ଶେଷ ଟି-୨୦: ପ୍ରଥମେ ବ୍ୟାଟିଂ କରିବ ଭାରତ

ପୁଣେ: ଆଜି ପୁଣେରେ ମୁହାମୁହିଁ ହେବେ ଭାରତ-ଶ୍ରୀଲଙ୍କା। ଉଭୟ ଦଳ ତୃତୀୟ ତଥା ଅନ୍ତିମ ଟି-୨୦ ଖେଳିବେ। ନିର୍ଣ୍ଣାୟକ ମ୍ୟାଚରେ ଭ୍ରମଣକାରୀ ଶ୍ରୀଲଙ୍କା ଦଳ ଟସ୍ ଜତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଫଳରେ ଟିମ୍ ଇଣ୍ଡିଆକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିବ।
3rd T20I. India XI: KL Rahul, S Dhawan, V Kohli, S Iyer, M Pandey, S Samson, W Sundar, S Thakur, Y Chahal, J Bumrah, N Saini https://t.co/AVxq9gsEuY #IndvSL @Paytm
— BCCI (@BCCI) January 10, 2020
ଭାରତୀୟ ଦଳ ପ୍ଲେଇଙ୍ଗ ଏକାଦଶରେ ୩ଟି ପରିବର୍ତ୍ତନ କରିଛି। ସଞ୍ଜୁ ସାମସନ, ମନୀଷ ପାଣ୍ଡେ ଓ ଚାହଲଙ୍କୁ ଦଳରେ ସ୍ଥାନ ମିଳିଛି। ଫଳରେ ବାଦ୍ ପଡିଛନ୍ତି ଋଷଭ ପନ୍ଥ, ଶିଭମ ଦୁବେ ଓ କଲଦୀପ ଯାଦବ। ଫଳରେ ଦଳର ଓ୍ବିକେଟ କିପିଂ ଭାର ନେବେ ସଞ୍ଜୁ ସାମସନ।
Comments are closed.