Odisha Link
Bridging the Missing Links in Odisha
Daily Archives

January 8, 2020

ନର୍ଦ୍ଦମା ପାଣିରେ ଭାଷୁଛି ବଡ଼…

କଟକ: କଟକ ବଡ଼ ଡାକ୍ତରଖାନାର ନ୍ୟୁରୋସର୍ଜରୀ ବିଭାଗରେ ଆଜି ସକାଳେ ନର୍ଦ୍ଦମା ପାଣି ପଶିଯାଇଥିଲା। ଫଳରେ ସାଧାରଣ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ନର୍ଦ୍ଦମା ପାଣି ନ୍ୟୁରୋସର୍ଜରୀ ବିଭାଗର ଅସ୍ତ୍ରୋପଚାର ରୁମ୍‌ ସମେତ ଅନ୍ୟ ସମସ୍ତ ରୁମ୍‌ରେ ପାଣି ପଶି ଯାଇଥିଲା। ତେଣୁ କିଛି ସମୟ ଅସ୍ତ୍ରୋପଚାର…

କଂଗ୍ରେସ ଓ କମ୍ୟୁନିଷ୍ଟର ବନ୍ଦ ପାଳନ…

ଭୁବନେଶ୍ୱର : କଂଗ୍ରେସ ଓ କମ୍ୟୁନିଷ୍ଟ ଭାରତ ବନ୍ଦ ପାଳନ କରିବା ପାଇଁ ଘୋଷଣା କରିଛନ୍ତି । ସାରା ଦେଶର ଜନତା ଏବେ ନାଗରିକ ସଂଶୋଧନ ଆଇନକୁ ଆକୁଣ୍ଠ ସମର୍ଥନ କରିସାରିଛନ୍ତି । ଏହି ଆଇନ ସଂସଦରେ ପାରିତ ହେବାବେଳେ ଯେଉଁ କିଛି ସ୍ଥାନରେ ମୁସଲମାନ ମାନେ ବିରୋଧ ପ୍ରଦର୍ଶନ କରୁଥିଲେ ତାହା ସେମାନେ ବନ୍ଦ…

ଥରିଲା ଇରାନର ପରମାଣୁ ପାୱାର ପ୍ଲାଣ୍ଟ

ତେହରାନ: ଆଜି ସକାଳେ ଆମେରିକା ଏବଂ ଇରାନ ଭିତରେ ଚାଲିଥିବା ତିକ୍ତତା ସମୟରେ ଇରାନର ରାଜଧାନୀ ତେହେରାନ ସ୍ଥିତ ଇମାମ୍ ଖୁମେନୀ ବିମାନ ବନ୍ଦରଠାରୁ ଅଳ୍ପ ଦୂରତାରେ ବଡ଼ ବିମାନ ଦୁର୍ଘଟଣା ଘଟିଥିଲା ଯାହାରିଫଳରେ ୧୭୦ ଜଣ ଯାତ୍ରୀଙ୍କ ଜୀବନ ଚାଲିଯାଇଛି। ଏଭଳି ଅଘଟଣର କିଛି ସମୟ ପରେ ଇରାନରେ ଆଉ ଏକ ଅଘଟଣ…

ରେଭେନ୍ସାରେ ସ୍ଥାୟୀ ଅଧ୍ୟାପକଙ୍କ ପାଇଁ…

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ‌ର ଅଧ୍ୟାପକ ଅଭାବ ସମସ୍ୟା ଦୂର ହେବାକୁ ଯାଉଛି। ଆସନ୍ତା ସପ୍ତାହେ ମଧ୍ୟରେ ବିଶ୍ବବିଦ୍ୟାଳୟର ୧୭୯ଟି ସ୍ଥାୟୀ ଅଧ୍ୟାପକ ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ବିଜ୍ଞପ୍ତି ପ୍ରକାଶ ପାଇଁ କୁଳପତିଙ୍କ ଅଧ୍ୟକ୍ଷତ‌ାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ସ୍ଥାୟୀ…

ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀ ମୃତ

ଇରାନ : ବିମାନ ଦୁର୍ଘଟଣା ୧୭୦ ଜଣ ଯାତ୍ରୀଙ୍କ ମୃତ ହୋଇଛି । ଆଜି ସକାଳୁ ଏକ ବିମାନ ଦିର୍ଘଟଣା ଗ୍ରସ୍ତ ହୋଇଛି । ତେହେରାନ ବିମାନ ବନ୍ଦର ପାଖରେ ଉଡ଼ାଣ ଭରିବା ପରେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଯାତ୍ରୀବାହୀ ବିମାନ ବୋଇଂ ୭୩୭ ନାମ ଦୁର୍ଘଟଣାଗ୍ରସ୍ତ । ବିମାନରେ୧୭୦ରୁ ଉର୍ଦ୍ଧ ଯାତ୍ରୀ ଉପସ୍ଥିତ…

ମଧ୍ୟପ୍ରାଚ୍ୟରେ ବଢୁଛି ଉତ୍ତେଜନା, ଭାରତ…

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଆମେରିକା ଏୟାର ଷ୍ଟ୍ରାଇକରେ ଇରାନର ମେଜର ଜେନେରାଲ କସିମ ସୁଲେମାନୀ ପ୍ରାଣ ହରାଇବା ଓ ଏହାର ବଦଲା ନେବା ପାଇଁ ଇରାନ ଆଜି ଇରାକରେ ଥିବା ଆମେରିକା ଏୟାରବେସ୍‌ ଉପରେ ମିସାଇଲ ମାଡ଼ କରିଛି। ଯାହାରି ଫଳରେ ମଧ୍ୟପ୍ରାଚ୍ୟରେ ଅଶାନ୍ତ…

ଗୋଟିଏ ରାତିରେ ୪ଟି ମନ୍ଦିରରୁ ଲୁଟିନେଲେ…

ବାଲେଶ୍ୱର: ଜିଲ୍ଲାର ଖଇରା ଥାନା ଅନ୍ତର୍ଗତ ଡଗରପଡ଼ା ପଞ୍ଚାୟତରେ ଗୋଟିଏ ରାତିରେ ୪ଟି ମନ୍ଦିରରୁ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ସ୍ଥାନୀୟ ବଉଳାଶୁଣି ମନ୍ଦିର, ତାରିଣୀ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ ମାଉସୀମା ମନ୍ଦିରରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ମନ୍ଦିରରୁ ଗତ ବିଳମ୍ବିତ ରାତିରେ…

ରାଜଧାନୀରେ ଭାରତ ବନ୍ଦ: ବାଇକ ଭଡା ୧୫୦

ଭୁବନେଶ୍ବର: ସାରା ରାଜ୍ୟରେ ଦେଖିବାକୁ ମିଳିଛି ଭାରତ ବନ୍ଦର ପ୍ରଭାବ। ଏଥିସହିତ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ପଡ଼ିଛି। ବନ୍ଦ ସତ୍ତ୍ବେ ରାସ୍ତାରେ ଗଡ଼ୁଛି ବାଇକ। ଯାହାର ଫାଇଦା ଉଠାଇଛନ୍ତି ବାଇକ ଆରୋହୀ। ଆନ୍ଦୋଳନକାରୀଙ୍କ ଆନ୍ଦୋଳନ ଫଳରେ ଟ୍ୟାକ୍ସି ଓ ଅଟୋ ନଥିବାରୁ ଯାତ୍ରୀମାନେ…

ମେ ୨୪ରେ ୨୦୨୦ ଆଇପିଏଲ୍‌ ଫାଇନାଲ୍‌

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୦ ସଂସ୍କରଣର ଫାଇନାଲ ମ୍ୟାଚ୍‌ ମେ ୨୪ରେ ଖେଳାଯିବ। ୨୦୨୦ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌ ମାର୍ଚ୍ଚ ୨୯ରେ ମୁମ୍ବଇର ୱାଙ୍ଖଡେ ଷ୍ଟାଡ଼ିୟମରେ ଖେଳାଯିବ। ରାତି ମ୍ୟାଚ୍‌ ୮ଟା ପରିବର୍ତ୍ତେ ୭.୩୦ରୁ ଖେଳ ଆରମ୍ଭ ହେବ। ୨୦୨୦ ସଂସ୍କରଣରେ ମୋଟ୍‌…

ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ। ପ୍ରଧାନବିଚାରପତି ଏସ୍. ଏ. ବୋବଡେ, ବିଚାରପତି ବି. ଆର ଗାଭାଇ ଓ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠରେ ଏହି ଶୁଣାଣି କରାଯିବ। ଦିନକ ପୂର୍ବରୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଗତ ନଭେମ୍ବର…