Odisha Link
Bridging the Missing Links in Odisha
Daily Archives

January 13, 2020

ଭବାନୀପାଟଣାରେ ଉଦଘାଟିତ ହେଲା…

କଳାହାଣ୍ଡି: ଭବାନୀପାଟଣା ପୌର ପରିଷଦ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଉଦଘାଟିତ ହେଲା ୫୦ ଶଯ୍ୟା ବିଶିଷ୍ଟ ଆଶ୍ରୟସ୍ଥଳୀ। ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି। ଏହି ଉଦ୍‌ଦ୍ଘାନ କାର୍ଯ୍ୟକ୍ରମରେ ରାଜ୍ୟ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ, ମନ୍ତ୍ରୀ…

ଜେଏନୟୁ ହିଂସା ପ୍ରସଙ୍ଗ: ପୁଲିସ୍‌, ଗୁଗଲ…

ନୂଆଦିଲ୍ଲୀ: ଆଜି ଜେଏନୟୁ ହିଂସାକାଣ୍ଡ ଉପରେ ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଜେଏନୟୁ ହିଂସାକାଣ୍ଡ ଉପରେ ସମସ୍ତ ଭିଡିଓ, ସିସିଟିଭି ଫୁଟେଜ ଓ ଅନ୍ୟ ପ୍ରମାଣକୁ ସଂରକ୍ଷିତ କରି ରଖିବା ପାଇଁ ହୋଇଥିବା ଆବେଦନର ଶୁଣାଣି ଆଜି ଦିଲ୍ଲୀ ହାଇକୋର୍ଟ କରିଛନ୍ତି। ଜେଏନୟୁର ୩ ଜଣ ପ୍ରଫେସର ଏନେଇ ଆବେଦନ…

ବିଭାଗୀୟ ସ୍ଥାୟୀ କମିଟି ୮ ଅଷ୍ଟମ ବୈଠକ

ଭୁବନେଶ୍ୱର : ଆଜି ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି-୮ଙ୍କର ଅଷ୍ଟମ ବୈଠକ ଭାରତୀୟ ଜନତା ପାର୍ଟି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୫ରେ ଅନୁଷ୍ଠିତ ଏହି ବୈଠକରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ବଜେଟ୍‌ ଓ…

କାଲିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ…

ମୁମ୍ବାଇ: କାଲିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍। ଅଷ୍ଟ୍ରେଲିଆ ସହ ଚଳିତ ମାସରେ ଭାରତ ତିନୋଟି ଦିନିକିଆ ସିରିଜ୍ ଖେଳିବ। ପ୍ରଥମ ମ୍ୟାଚ୍ ଜାନୁଆରୀ ୧୪ ତାରିଖ ଅର୍ଥାତ୍‌ କାଲି ମୁମ୍ବାଇଠାରେ ଖେଳାଯିବ। ଦ୍ବିତୀୟ ମୁକାବିଲା ୧୭ ତାରିଖରେ ରାଜକୋଟ ଏବଂ ତୃତୀୟ ତଥା ଶେଷ ମ୍ୟାଚ୍‌ ୧୯ ତାରିଖରେ…

ଆଇଏଏସ ବିଜୟଙ୍କ ଜାମିନ ପ୍ରସଙ୍ଗ: ରାୟ…

ଭୁବନେଶ୍ୱର: ଆଇଏଏସ ବିଜୟକେତନ ଉପାଧ୍ୟାୟଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି। ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ ଶୁଣାଣି ଶେଷ କରି ନିଜର ରାୟକୁ ସଂରକ୍ଷିତ ରଖିଛନ୍ତି। ଲାଞ୍ଚମାମଲାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ବିଜୟକେତନ ଏବେ ଝାରପଡ଼ା ଜେଲରେ ଅଛନ୍ତି। ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ମୋ…

