Odisha Link
Bridging the Missing Links in Odisha
Daily Archives

January 17, 2020

ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ…

ନୂଆଦିଲ୍ଲୀ : “ଗଗନଯାନ”ର ମହାକାଶଚାରୀମାନେ ଚଳିତ ମାସ ଠାରୁ ସେମାନଙ୍କ ପ୍ରଶିକ୍ଷଣ ଆରମ୍ଭ କରିବେ। ଏହି ପ୍ରଶିକ୍ଷଣ ଜାନୁଆରୀ ତୃତୀୟ ସପ୍ତାହ ଠାରୁ ଆରମ୍ଭ ହୋଇପାରେ। ଏନେଇ ସୂଚନା ଦେଇଛନ୍ତି, ଆଣବିକ ଶକ୍ତି ଓ ମହାକାଶ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ସେ ଆହୁରି ମଧ୍ୟ କହିଛନ୍ତି ଯେ,…

ରାଜକୋଟ ଦିନିକିଆ: ଭାରତ ପାଇଁ କର ବା ମର…

ରାଜକୋଟ: ଆଜି ରାଜକୋଟରେ ