Odisha Link
Bridging the Missing Links in Odisha
Daily Archives

January 16, 2020

ଭାରତର ଗଣତନ୍ତ୍ରକୁ ପ୍ରଶଂସା କଲେ ଆମାଜନ…

ନୂଆଦିଲ୍ଲୀ : ଭାରତର ଗଣତନ୍ତ୍ରକୁ ପ୍ରଶଂସା କରିଛନ୍ତି ଆମାଜନ ମୁଖ୍ୟ। ବିଶ୍ବର ସର୍ବବୃହତ ଇ-କମର୍ସ କଂପାନି ଆମାଜନ୍‌ର ମୁଖ୍ୟ ଜେଫ୍‌ ବେଜୋସ୍‌ ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ସେ ଦୁଇ ଦିନିଆ ‘ସମ୍ଭବ ସମ୍ମିଳନୀ’କୁ ଉଦ୍‌ଘାଟନ କରିବା ସହ ଭାରତର ଗଣତନ୍ତ୍ରକୁ ପ୍ରଶଂସା କରିଛନ୍ତି। ସେ ଆକଳନ…

ବନ୍ଦ ହୋଇଯିବ ଆପଣଙ୍କର ଏହି ପ୍ରିୟ…

ମୁମ୍ବାଇ : ବହୁତ ଜଲଦି ବନ୍ଦ ହେବାକୁ ଯାଉଛି ଲୋକ ପ୍ରିୟ ଟିଭି ସିରିୟଲ ‘କୁଲ୍‌ଫି କୁମାର ବାଜେବାଲା’। ସିରିୟଲଟି ୨୦୧୮ ମାର୍ଚ୍ଚ ୧୯ରେ ଆରମ୍ଭ ହୋଇଥିଲା। ଦର୍ଶକଙ୍କ ତରଫରୁ ଏହି ଶୋ’କୁ ଭଲ ରେସପନ୍ସ ମଧ୍ୟ ମିଳୁଛି। କିନ୍ତୁ ଏହି ଶୋ ୨୦୨୦ ଫେବୃଆରୀ ୭ ସୁଦ୍ଧା ବନ୍ଦ ହୋଇଯିବ। ତେବେ ଏହି ଶୋ’ ବଦଳରେ…

ପରଦାକୁ ଆସିବ ମିସାଇଲ ମ୍ୟାନ୍‌ଙ୍କ…

ମୁମ୍ବାଇ: ଏବେ ବଲିଉଡ୍‌ରେ ଚାଲିଛି ବାୟୋପିକ୍‌ର ଟ୍ରେଣ୍ଡ୍‌। ଅନ୍ୟ ଫିଲ୍ମ ଅପେକ୍ଷା ଦର୍ଶକ ବାୟୋପିକ୍‌କୁ ବେଶି ପସନ୍ଦ କରୁଛନ୍ତି।ଖାସ୍ କରି ରାଜନେତା, ସଂଗ୍ରାମୀ ଓ ଖେଳାଳିଙ୍କ ବାୟୋପିକ୍‌ ଗୁଡ଼ିକ ବକ୍ସ ଅଫିସ୍‌ରେ ହିଟ୍ ହେଉଛି। ମେରୀ କମ୍‌, ଏମ୍‌ଏସ୍‌ ଧୋନୀ, ସାଇନା ନେହ୍‌ୱାଲ, ପ୍ରଧାନମନ୍ତ୍ରୀ…

ଟିମ ଇଣ୍ଡିଆର ସୁପର ଫ୍ୟାନଙ୍କ ପରଲୋକ

ମୁମ୍ବାଇ : ଟିମଇଣ୍ଡିଆର ସୁପର ଫ୍ୟାନ ଚାରୁଲତା ପଟେଲଙ୍କର ପରଲୋକ ହୋଇଯାଇଛି । ସେ ୨୦୧୯ରେ ହୋଇଥିବା ୱାଲଡ କପରେ ନଜର ଆସିଥିଲେ । ଚାରୁଲତା ହୁଇଲ ଚେୟାରରେ ବସି କ୍ରିକେଟ ଖେଳ ଦେଖିବାକୁ ଆସିଥିଲେ ଓ ତାଙ୍କର କ୍ରିକେଟ ପ୍ରତିଥିବା ଭଲ ପାଇବା ଦେଖିବାକୁ ମିଳିଥିଲା । ଗତ ୧୩ ତାରିଖ ସନ୍ଧ୍ୟା୫.୩୦ ରେ…

