Odisha Link
Bridging the Missing Links in Odisha
Daily Archives

January 8, 2020

ଦେଶରେ ଶ୍ରମିକ ହତାଶ: ନିରଞ୍ଜନ

ଭୁବନେଶ୍ବର: ଆଜି ଦେଶବ୍ୟାପି ଧର୍ମଘଟ। କେନ୍ଦ୍ରୀୟ ଶ୍ରମିକ ସଂଗଠନ ତଥା ବିଭିନ୍ନ ଫେଡେରେସନ ତରଫରୁ ଦେଶରେ ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା, ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିିକ ସୁରକ୍ଷା ଏବଂ ନାଗରିକତା ସଂଶୋଧନ ଆଇନ୍ ପ୍ରତ୍ୟାହାର ଭଳି ୧୨ ଦଫା ଦାବି ନେଇ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି।…

ବାଳାଶ୍ରମରୁ ୧୩ ଜଣ ଗାୟବ ଘଟଣା, ୭…

ବ୍ରହ୍ମପୁର: ବାଳାଶ୍ରମରୁ ୧୩ ଅନ୍ତେବାସୀ ଗାୟବ ଘଟଣାରେ ବର୍ତ୍ତମାନ ସୁଦ୍ଧା ୭ ବାଳିକାଙ୍କୁ ଉଦ୍ଧାର କରାଯାଇଛି। ଖୁବ୍ ଶୀଘ୍ର ଅନ୍ୟମାନଙ୍କୁ ଉଦ୍ଧାର କରାଯିବା ବୋଲି ବ୍ରହ୍ମପୁର ଉପ-ଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ କହିଛନ୍ତି । ତେବେ ଆଶ୍ରମର ତିନିଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ…

ଭାରତ ବନ୍ଦ: ଓଲଟିଲା ମାଛ ବୋଝେଇ ଭ୍ୟାନ୍‌

ରାଉରକେଲା: ଶ୍ରମିକ ସଂଗଠନଗୁଡ଼ିକର ଆହ୍ଵାନ କ୍ରମେ ଆଜି ସମଗ୍ର ଭାରତରେ ବନ୍ଦ ପାଳନ ହେଉଥିବା ବେଳେ ରାଉରକେଲାରେ ମଧ୍ୟ ବନ୍ଦ ପାଳନ ହେଉଥିଲା। ଏହି ସମୟରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ। ଆନ୍ଦୋଳନକାରୀ ରାସ୍ତାରୋକ କରୁଥିବା ବେଳେ ମାଛ ନେଇ ଯାଉଥିବା ଗୋଟାଏ ପିକ୍‌-ଅପ୍‌ ଭ୍ୟାନ୍‌ ସ୍ଥାନୀୟ ବିଶ୍ରାଛକ…

୫ଟି ଆଧାରରେ ସୂଚନା ଓ ଲୋକସମ୍ପର୍କ…

ଭୁବନେଶ୍ୱର : ସୂଚନା ଓ ଲୋକସମ୍ପର୍କ ବିଭାଗର କାର୍ଯ୍ୟାବଳୀକୁ ୫ଟି ଆଧାରରେ ତ୍ୱରାନ୍ୱିତ କରିବା ଓ ଅଧିକରୁ ଅଧିକ ଜନାଦୃତ କରବି । ପାଇଁ ସୂଚନା ଓ ଲୋକ ସମ୍ପର୍କ, ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏ ସଂକ୍ରାନ୍ତୀୟ ଏକ…

ଭାରତ ବନ୍ଦ: ବିମାନ ବନ୍ଦରରେ କୀର୍ତ୍ତନ…

ଭୁବନେଶ୍ବର: ଆଜି ଦେଶବ୍ୟାପି ଧର୍ମଘଟ। କେନ୍ଦ୍ରୀୟ ଶ୍ରମିକ ସଂଗଠନ ତଥା ବିଭିନ୍ନ ଫେଡେରେସନ ତରଫରୁ ଦେଶରେ ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା, ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିିକ ସୁରକ୍ଷା ଏବଂ ନାଗରିକତା ସଂଶୋଧନ ଆଇନ୍ ପ୍ରତ୍ୟାହାର ଭଳି ୧୨ ଦଫା ଦାବି ନେଇ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି।…

