Odisha Link
Bridging the Missing Links in Odisha
Daily Archives

January 13, 2020

ନିୟନ୍ତ୍ରଣ ହରାଇ ୨୦ ଫୁଟ ତଳକୁ ଖସିଲା…

ଲକ୍ଷ୍ନୌ: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଆଜି ସକାଳ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଗ୍ରାର ଫତେହାବାଦ ଥାନା ଅନ୍ତର୍ଗତ ଏକ୍ସପ୍ରେସ ୱେରେ ଅନିୟନ୍ତ୍ରିତ ହୋଇ ବସ୍‌ଟି ୨୦ ଫୁଟ ତଳକୁ ଓଲଟି ପଡ଼ିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଖବର…

ଯୁବ କଂଗ୍ରେସ ସଭାପତି ଚୟନ ପ୍ରସଙ୍ଗ:…

ଭୁବନେଶ୍ୱର: ଆସନ୍ତା ଏକ ମାସ ମଧ୍ୟରେ ରାଜ୍ୟ କଂଗ୍ରେସର ମହିଳା, ଯୁବ, ଛାତ୍ର ଓ ଛାମୁଆ ସଂଗଠନ ସଭାପତି ପଦବି ପୂରଣ କରାଯିବ। ଏଥିପାଇଁ ରାଜନୀତି ଆରମ୍ଭ ହୋଇ ସାରିଲାଣି। ଅନ୍ୟପଟେ ଭାରତୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରତିଭା ରଘୁବଂଶୀ ପ୍ରତିକ୍ରିୟ ଦେଇଛନ୍ତି। ଯୁବ କଂଗ୍ରେସ ସଭାପତି ଚୟନ ପାଇଁ ୪…

‘ବାବୁ ଭାଇଜାନ୍‌’ସିନେମା…

ଭୁବନେଶ୍ବର : ସିନେମା ଦେଖିବା ପାଇଁ ଭାଷା ବାଧକ ସାଜିଥିଲେ ମଧ୍ୟ ସିନେମାର ଗୀତ ଗୁଡ଼ିକ ସେହିବାଧାକୁ ଦୂର କରିଦେଇ ଥାଏ । ଏହାକୁ ପ୍ରମାଣ କରିଛନ୍ତି ଋଷର ଦୁଇ ମହିଳା ।ରବିବାର ରିଲିଜ୍ ହୋଇଛି ଓଡ଼ିଆ ସିନେମା 'ବାବୁ ଭାଇଜାନ୍‌'। ଅରିନ୍ଦମ ଓ ଶିବାନୀଙ୍କ ଅଭିନୀତ ଏହି ସିନେମାକୁ ଦର୍ଶକଙ୍କ ଭଲ ପାଇବା…

ବିଜେପି ଅଫିସ ପୋଡ଼ିରେ ତୃଣମୂଳ କଂଗ୍ରେସକୁ…

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଆସାନସୋଲ ଅନ୍ତର୍ଗତ ସାଲନପୁର ଗାଆଁରେ ଥିବା ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟକୁ ରବିବାର ରାତିରେ କେତେକ ଦୁର୍ବୃତ୍ତ ପୋଡ଼ିପକାଇଛନ୍ତି। ଏହି ଘଟଣା ପଛରେ ତୃଣମୂଳ କଂଗ୍ରେସର ହାତ ଅଛି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ଅଭିଯୋଗ କରିଛି ଯେ ଟିଏମ୍‌ସିର ଗୁଣ୍ଡାମାନେ…

ବିହାର: ସିଏଏ ଓ ଏନଆରସି ବିପକ୍ଷରେ…

ବିହାର: ଆଜି ବିହାର ବିଧାନସଭା ବାହାରେ ରାଷ୍ଟ୍ରୀୟ ଜନତା ଦଳ(ରାଜଦ)ର ବିଧାୟକ ମାନେ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣ (ଏନଆରସି) କୁ ବିରୋଧ କରିଛନ୍ତି। ରାଜ୍ୟରେ ସିଏଏ ଓ ଏନଆରସିକୁ ଲାଗୁ କରାଇ ଦିଆଯିବ ନାହିଁ ବୋଲି ରାଜଦ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ବିହାର…