ଲାଇନ କାଟିବାକୁ ଯାଇ ଅଟକ

ଭୁବନେଶ୍ୱର: ସେସୁ ପକ୍ଷରୁ ଲାଇନ କଟାଯିବା ଅଭିଯାନ ବେଳେ ଖୋର୍ଦ୍ଧାରେ ଉତ୍ତେଜନା ଦେଖାଦେଇଛି। ଖୋର୍ଦ୍ଧାର ଗୁରୁଜଙ୍ଗରେ ଲାଇନ କାଯିବାକୁ ଯାଇଥିବା ୫ ଜଣିଆ ସ୍କ୍ୱାଡ ସହ ଗାଡ଼ିକୁ ଅଟକ ରଖାଯାଇଛି। ଜଣେ ପାନ ଦୋକାନୀର ବିଲ ୨୧ ହଜାର ଥିବାରୁ ସମ୍ପୃକ୍ତ ସ୍କ୍ୱାଡ ଲାଇନ କାଟିବାକୁ ଯାଇଥିଲେ। ତେବେ ଲାଇନ…

ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା

ବଣାଇଁ: ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଥାନା ଅନ୍ତର୍ଗତ ଟିକିରାପୋଷ ଗ୍ରାମରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ନୃଶଂସଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ଜଣେ ଶିଶୁ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା…

ବିସିସିଆଇର ବାର୍ଷିକ ଚୁକ୍ତିରୁ ବାଦ…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଆଜି ଚଳିତ ବର୍ଷ ପାଇଁ ବିସିସିଆଇର ବାର୍ଷିକ ଖେଳାଳି ଚୁକ୍ତି ତାଲିକା ପ୍ରକାଶ କରିଛି। ଏ ପ୍ଲସ, ଏ, ବି ଓ ସି ଗ୍ରେଡ଼ ଖେଳାଳିଙ୍କ ତାଲିକା ଘୋଷଣା କରାଯାଇଛି। ହେଲେ କୌଣସି ଗ୍ରେଡରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନାମ ନାହିଁ…

ସମୀର ମହାନ୍ତି ରାଜ୍ୟ ବିଜେପିର ନୂଆ…

ଭୁବନେଶ୍ବର: ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେପି ସଭାପତି ହେବେ ସମୀର ମହାନ୍ତି। ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇ ନାହିଁ। ହେଲେ ମିଳିଥିବା ଖବର ଅନୁଯାୟୀ ସହମତି ଭିତ୍ତିରେ ସଭାପତି ପଦ ପାଇଁ ସମୀର ମହାନ୍ତିଙ୍କ ନାମ ସୁପାରିଶ ହୋଇଛି।  ୨୦୧୬ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ବିଜେପି ଉପସଭାପତି…

ଆଦାୟ ହେଲାଣି ୩ କୋଟି ବକେୟା ବିଦ୍ୟୁତ୍‌…

ଭୁବନେଶ୍ବର: ସକାଳୁ ଏପର୍ଯ୍ୟନ୍ତ ବକେୟା ବିଲ୍ ବାବଦକୁ ସେସୁ ଆଦାୟ କଲାଣି ୩ କୋଟି ଟଙ୍କା। ସବୁଠାରୁ ବଡ଼ କଥା ହେଲା ବର୍ତ୍ତମାନ ସୁଦ୍ଧା ୮ଶହ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିବା ସେସୁ କହିଛି । ସେେଟେ ବକେୟା ବିଦ୍ୟୁତ୍ ବିଲ୍ ପୈଠ କରିବା ପାଇଁ ସେସେୁ ଆଦାୟ କେନ୍ଦ୍ର ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲା ରହିବ…

ଦୀପିକାଙ୍କ ହାତରୁ ଚାଲିଯିବକି ବିଜ୍ଞାପନ…

ମୁମ୍ବାଇ: ଦୀପିକାଙ୍କ ଅଭିନୀତ ସିନେମା ଛପାକ ଗତ ଜାନୁଆରୀ ୧୦ ତାରିଖରେ ରିଲିଜ୍‌ ହୋଯାଇଛି । ସିନେମାଟି ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ ଆଧାରିତ ହୋଇଛି । କିନ୍ତୁ ଜେଏନୟୁ ବିକ୍ଷୋଭରେ ତାଙ୍କର ବାମପନ୍ଥୀଙ୍କୁ ସମର୍ଥନ କରିବା ନେଇ ବିବାଦ ଆରମ୍ଭ ହୋଇଥିଲା। ବିଜେପି ସମର୍ଥକମାନେ ଦୀପିକାଙ୍କର ଏଭଳି…