ଆଶିକ ଜମାଲଙ୍କ ଘରେ ସିବିଆଇର ଚଢାଉ

ରାଉରକେଲା : କେନ୍ଦ୍ରୀୟ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ଆଶିକ ଜମାଲଙ୍କ ଘରେ ସିବିଆଇ ଚଢାଉ। ଆଜି ସକାଳ ୬ଟାରୁ ଝାଡଖଣ୍ଡ ସିବିଆଇର ଏକ ଟିମ୍ ଏବଂ ଓଡ଼ିଶା ସିବିଆଇର ଏକ ଟିମ୍ ଆଶିକଙ୍କ ଘରେ ମିଳିତଭାବେ ଚଢାଉ କରିଛନ୍ତି। ଆଶିକଙ୍କ ରାଉରକେଲା ସେକ୍ଟର-୬ ସ୍ଥିତ c-81 କ୍ୱାଟର୍ସ ଛଢାଉ ହୋଇଛି। ଝାଡ଼ଖଣ୍ଡର ଏକ ଦୁର୍ନିତି ମାମଲାରେ ଚଢାଉ ହୋଇଛି ବୋଲି ସୂଚନା ମିଳିଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ ।
Comments are closed.