Odisha Link
Bridging the Missing Links in Odisha
Daily Archives

January 14, 2020

ଅଷ୍ଟ୍ରେଲିଆ ବିପକ୍ଷ ୧ହଜାର ରନ୍‌ କ୍ଲବରେ…

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଅପନର ବ୍ୟାଟ୍ସମ୍ୟାନ୍‌ ଶିଖର ଧଓ୍ବନ୍‌ ଏକ ରେକର୍ଡର ସାମିଲ ହୋଇଛନ୍ତି। ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟରେ ଧୱନ୍ ଅଷ୍ଟ୍ରେଲିଆ ବିପକ୍ଷରେ ୧ହଜାର ରନ୍ ପୂରଣ କରିବାରେ ପଞ୍ଚମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ବାମହାତୀ ବ୍ୟାଟ୍ସମ୍ୟାନ୍ ଧୱନ୍ ଅଷ୍ଟ୍ରେଲିଆ ବିପକ୍ଷରେ ୧ହଜାର…

ଅଷ୍ଟ୍ରେଲିଆ: ୫୦୦୦ ଓଟ ମଲେଣି ୫ଦିନରେ

ସିଡନୀ: କିଛିଦିନ ତଳେ ୧୦୦୦୦ ଓଟଙ୍କୁ ମାରିବାକୁ ଅଷ୍ଟ୍ରେଲିଆ ସରକାର ନିର୍ଦ୍ଦେଶ ଦେଇଥିଲେ। କାରଣ ଦକ୍ଷିଣ ଅଷ୍ଟ୍ରେଲିଆରେ ଜନଜାତିଙ୍କ ପ୍ରତି ବିପଦ ସାଜିଥିଲେ ଓଟ। ଆକାଶମାର୍ଗରୁ ଗୁଳି କରି ଏଭଳି ୫୦୦୦ ଓଟକୁ ମରାଯାଇସାରିଲାଣି ବୋଲି ମଙ୍ଗଳବାର ସୂଚନା ମିଳିଛି। ସ୍ଥାନୀୟ ଆଦିବାସୀ ନେତାଙ୍କ କହିବା…

୮ମ ଆଶ୍ଚର୍ଯ୍ୟରେ ସ୍ଥାନ ପାଇଲା ଭାରତର…

ନୂଆଦିଲ୍ଲୀ : ଅଷ୍ଟମ ଆଶ୍ଚର୍ଯ୍ୟରେ ସ୍ଥାନ ପାଇଲା ଗୁଜୁରାଟରେ ଥିବା ବିଶ୍ୱର ଉଚ୍ଚତ୍ତମ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ ୟୁନିଟି’। ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ଅଷ୍ଟାଶ୍ଚର୍ଯ୍ୟ ମଧ୍ୟରେ ସ୍ଥାନ ପାଇଛି ଭାରତର ଷ୍ଟାଚ୍ୟୁ ଅଫ ୟୁନିଟି। ଏ ସଂପର୍କରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଟ୍ଵିଟ୍‌…

ସାଧାରଣତନ୍ତ୍ର ଦିବସ: ପ୍ୟାରେଡ଼ର…

ନୂଆଦିଲ୍ଲୀ: ଏଥର ସାରା ଦେଶ ଦେଖିବ ମହିଳା ଶକ୍ତିର ଝଲାକ। କାରଣ ଏଥର ସାଧାରଣତନ୍ତ୍ର ଦିବସରେ ଦ୍ଵିତୀୟ ଥର ପାଇଁ ଜଣେ ମହିଳା ସେନା ଅଧିକାରୀ ମିଳିତ ପ୍ୟାରେଡ଼ର ନେତୃତ୍ୱ ନେବାର ଦେଖିବାକୁ ମିଳିବ। କ୍ୟାପଟେନ ତାନିଆ ସେରଗିଲ ପ୍ରଥମ ଥର ପୁରୁଷ ଦଳର ନେତୃତ୍ୱ ନେବେ। ଗତବର୍ଷ ମଧ୍ୟ କ୍ୟାପଟେନ ଭାବନା…