ଇରାନରେ ବଢୁଛି ଜନଅସନ୍ତୋଷ

ନୂଆଦିଲ୍ଲୀ: ଇରାନର ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି। କାରଣ ୟୁକ୍ରେନର ବିମାନକୁ ତେହେରାନରେ ଖସାଇଥିବା ଘଟଣାକୁ ଇରାନ ଖସାଇବା ସ୍ୱୀକାର କରିବା ପରେ ସେଠାରେ ଉତେଜନା ବଢିବାରେ ଲାଗିଛି। ବିକ୍ଷୋଭକାରୀ ସର୍ବୋଚ୍ଚ ନେତାଙ୍କୁ ହତ୍ୟାକାରୀ ଦର୍ଶାଇ ସେମାନଙ୍କ ଇସ୍ତଫା ଦାବି କରିଛନ୍ତି। ତେହେରାନ…

କଦଳୀ ଖୁଆଇ ୧୦ କୋଟିର ଡ୍ରଗ୍ସ, ବାହାରକଲା…

ନୂଆଦିଲ୍ଲୀ: କଦଳୀ ଖୁଆଇ ପେଟରୁ ୧୦ କୋଟିର ଡ୍ରଗ୍ସ, ବାହାର କରିବା ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗଉଥିବ ନିଶ୍ଚୟ କିନ୍ତିୁ କଥାଟି ସତ। ଡ୍ରଗ୍‌ସ କାରବାର ଉପରେ ଯେତେ ପ୍ରତିବନ୍ଧକ ଲଗାଇଲେ ମଧ୍ୟ ଡ୍ରଗ୍‌ସ ମାଫିଆମାନେ ତାର ବିକଳ୍ପ ବାଟ ବାହାର କରୁଛନ୍ତି। ଏକ ଅଭିନବ ଉପାୟରେ ଆଫଗାନିସ୍ଥାନରୁ ଦିଲ୍ଲୀ…

ଜୈବିକ ସାର ଫଳ ଓ ପନି ପରିବା ବିଦେଶରେ…

ଭୁବନେଶ୍ୱର : ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୦ ଭୁବନେଶ୍ୱରସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ମହାସମାରୋହରେ ଶେଷ ହୋଇଯାଇଛି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ନିମନ୍ତେ ଶେଷଦିନ ଅନୁଷ୍ଠିତ ହୋଇଥିବା ଆଲୋଚନା ଚକ୍ରଟିକୁ ଓଡ଼ିଶା ଇଣ୍ଡଷ୍ଟ୍ରି…

ସେନସେକ୍ସ ଓ ନିଫ୍ଟିରେ ବୃଦ୍ଧି, କମିଲା…

ମୁମ୍ବାଇ: ସେନସେକ୍ସ ଓ ନିଫ୍ଟିରେ ଆଖିଦୃଶିଆ ବୃଦ୍ଧି ଦେଖିବାକୁ ମିଳିଛି। ସେନସେକ୍ସ ୩୦୦ପଏଣ୍ଟ ବଢି ୪୧,୯୦୦ଛୁଇଁଛି। ଆଜି ଗୋଟିଏ ଦିନରେ ସେନସେକ୍ସରେ ୦.୬୬ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ସେହିପରି ନିଫ୍ଟିରେ ୭୩ ପଏଣ୍ଟ ବା ୦.୬ପ୍ରତିଶତ ବୃଦ୍ଧି ଘଟିଛି। ନିଫ୍ଟି ୧୨,୩୩୦ ଅଙ୍କ ଛୁଇଁଛି।…

ଆଜିବି ମନେପଡ଼ନ୍ତି ହର ପଟ୍ଟନାୟକ

ଭୁବନେଶ୍ବର : ଆଜିବି ମନେ ପଡ଼ନ୍ତି ଓଲିଉଡ଼ର ମହାଖଳ ନାୟକ ହର ପଟ୍ଟନାୟକ । ତାଙ୍କର ଅନେକ ଡାଇଲକ ତଥା ମାରାଣ , ନାଇଁ ନାଇଁ ମ, ଚଖମା ଚୁର ଦର୍ଶକଙ୍କ ମନରେ ରହିଯାଇଛି । ସେ ୧୯୫୮ ୧୨ ଅକ୍ଟୋବର କଟକରେ ଜନ୍ମ ଗ୍ରହଣ କରିଥିଲେ। ହର ପଟ୍ଟନାୟକ ୬୦ ସିନେମାରେ ଅଭିନୟ କରିବା ସହିତ ୧୯ ସିନେମାକୁ…