Odisha Link
Bridging the Missing Links in Odisha
Daily Archives

January 13, 2020

ଭାରତୀୟ ବାୟୁସେନା କିଣିବ ୨୦୦ ଯୁଦ୍ଧ…

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା କିଣିବ ୨୦୦ ଯୁଦ୍ଧ ବିମାନ। ବାୟୁସେନାର ଆବଶ୍ୟକତାକୁ ଆଖିରେ ରଖି ୨୦୦ ବିମାନ କିଣାଯିବ ବୋଲି ଏନେଇ ପ୍ରତିରକ୍ଷା ସଚିବ ସୂଚନା ଦେଇଛନ୍ତି। ହାଲ୍ ଠାରୁ ୮୩ଟି ତେଜସ୍ ବିମାନ କିଣାଯିବ। ଏହାଛଡ଼ା ଆଉ ୧୧୦ଟି ଯୁଦ୍ଧ ବିମାନ କିଣାଯିବାକୁ ନିଷ୍ପତି ନିଆଯାଇଛି। ଖୁବ୍ ଶୀଘ୍ର ଏନେଇ…

ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିଚାଳନା ପାଇଁ…

ଭୁବନେଶ୍ୱର: ଜାତୀୟ ସ୍ତରରେ ପୁରସ୍କୃତ ହେଲା ପୁରୀ ଜିଲ୍ଲା। ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିଚାଳନା ପାଇଁ ପୁରୀ ଜିଲ୍ଲାକୁ ମିଳିଛି ଏହି ଜାତୀୟ ପୁରସ୍କାର। ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ଗତକାଲି ଦିଲ୍ଲୀଠାରେ ଏହି ସମ୍ମାନ ଦିଆଯାଇଛି।…

ଲାଞ୍ଚ ନେଇ ତିନି ପୋଲିସ ନିଲମ୍ବତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନାରେ ତିନି ଜଣ ପୋଲିସଙ୍କୁ ନିଲମ୍ବିତ କରାଯାଇଛି । ସେମାନେ ହେଲେ ଥାନାର କନଷ୍ଟେବଲ୍‌ ପ୍ରଶାନ୍ତ ପ୍ରଧାନ, ହାବିଲଦାର ବିରଞ୍ଚି ବେହେରା ଓ ଡ୍ରାଇଭର ଜଗନ୍ନାଥ ଜେନା । ଜଣେ ପାନ ଦୋକାନୀଙ୍କ ଜରିଆରେ ଆଜି ତିନିଜଣ ପୋଲିସ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।…

ନିର୍ଭୟା ମାମଲା: ତିହାର ଜେଲରେ…

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ନିର୍ଭୟା ମାମଲାର ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ। ୪ ଦୋଷୀଙ୍କୁ ଫାଶୀ ଦେବା ଲାଗି ତିହାର ଜେଲ୍‌ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି। ଫାଶୀ ପାଇଁ ଦଉଡି, ଫାଶ ଇତ୍ୟାଦିର ମାପ ପ୍ରସ୍ତୁତ ହୋଇସାରିଥିବାବେଳେ ପରୀକ୍ଷାମୂଳକ ଫାଶୀ ଦିଆଯାଇଛି। ଦୋଷୀଙ୍କ ଓଜନ…

ସିଏଏ: କେନ୍ଦ୍ରକୁ ହିନ୍ଦୁ ଶରଣାର୍ଥୀଙ୍କ…

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାର ପ୍ରଥମ ରାଜ୍ୟ ଭାବେ ସିଏଏକୁ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଉତ୍ତରପ୍ରଦେଶରେ ଥିବା ଯୋଗୀ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ହିନ୍ଦୁ ଶରଣାର୍ଥୀମାନଙ୍କ ତାଲିକା ପ୍ରଦାନ କରାଯାଇଛି। ରାଜ୍ୟର ୧୯ ଜିଲ୍ଲାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଶେର ହିନ୍ଦୁ ଶରଣାର୍ଥୀମାନେ…

