Odisha Link
Bridging the Missing Links in Odisha
Daily Archives

January 8, 2020

କୁକୁର ପିନ୍ଧିଲା ହେଲମେଟ୍

ଚେନ୍ନାଇ : ବିନା ହେଲମେଣ୍ଟରେ ଗାଡ଼ି ଚଳାଇଲେ ଫାଇନ ଦେବାକୁ ପଡ଼ିବ । ସେଥିପାଇଁ ଅନେକ ଲୋକ ହେଲମେଣ୍ଟ ପିନ୍ଧି ଗାଡ଼ି ଚଳାଉଛନ୍ତି । ଏହାକୁ ନେଇ ଅନେକ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆ ଭାଇରାଲ ହୋଇଥାଏ । ବର୍ତ୍ତମାନ ସୋସିଆଲ୍‌ ମିଡ଼ିଆରେ କୁକୁରକୁ ହେଲମେଟ୍‌ ପିନ୍ଧାଇ ବାଇକ୍‌ରେ ବୁଲାଇଥିବା ଜଣେ…

ସିଆରପିଏଫ ପୋଷ୍ଟ ଉପରକୁ ଆତଙ୍କବାଦୀଙ୍କ…

ଜମ୍ମୁ କାଶ୍ମୀର: ଶ୍ରୀନଗରରେ ସିଆରପିଏଫ ପୋଷ୍ଟକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ଦୁଇ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଶ୍ରୀନଗରର ହଜରତବଲ ନିକଟ ହବକ କ୍ରସିଂରେ ସିଆରପିଏଫର ପୋଷ୍ଟକୁ ଟାର୍ଗେଟ କରି ଗ୍ରେନେଡ୍ ମାଡ କରାଯାଇଥିଲା।…

ଭୁର୍ଟିଗଡ଼ରେ କଳାହାଣ୍ଡି ଉତ୍ସବ…

ଭବାନୀପାଟଣା: ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଭୁର୍ଟିଗଡ଼ ଗ୍ରାମପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୦’ ମହା ସମାରୋହରେ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭୁର୍ଟିିଗଡ଼ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ମହାପାତ୍ର ଓ ମୁଖ୍ୟ ବକ୍ତା ଭାବେ ଯୁବ ଲେଖକ ତଥା…

୧୦ ହଜାର ଓଟଙ୍କୁ ମାରିବାକୁ ନିର୍ଦେଶ :…

ସିଡ୍‌ନୀ: ଅଷ୍ଟ୍ରେଲିଆର ଦକ୍ଷିଣାଞ୍ଚଳରେ ସୃଷ୍ଟି ହୋଇଛି ମରୁଡ଼ି ପରିସ୍ଥିତି ଫଳରେ ମରୁ ଅଞ୍ଚଳରେ ତୀବ୍ର ହେବାରେ ଲାଗିଛି ଜଳ ସଙ୍କଟ। ଏହି ସମୟରେ ଓଟମାନେ ଜଳ ଅନ୍ବେଷଣରେ ଜଙ୍ଗଲମୁହାଁ ହେଉଛନ୍ତି। ପ୍ରାୟ ୧୦ ହଜାର ଓଟ ଜଙ୍ଗଲ ଆଡକୁ ମୁହାଁଉଥିବାବେଳେ ସେମାନଙ୍କୁ ଗୁଳିକରି ମାରିଦେବାକୁ ସରକାର ନିର୍ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ । ଶ୍ରୀ ନାଏକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଜଗନ୍ନାଥ ଧାମ ହେଉଛି ବିଶ୍ବର ଏକ ପ୍ରମୁଖ ଆଧ୍ୟାତ୍ମିକ କ୍ଷେତ୍ର। ସାରା ବିଶ୍ବରେ ରହୁଥିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କର ବିଶ୍ବାସର…