ସାବରିମାଳା ମାମଲାରେ ଅଯୋଧ୍ୟା ଶୁଣାଣିକୁ…

ନୂଆଦିଲ୍ଲୀ: ସାବରିମାଲା ସହ ଜଡ଼ିତ ପ୍ରସଙ୍ଗରେ ଉପୁଜିଥିବା ସମସ୍ୟାର ଚୂଡ଼ାନ୍ତ କରିବାକୁ ଆଜି ସୁପ୍ରିମ୍‌ କୋର୍ଟର ୯ଜଣ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ଓକିଲମାନଙ୍କୁ ତିନି ସପ୍ତାହ ସମୟ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େଙ୍କ ନେତୃତ୍ୱାଧୀନ ଖଣ୍ଡପୀଠର ବିଚାରପତି ଆର୍‌ ବାନୁମତୀ,…

ଜେଏନୟୁରେ ଆରମ୍ଭ ହେଲା ପାଠପଢ଼ା

ନୂଆଦିଲ୍ଲୀ : ଆଜି ଆରମ୍ଭ ହେଲା ଜେଏନୟୁ ରେ ପାଠପଢ଼ା ଆରମ୍ଭ ହୋଇଛି। ଛାତ୍ର ଛାତ୍ରୀମାନେ ୟୁନିଭର୍ସିଟିର ଫି ବୃଦ୍ଧି କରାଯାଥିବାରୁ ଏହାର ପ୍ରତାୟାହାର ଓ ଅନ୍ୟାନ୍ୟ ଦାବିକୁ ନେଇ ଅଡିଟୋରିୟମ ବାହାରେ ଧାରଣା ଦେଇଥିଲେ । ପୂର୍ବରୁ ଜେଏନ୍‌ୟୁର ଗୋଟିକିଆ ରୁମ ପାଇଁ ୨୦ ଟଙ୍କା ଫି’ ଆଦାୟ କରାଯାଉଥିବା ବେଳେ…

ବିଜେପି ଟାର୍ଗେଟରେ ସରକାର

ଭୁବନେଶ୍ୱର: ଆଜି ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି। ଏସଇବିସି ସଂରକ୍ଷଣ ପ୍ରସଙ୍ଗରେ ଆଜି ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି। ଏନେଇ ବିଜେପି ଆଜି ରାଜ୍ୟ ବିିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜତି କରିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ…

ଗଣତନ୍ତ୍ର ପାଇଁ ବିକଳ୍ପ ବିଚାରର ବଡ଼…

ଭୁବନେଶ୍ୱର : ୮୦ ଦଶକରେ ବିଶ୍ୱରେ କମ୍ପ୍ୟୁଟରର ଆଗମନ ଏକାଧିକ ଧାରା ଉପରେ ପକାଇଥିଲା ପ୍ରଭାବ । ବିଶ୍ୱ, ଭାରତ, ଓଡ଼ିଶାକୁ ମଧ୍ୟ ଏହା କରିଥିବା ପ୍ରଭାବିତ  । ସେହି କମ୍ପ୍ୟୁଟର ଆଗମନ ପରର ପ୍ରଭାବରେ ଓଡ଼ିଶାରେ ଯେଉଁ ନୂଆ ସାମ୍ବାଦିକତା ଧାରାର ଆରମ୍ଭ ହୋଇଥିଲା ସେଇଥିରୁ ବାହାରିଛନ୍ତି ବହୁ ରଚନାତ୍ମକ ମଣିଷ…

ନବୀନ ନିବାସରେ ସ୍ବାଧିନ ବିଧାୟକ ମକରନ୍ଦ…

ଭୁବନେଶ୍ୱର: କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଣ୍ଡୋଲକୋ ପ୍ଲାଣ୍ଟକୁ ଅନୁମୋଦନ ଦେଇଥିଲେ। ଏହି ପ୍ରେରିପକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ପାଇଁ ନବୀନ ନିବାସ ଆସିଥିଲେ ରାୟଗଡ଼ା ସ୍ବାଧିନ ବିଧାୟକ ମକରନ୍ଦ ମୁଦୁଲି। ନବୀନଙ୍କ ସହ ସାକ୍ଷାତ କରିବା ପରେ ଶ୍ରୀ ମୁଦୁଲି…