Odisha Link
Bridging the Missing Links in Odisha
Daily Archives

January 16, 2020

ଦୁଇ ବର୍ଷରେ ୪୬.୦୬ କୋଟିର ନକଲି ନୋଟ୍‌…

ନୂଆଦିଲ୍ଲୀ : ଦୁର୍ନୀତି ଏବଂ ନକଲି ନୋଟ୍ ରୢାକେଟ୍‌ର ମୁକାବିଲା କରିବା ପାଇଁ ସରକାର ବିମୁଦ୍ରୀକରଣ ଘୋଷଣା କରି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ କରି ଉନ୍ନତ ସୁରକ୍ଷା ବ୍ୟବସ୍ଥା ଥିବା ନୂଆ ୫୦୦ ଟଙ୍କିଆ ଓ ୨୦୦୦ ଟଙ୍କିଆ ନୋଟ୍ ଆଣିଥିଲେ। ସହଜରେ ଏହି ନୋଟ୍‌କୁ ନକଲ କରାଯାଇପାରିବ ନାହିଁ…

ବିମୁଦ୍ରାକରଣ: ଖୋଲିଲା ଦୁର୍ନୀତିର ଗୁମର

ଥାନେ: ୨ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରଥମ ଇନିଂସରେ ୨୦୧୬ ମସିହାରେ ବିମୁଦ୍ରାକରଣ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ କେଉଁଭଳି କେଳେଙ୍କାରୀ ହୋଇଥିଲା, ଏହାର ଆଉ ଏକ ପ୍ରମାଣ ସାମ୍ନାକୁ ଆସିଛି। ଅମ୍ବିଭାଲି ବସ୍ତିରେ ରହୁଥିବା ଜଣେ ଶ୍ରମିକଙ୍କୁ ଆୟକର ବିଭାଗ ୧.୦୫ କୋଟିର ଟିକସ ଦାଖଲ…

ଅନନ୍ତଙ୍କ ନାଁରେ ମାମଲା ହେଉ: ସାଲୁଜା

ଭୁବନେଶ୍ବର: ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ଜେନାଙ୍କ ନାମରେ ମାମଲା ଦାବି କଲେ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା। ରାତି ଅଧରେ ବିଧାୟକ ଓ ଡିଏସପି ଯାଇ ଭୟଭୀତ କରିଛନ୍ତି। ଭୟମୀତ ହୋଇ ସେ ଆଉ ଓଡ଼ିଶାରେ ରହିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି ଶ୍ରୀ ସାଲୁଜା। ରାତି ଅଧରେ ଭୟଭୀତ…

ମୁକେଶର ଦୟା ଆବେଦନକୁ ଖାରଜ କଲେ ଦିଲ୍ଲୀ…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ମୁକେଶର ଦୟା ଆବେଦନକୁ ଆଜି ଦିଲ୍ଲୀର ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର୍‌ ଖାରଜ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନପାଇଁ ଗୃହ ମନ୍ତ୍ରାଳୟକୁ ଦୟା ଆବେଦନ ପଠାଇ ଦେଇଛନ୍ତି। ପ୍ରଥମେ ମୁକେଶର ଦୟା ଆବେଦନକୁ ଦିଲ୍ଲୀ ସରକାର ଖାରଜ କରିଥିଲେ। ‘ଖାରଜ’ ବୋଲି ଉଲ୍ଲେଖ…

ଏସିଡ଼ ବିକ୍ରିର ଖୁଲାସା କଲେ ଦୀପିକା

ମୁମ୍ବାଇ : ଏସିଡ଼ ଏକ ଏପରି ମାରାତ୍ମାତ ଜିନିଶ ଯାହା ଲୋକଙ୍କ ଚେହାରା ବିଗାଡ଼ିବା ସହ ସେମାନଙ୍କ ସ୍ବପ୍ନଙ୍କୁ ଭାଙ୍ଗି ଦେଇଥାଏ । ଏହି ଏସିଡ଼ ମାଡ଼କୁ ନେଇକି ଏକ ସିନେମା ପ୍ରସ୍ତୁତ ହୋଇଛି । ସିନେମାଟିର ନାଁ ହେଲା "ଛପାକ" । ଏହି ଚଳଚିତ୍ରଟିକୁ ମେଘନା ଗୁଲଜାର୍‌ ନିର୍ଦ୍ଦେଶନା ଦେଇଥିବା ବେଳେ ,ଦୀପିକା…