ବଜେଟ୍‍ ପାଇଁ ଜନସାଧାରଣଙ୍କ ମତ ଲୋଡିଲେ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦-୨୧ କେନ୍ଦ୍ର ବଜେଟ୍‍ ପାଇଁ ଜନସାଧାରଣଙ୍କ ଠାରୁ ମତାମତ ଲୋଡିଛନ୍ତି ମୋଦି। ଟ୍ୱିଟ୍‍ କରି ମୋଦି କହିଛନ୍ତି ଜନସାଧାରଣ ଏଥିନିମନ୍ତେ ନିଜର ମତାମତ ଏବଂ ପରାମର୍ଶ Mygov.in ରେ ଦେଇପାରିବେ। ଏଥିସହ ସେ କହିଛନ୍ତି କେନ୍ଦ୍ରୀୟ ବଜେଟ୍‍ ହେଉଛି ୧୩୦ କୋଟି…

ହରିୟାଣା: ମୁଖ୍ୟମନ୍ତ୍ରୀ ଓ…

ହରିୟାଣା: ଦିନକୁ ଦିନ ହରିୟାଣା ମୁଖ୍ୟମନ୍ତ୍ରୀ ମନହୋର ଲାଲ ଖଟ୍ଟର ଓ ଗୃହମନ୍ତ୍ରୀ ଅନୀଲ ବିଜଙ୍କ ମଧ୍ୟରେ ଚାଲୁଥିବା ବିବାଦ ବଢ଼ିବାରେ ଲାଗିଛି। ସିଆଇଡିକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ବିବାଦ ଉପୁଜିଛି। ଏହାରିମଧ୍ୟରେ ଗୃହମନ୍ତ୍ରୀ ଅନିଲ ବିଜ କହିଛନ୍ତି ଯେ, ସରକାର ଓ୍ବେବସାଇଟରୁ ଚାଲେ ନାହିଁ ବରଂ ନିୟମ…

ନୀଳାଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାର…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ବତ୍ତି ନିଆଯାଇଛି। ନୀଳାଚଳ ଇସ୍ପାତ କାରଖାନାରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ଏଥିରେ ନିଷ୍ପତ୍ତି ନିଆଯାଇଛି । ଯାହାଦ୍ବାରା ନୀଳାଚଳ ଇସ୍ପାତର ରୂପ ବଦଳିବ ଏବଂ…

ସଂଖ୍ୟାଲଘୁ ଭାଷାଭାଷୀ ଗୃହକମିଟିଙ୍କ…

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶର ଉ ପାନ୍ତ ଅଞ୍ଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକମାନଙ୍କର ସମସ୍ୟା ଅନୁଧ୍ୟାନ ତଥା ତା’ର ପ୍ରତିକାର ପାଇଁ ସୁପାରିଶ କରିବାକୁ ଗଠିତ ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟିଙ୍କ ସବ୍‌କମିଟି - ୬ଙ୍କ ବୈଠକ ଅନୁଷ୍ଠିତ ହୋଇଯାଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ…

ଭାରତକୁ ପ୍ରଶଂସା କଲା ଇରାନ, କହିଲା…

ନୂଆଦିଲ୍ଲୀ: ଦିନକୁ ଦିନ ଆମେରିକା ଓ ଇରାନ ମଧ୍ୟରେ ବୃଦ୍ଧି ପାଉଛି ତିକ୍ତତା। ଆମେରିକା ଏୟାର ଷ୍ଟ୍ରାଇକରେ ଇରାନର ମେଜର ଜେନେରାଲ କସିମ ସୁଲେମାନୀ ପ୍ରାଣ ହରାଇବା ଓ ଏହାର ବଦଲା ନେବା ପାଇଁ ଇରାନ ଆଜି ଇରାକରେ ଥିବା ଆମେରିକା ଏୟାରବେସ୍‌ ଉପରେ ମିସାଇଲ ମାଡ଼ କରିଛି। ଯାହାରି ଫଳରେ ମଧ୍ୟପ୍ରାଚ୍ୟରେ…