ଦିଅର ଭାଉଜ ମୃତ୍ୟୁ

କେନ୍ଦୁଝର : ଆଜି କେନ୍ଦୁଝର ଜିଲ୍ଲା ପାଟଣା ଥାନା ନୂଆବନ୍ଧ ଗାଁରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏକ ବନ୍ଦ ଘର ଭିତରୁ ୨ଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକଦ୍ୱୟଙ୍କ ମଧ୍ୟରେ ଜଣେ ମହିଳା ଓ ପୁରୁଷ ଅଛନ୍ତି । ମୃତ୍ୟୁର କାରଣ ଜଣା ପଡ଼ିନାହିଁ । ଉଭୟେ ସମ୍ପର୍କରେ ଦିଅର ଭାଉଜ ବୋଲି ଜଣା ପଡ଼ିଛି । ପୋଲିସ…

୧୦ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ବର: ଅଳ୍ପ କିଛିଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିଛି ପ୍ରବଳ ଶୀତ। ଆଜି ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ୬ ଡିଗ୍ରୀ ସହ ସୋନପୁର ଓ ଫୁଲବାଣୀ ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛନ୍ତି। ଏଥିସହ ପୁରୀରେ ୬.୬ ଡିଗ୍ରୀ , ଟିଟିଲାଗଡ଼ରେ ୭.୧, ଦାରିଙ୍ଗବାଡ଼ିରେ ୭.୫,…

ସିଏଏ: ବିରୋଧୀଙ୍କ ମେଳି, ଆସିବେନି ମମତା…

ନୂଆଦିଲ୍ଲୀ: ଜାନୁଆରୀ ୧୦ ତାରିଖରେ ସାରା ଦେଶରେ ବିଧିବଦ୍ଧ ଭାବେ ନାଗରିକତା ସଂଶୋଧନ ଆଇନ୍‌ ଲାଗୁ କରାଯାଇଛି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହାକୁ ଆଧାର କରି ଅର୍ଥାତ୍‌ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆଜି ଦିଲ୍ଲୀଠାରେ ବିରୋଧୀଙ୍କ ବୈଠକ ହେଉଛି। ଜାତୀୟ…

ନକଲି ଜର୍ଦ୍ଦା କାରଖାନାରେ ଚଢ଼ାଉ

ଯାଜପୁର : ଯାଜପୁର ସ୍ଥିତ ବୈରି ଥାନା ବିଦ୍ୟାଧରପୁର ଗାଁରେ ପୋଲିସର ଆଜି ଜର୍ଦ୍ଦା କାରଖାନାରେ ଉପରେ ଚଢ଼ାଉ କରିଛି । ଏସଡ଼ିପିଓ ଚିନ୍ମୟ ନାୟକ ଙ୍କ ନେତୃତ୍ବରେ ଏହି ଚଢ଼ାଉଟି ହୋଇଥିଲା । ଏହି କାରଖାନାରେ ନାମୀଦାମୀ ବହୁ କମ୍ପାନୀର ଲୋଗ ଥିବା ପ୍ୟାକେଟ ବିପୁଳ ମାତ୍ରାରେ ଜବତ ହୋଇଛି । ଏହି ସମୟରେ ଏହି…

ଆମେରିକା ସେନା ଉପରେ ପୁଣି ଇରାନର ରକେଟ୍…

ବାଗଦାଦ : ଇରାକର ବିମାନଘାଟିରେ ରହୁଥିବା ଆମେରିକା ସେନା ଛାଉଣୀ ଉପରେ ଗତକାଲି ଇରାନ ପକ୍ଷରୁ ରକେଟ ମାଡ କରାଯାଇଛି। ଏଏଫପି ସମ୍ବାଦ ସରବରାହ ସଂସ୍ଥା ଅନୁସାରେ ଇରାନ ପକ୍ଷରୁ ଇରାକର ଏୟାରବେସ ଉପରେ ରବିବାର ୪ଟି ରକେଟ ଆକ୍ରମଣ କରାଯାଇଛି ।ଏହି ଆକ୍ରମଣରେ କ୍ଷୟକ୍ଷତି ତଥା ମୃତାହତଙ୍କ ସଂପର୍କରେ କିଛି…