Odisha Link
Bridging the Missing Links in Odisha
Daily Archives

January 17, 2020

ଚଳିତ ବଜେଟ୍‌ରେ ମହଙ୍ଗା ହୋଇପାରେ ଏହି…

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରି‌ ୧ତାରିଖରେ ଉପସ୍ଥାପନ ହେବ ଚଳିତ ବର୍ଷର ବଜେଟ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ୍ ଉପସ୍ଥାପନ କରିବେ। ଏଥର ‌ବଜେଟ୍‌ରେ ଅନେକ ସାମଗ୍ରୀ ଉପରେ ଆମଦାନି ଶୁଳ୍କ ବଢ଼ାଇବା ନେଇ ସରକାର ବିଚାର କରୁଛନ୍ତି। ବିଶେଷ କରି ଜୋତା, କାଗଜ, ଆସବାବପତ୍ର, ରବର ସାମଗ୍ରୀ ଓ…

ନବଜାତକର ମୃତଦେହ ଉଦ୍ଧାର

ନୟାଗଡ଼: ଦିନକୁ ଦିନ କନ୍ୟା ଭ୍ରୁଣ ହତ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଆଜି ସକାଳେ ଭାପୁର ବ୍ଲକ୍‌ ଫତେଗଡ଼ ଥାନା ଅଧୀନ କରବର ଗାଁରେ ଏକ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥିଲା। ପଲଥିନରେ ବନ୍ଧାହୋଇ ନବଜାତକର ମୃତଦେହ ଭାସୁଥିବାର ଏକ ପୋଖରିରେ ଦେଖିବାକୁ ମିଳିଥିଲା । ପୋଲିସ ଖବର…

କଟକ ରେଳ ଷ୍ଟେସନରେ ଯୁବକଙ୍କ ମୃତ୍ୟୁ

କଟକ : ଆଜି ସକାଳ ସମୟରେ କଟକ ରେଳ ଷ୍ଟେସନରେ ଘଟିଛି ଏକ ଅଭାବନୀୟ ଘଟଣା। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବଙ୍କ ଷ୍ଟେସନରେ ମୃତ୍ୟୁ ଘଟିଛି। ମୃତ୍ୟୁ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ସେ ମାନସିତ ବିକଳାଙ୍ଗ ଥିଲେ ବୋଲି ଜଣାପଡିଛି। ସୂଚନା ମୁତାବକ ଆଜି ସକାଳେ କଟକ ରେଳ ଷ୍ଟେସନର ୭ ନମ୍ବର…

ଗଞ୍ଜେଇ ଭର୍ତ୍ତି ଭ୍ୟାନ୍‌ ଜବତ

ଲମତାପୁଟ : କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଓ ଲମତାପୁଟ ପୁଲିସ୍‌ର ପାଟ୍ରୋଲିଂ ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରାଯାଇଛି । ଗାଡ଼ିରେ ପ୍ରାୟ ୪୦୦ କେଜି ଗଞ୍ଜେଇ ଯାଉଥିବାର ସୂଚନା ମିଳିଥିଲା । ଏହି ଘଟଣାରେ ପୁଲିସ୍‌ ୩ ଜଣକୁ ଅଟକ ରଖିଛି। ଗତକାଲି ରାତିରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ନିର୍ଭୟା ଦୁଷ୍ମର୍ମ ମାମଲା: ଖାରଜ ହେଲା…

ଦିଲ୍ଲୀ : ଦିଲ୍ଲୀ ଗଣଦୁଷ୍କର୍ମ ନିର୍ଭୟା ଦୋଷୀ ମୁକେଶର ରାଜକ୍ଷମା ଆବାଦେନ ଖାଜର ହୋଇଯାଇଛି । ମୁକେଶ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନ କରିଥିଲେ କିନ୍ତୁ ଏହା ଖାରଜ ହୋଇଛି । ରାଜକ୍ଷମା ଆବେଦେନ ଖାରଜକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ଜାନୁଆରି ୨୨ ତାରିଖରେ ତାଙ୍କୁ…

ଭାରତ ଆସି ପାରନ୍ତି ପାକ୍‌…

ନୂଆଦିଲ୍ଲୀ: ଭାରତ ଆସିପାରନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। 'ସାଙ୍ଘାଇ କୋଅପରସନ ଅର୍ଗାନାଇଜେଶନ' ବୈଠକରେ ଯୋଗ ଦେବା ପାଇଁ ଭାରତ ଗସ୍ତରେ ଆସିପାରନ୍ତି ଇମ୍ରାନ। ଏହି ବୈଠକରେ ଯୋଗ ଦେବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମେତ ଅନ୍ୟ ନେତାଙ୍କୁ ମଧ୍ୟ ଆମନ୍ତ୍ରିତ…

ରାଜ୍ୟ ସଭାପତି ଦାୟିତ୍ଵ ଗ୍ରହଣ କଲେ ସମୀର…

ଭୁବନେଶ୍ଵର: ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିର ନବ ନିର୍ବାଚିତ ରାଜ୍ୟ ସଭାପତି ସମୀର ମହାନ୍ତି ଦାୟିତ୍ଵ ଗ୍ରହଣ କରିଛନ୍ତି। ଆଜି ଭୁବନେଶ୍ଵର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଦଳ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା ଏହି ଉତ୍ସବରେ ସମୀର ମହାନ୍ତିଙ୍କୁ ସମ୍ବର୍ଦ୍ଧନା…

ଲୋକମାନେ ହିଁ ମୁନିବ : ନବୀନ

ଭୁବନେଶ୍ବର: ଆଜି ପ୍ରଥମଥର ପାଇଁ ଲୋକସେବା ଭବନରେ ଅନୁଷ୍ଠିତ ଜିଲ୍ଲାପାଳ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଜିଲ୍ଲାପାଳ ସମ୍ମିଳନୀରେ ସରକାରଙ୍କ ଫୋକସ୍‌ରେ ଥିବା ‘୫-ଟି’ ଓ ‘ମୋ ସରକାର’କୁ ବ୍ୟାପକ ଓ ସଫଳ କରିବା ପାଇଁ ଜିଲ୍ଲାପାଳମାନଙ୍କୁ…

କୁହୁଡ଼ି ପାଇଁ ୭ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ରାଜ୍ୟର ଅନେକ ଜିଲ୍ଲାରେ ଦେଖିବାକୁ ମିଳୁଛି ଘନ କୁହୁଡ଼ିର ଆସ୍ତରଣ। କାଲି ମଧ୍ୟ ଏପରି ସ୍ଥିତି ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ମଦନମୋହନ ଦାସ କହିଛନ୍ତି, “ ଘନ କୁହୁଡ଼ି ନେଇ ୭ ଜିଲ୍ଲାକୁ ୟେଲୋ…

କେନ୍ଦ୍ରରେ ଏନପିଆର ପାଇଁ ବୈଠକ: ଯୋଗ…

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଜନଗଣନା ଏବଂ ନ୍ୟାସ୍‌ନାଲ୍‌ ପପୁଲେସନ୍‌ ରେଜିଷ୍ଟର୍‌ (ଏନ୍‌ପିଆର୍‌) ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛି। ଏହି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ପଶ୍ଚିମବଙ୍ଗର ମମତା…