ଆତଙ୍କବାଦକୁ ଅନ୍ତ କରିବାର ଉପାୟ…

ନୂଆଦିଲ୍ଲୀ: ଆତଙ୍କବାଦର ଅନ୍ତର ଉପାୟ ହେଉଛି କୂଟନୈତିକ ବାସନ୍ଦ। ଏଭଳି ମନ୍ତବ୍ୟ ଦେଇଛନ୍ତି ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌ ବିପିନ ରାଓ୍ଵତ। ଦିଲ୍ଲୀ ସ୍ଥିତି ‘ରାଇସିନା ଡାଇଲଗ୍‌’ରେ ଭାଷଣ ଦେଇ ରାଓ୍ଵତ୍‌ କହିଲେ ଯେ ଆତଙ୍କବାଦର ଭବିଷ୍ୟତ ପାରମ୍ପରିକ ଯୁଦ୍ଧ ଭଳି ଜଟିଳ ହେବ। ଆତଙ୍କବାଦକୁ…

ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଡିଆବାହାଲ ଫରେଷ୍ଟ ରେଞ୍ଜର ରେଞ୍ଜରଙ୍କ ଘରେ ସମ୍ବଲପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି। ରେଞ୍ଜର ସୁରେଶ ମିର୍ଧାଙ୍କ ପୁଟିବନ୍ଧ ସ୍ଥିତ ଘର ସମେତ ୩ଟି ସ୍ଥାନରେ ଚଢାଉ ଜାରି ରହିଛି। ସୁରେଶଙ୍କର ପୁଟିବନ୍ଧ ଘର, ସୁବର୍ଣ୍ଣପୁର ସ୍ଥିତ…

ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଧର୍ମେନ୍ଦ୍ରଙ୍କ…

ଭୁବନେଶ୍ୱର : ଓବିସି ଓ ଏସଇବିସି ବର୍ଗ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ମାମଲାରେ ପୁଣି ଥରେ ପତ୍ର ଲେଖି ଏହି ଉଭୟ ବର୍ଗ ପାଇଁ ସ୍ଥାନ ସଂରକ୍ଷଣ କ୍ଷେତ୍ରରେ ତ୍ୱରିତ ପଦକ୍ଷେପ ନେବା ପାଇଁ ପୁଣି ଦୃଢ ଦାବୀ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାରାଷ୍ଟ୍ର…

ପରବିନ୍ଦରଙ୍କ ଘରକୁ ଅନ୍ଧାରି ବିଜେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରର ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ଶିଖ ବ୍ୟକ୍ତି ପରବିନ୍ଦରଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣାରେ ଏକ ନୂଆ ଟ୍ୱିଷ୍ଟ ଆସିଛି। ପରବିନ୍ଦରଙ୍କ ପତ୍ନୀ କମଲଜିତ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଗତକାଲି ରାତିରେ ୩/୪ଜଣ ଲୋକ ତାଙ୍କ ଘରକୁ ଆସିଥିଲେ। ରାତି…

ଓଡ଼ିଶା ଫେରିବ ବିଜୁଙ୍କ ଡାକୋଟା

ଭୁବନେଶ୍ବର: ଓଡ଼ିଶାକୁ ଫେରିବ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ। ଏନେଇ ଲୋକସେବା ଭବନରେ ବସିଛି ଉଚ୍ଚସ୍ତରୀୟ ବୈଠକ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖିବେ ରାଜ୍ୟ ସରକାର। ଏହାକୁ ଲୋସେବା ଭବନରେ ବସିଥିବା ବୈଠକରେ ଅନୁମୋଦନ ମିିଳିଛି। ଓଡ଼ିଶା ଆସିବା ପରେ ଡାକୋଟାକୁ କେଉଁଠି…