ନାଲକୋର ୪୦ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : ନବରତ୍ନ ଲୋକଉଦ୍ୟମ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ ପକ୍ଷରୁ ଏହାର ୪୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭୁବନେଶ୍ୱର ସ୍ଥିତ ନାଲ୍କୋ ନଗରଠାରେ ଆୟୋଜିତ ଏକ ଉତ୍ସବରେ କଳାକାର, ଅନୁଷ୍ଠାନ ଏବଂ ପ୍ରସିଦ୍ଧ ବିଶାରଦଙ୍କୁ ଓଡ଼ିଶୀ ନୃତ୍ୟ, ଭିନ୍ନକ୍ଷମଙ୍କ ଥଇଥାନ ନିମନ୍ତେ କାର୍ଯ୍ୟ…

ଭାରତ ବନ୍ଦରେ କେଉଁ ସବୁ ସ୍କୁଲ ଛୁଟି…

ଭୁବନେଶ୍ୱର : ୧୨ ଦଫା ଦାବି ନେଇ ଆଜି ଟ୍ରେଡ୍ ୟୁନିୟନ ପକ୍ଷରୁ ଭାରତବନ୍ଦ ଡାକରା ଦିଆଯାଇଛି। ଭାରତବନ୍ଦରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡିଶାର ୧୫ ଜିଲ୍ଲାର ସ୍କୁଲରେ ଛୁଟି ଘୋଷଣା କରାଯାଇଛି। ସତର୍କତା ଦୃଷ୍ଟିରୁ ଜିଲ୍ଲାପାଳମାନେ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଏହି ଜିଲ୍ଲା ଗୁଡ଼ିକ ହେଉଛି- କନ୍ଧମାଳ,…

ଭାରତ ବନ୍ଦ ସତ୍ତ୍ବେ ବାରିପଦା ଗସ୍ତରେ…

ଭୁବନେଶ୍ବର: ଆଜି ସାରା ଦେଶ ତଥା ରାଜ୍ୟରେ ଟ୍ରେଡ ୟୁନିୟନ ପକ୍ଷରୁ ୧୨ ଦଫା ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି। ଫଳରେ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ପ୍ରମୁଖ ସହରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦର ପ୍ରଭାବ ଥିବା ସତ୍ତ୍ବେ ଆଜି ବାରିପଦା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ଆମେ ଶକ୍ତିଶାଳୀ : ଟ୍ରମ୍ପ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଇରାନର ମିଜାଇଲ ଆକ୍ରମଣ ପରେ ନିଜକୁ ଶକ୍ତିଶାଳୀ ବୋଲି କହିଛନ୍ତି । ଆମେରିକୀୟ ସୈନ୍ୟ ରହୁଥିବା ଇରାକ୍‌ସ୍ଥିତ ଦୁଇଟି ଆମେରିକୀୟ ଏୟାର୍‌ବେସ୍‌ରେ ବୁଧବାର ଦିନ ଇରାନ୍‌ ଆକ୍ରମଣକରିଛି । 'କଣ ସବୁ କ୍ଷୟକ୍ଷତି ହୋଇଛି ସେ ନେଇ ଆମେ ସମୀକ୍ଷା କରୁଛୁ' ଓ ସବୁ ଠିକ ଅଛି;…

ଆମେରିକା ବାୟୁସେନା ଘାଟିରେ ଇରାନର…

ବାଗଦାଦ: ଆମେରିକାର ଅକ୍ରମଣରେ ଇରାନ ସେନା କୁଦ୍‌ସ ଫୋର୍ସର ମୁଖ୍ୟ କମାଣ୍ଡର କାସିମ୍ ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛି ଇରାନ। ଆମେରିକା ଇରାନ ଉପରେ କରିଥିବା ଆକ୍ରମଣର କଡ଼ା ଜବାଦ ଦେଇ ଇରାନ। ଇରାକରେ ଥିବା ଆମେରିକାର ୨ଟି ବାୟୁସେନା ଘାଟି ଉପରେ ଇନରାନ ପକ୍ଷରୁ ମଙ୍ଗଳବାର ବିଳମ୍ବିତ ରାତିରେ…