ସ୍କୁଟି ଚାଳକକୁ ୨୬ ହଜାର ଫାଇନ୍

କଟକ: ନାବାଳକ ସ୍କୁଟି ଚାଳକକୁ ୨୬,୦୦୦ ଟଙ୍କା ଜୋରିମାନା କରିଛି ପରିବହନ ବିଭାଗ। ବାରଙ୍ଗ ରୋଡ୍‌ରେ ଜଣେ ନାବାଳକ ବିନା ହେଲ୍‌ମେଟ୍‌ରେ ସ୍କୁଟି ଚଳାଇ ଯାଉଥିଲେ। ଏହା ଦେଖି ଆର୍‌ଟିଓ ଅଧିକାରୀମାନେ ତାକୁ ଅଟକାଇ ଗାଡ଼ି କାଗଜପତ୍ର ଯାଞ୍ଚ କରିଥିଲେ। ଗାଡି ଚାଳକ ନାବାଳକ ବୋଲି ଯାଞ୍ଚ ବେଳେ ଜଣାପଡ଼ିଥିଲା।…

ପୁରୀରେ ମହିଳା ପର୍ଯ୍ୟଟକଙ୍କୁ…

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ମହିଳା ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ। ମହାରାଷ୍ଟ୍ରରରୁ ପୁରୀ ବୁଲିବାକୁ ଆସିଥିବା ଜଣେ ମହିଳା ପର୍ଯ୍ୟଟକ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ପୁରୀ ରେଳ ଷ୍ଟେସନ ନିକଟରୁ କିଛି ସ୍ବେଚ୍ଛାସେବୀ କର୍ମୀ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଦର ହସ୍ପିଟାଲରେ ଭର୍ତ୍ତି…

ଏସବିଆଇ ବ୍ୟାଙ୍କ ଗ୍ରାହକଙ୍କୁ ଝଟକା,…

ମୁମ୍ବାଇ: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସବିଆଇ) ଗ୍ରାହକଙ୍କୁ ଝଟକା ଦେଇଛି। କାରଣ ୨ କୋଟି ଟଙ୍କା ପର୍ଯ୍ୟନ୍ତ ସ୍ଥାୟୀ ଜମା (ଫିକ୍ସଡ ଡିପୋଜିଟ୍‌) ଉପରେ ଦିଆଯାଉଥିବା ସୁଧହାରକୁ ହ୍ରାସ କରାଯାଇଛି। କେତେକ ନିର୍ଦ୍ଦିଷ୍ଟ ମିଆଦ ପାଇଁ ଥିବା ସ୍ଥାୟୀ ଜମା ଉପରେ…

ରାଷ୍ଟ୍ର ନୁହେଁ ରାହୁଲ ବିଚଳିତ ହେଉଛନ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ଟାର୍ଗେଟ କରିଥାନ୍ତି। ଆଜି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛ ଭାଜପା ମୁଖପାତ୍ର ସମ୍ବିତ ପାତ୍ର। ଦେଶର ସମସ୍ତ ନାଗରିକ ବହୁ ସଂଖ୍ୟାରେ ଭୋଟ ଦେଇ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କୁ ଭୋଟ ଦେଇଛନ୍ତି। ଭୋଟରଙ୍କ…

ଯାଜପୁର ଜିଲା ମହୋତ୍ସବରେ ଯୋଗ ଦେବେ ସୋନୁ…

ଯାଜପୁର: ଆସନ୍ତା କାଲି ଉଦଘାଟତ ହେବ ୮ ତମ ଯାଜପୁର ଜିଲା ମହୋତ୍ସବ “ଯଯାତି” ଏବଂ ପଲ୍ଲିଶ୍ରୀ ମେଳା ୨୦୨୦। ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ବାଳାଶ୍ରମ ପଡିଆରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଉଦଘାଟନ କରିବେ। ଏଥିସହିତ ଜିଲାର…

ଲଜ୍‌ ପତ ରାୟ ଡିଏଭି ପବ୍ଳିକ୍‌ ସ୍କୁଲର…

ଭୁବନେଶ୍ୱର : ଲଜ୍‌ ପତ୍‌ ରାୟ ଡିଏଭି ପବ୍ଲିକ୍‌ ସ୍କୁଲ୍‌, ଗଣ୍ଡର ପୁର, କଟକର ଛାତ୍ରଛାତ୍ରୀମାନେ ଓଡ଼ିଶା ବିଧାନସଭା ପରିଦର୍ଶନ କରିଛନ୍ତି । ସେମାନଙ୍କ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ସହିତ ସେମାନେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ସାକ୍ଷାତ କରିଥିଲେ । ବାଚସ୍ପତି ଡ. ପାତ୍ର ସେମାନଙ୍କୁ…