କୁ ଅନେକ ପସନ୍ଦ ଆସିଥିଲା । ଏହି ସିନେମାରେ ଶ୍ରଦ୍ଧା କପୁର, ସିଦ୍ଧର୍ଥ ମଲହୋତ୍ରା ଓ ଭିଲେନ୍‌ ଚରତ୍ରରେ ରିତେଶ୍ ଦେଶମୁକ ନଜର ଆସିଥିଲେ । ତେବେ ଏହି ସିନେମାର ଦ୍ବିତୀୟ ଭାଗ ପ୍ରସ୍ତୁତ ହେବାକୁ ଯାଉଛି । କିନ୍ତୁ…

ପୁଲୱାମା ଏନକାଉଣ୍ଟରେ ଆତଙ୍କବାଦୀ ନିହତ

ଜାମ୍ମୁ: ଆଜି ସକାଳେ ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲା ଅନ୍ତର୍ଗତ ଅବନ୍ତୀପୋରାରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ଆତଙ୍କୀ ନିହତ ହୋଇଥିବା ଜଣାପଡ଼ିଛି। ମୃତ ଆତଙ୍କୀଠାରୁ ବହୁ ପରିମାରଣରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ କରାଯାଇଛି। ଭାରତୀୟ ସୀମାର ନିୟନ୍ତ୍ରଣ…

ଜେଏନୟୁରେ ବାମପନ୍ଥୀ ଗୁଣ୍ଡାରାଜ…

ଭୁବନେଶ୍ୱର : ଜବାହାରଲାଲ ବିଶ୍ୱବିଦ୍ୟାଳୟରେ ବାମପନ୍ଥୀ ଛାତ୍ର ସଂଗଠନର ଗୁଣ୍ଡାମାନେ ଏବିଭିପିର କାର୍ଯ୍ୟକର୍ତ୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ସାଧାରଣ ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ଆକ୍ରମଣର ଶିକାର ହୋଇଛନ୍ତି । ଏହାର ପ୍ରତିବାଦରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ବାମପନ୍ଥୀ ଗୁଣ୍ଡା…

୪୧ ବର୍ଷରେ ପାଦ ଥାପିଲେ ବ୍ଳାକ ବିଉଟି

ମୁମ୍ବାଇ : ବଲିଉଡ୍‌ର ବ୍ଳାକ ବିଉଟି ବିପାଶା ବାସୁ ଆଜି ୪୧ ବର୍ଷରେ ପାଦ ଥାପିଛନ୍ତି । ଆଜି ହେଉଛି ତାଙ୍କ ଜନ୍ମଦିନ । ବିପାସାଙ୍କର ଜନ୍ମ ୭ ଜାନୁଆରୀ ୧୯୭୯ ମସିହାରେ ନୂଆଦିଲ୍ଲୀର ଏକ ବଙ୍ଗାଳି ପରିବାରରେ ହୋଇଥିଲା । ସେ ଅନେକ ସିନେମାରେ ନିଜର ଭିନ୍ନ ଅଭିନୟ କରି ସମସ୍ତଙ୍କର ମନ କିଣି ନେଇଛନ୍ତି ।…

ପ୍ରଧାନଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଉମରକୋଟ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଅନ୍ତର୍ଗତ ବୋରଗାଓ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଭିଜିଲାନ୍ସ ପକ୍ଷରୁ ପ୍ରଧାନଶିକ୍ଷକଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍‌…

ମେ ୩ ତାରିଖରେ ନିଟ୍‌ ପରୀକ୍ଷା

ଭୁବନେଶ୍ବର: ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପ୍ରବେଶିକା ପରୀକ୍ଷା ‘ନିଟ୍‌’ ମେ ୩ରେ ହେବ। ପରୀକ୍ଷା ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ ୫ଟାରେ ସରିବ। ‘ନିଟ୍‌’ର ଅନଲାଇନ୍ ପଞ୍ଜୀକରଣ ଶେଷହୋଇଥିବା ବେଳେ ଫି ଦାଖଲ କରି ନ ଥିବା ଛାତ୍ରଛାତ୍ରୀ ଜାନୁଆରୀ ୭ ରାତି ୧୧ଟା ୫୦ ମଧ୍ୟରେ…

ବନ୍ଦକୁ ସମର୍ଥନ କରୁଛୁ : ରଣେନ୍ଦ୍ର…

ଭୁବନେଶ୍ବର: ସାରା ଦେଶରେ ଦରଦାମ ବୃଦ୍ଧି ସହ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଏଥିପାଇଁ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ସଂଘ। ଏହି ବନ୍ଦକୁ ସବୁଆଡୁ ସମର୍ଥନର ବାର୍ତ୍ତା ଆସୁଥିବା ବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ଏହାକୁ ସମର୍ଥନ କରିବା ସହିତ ଦେଶ…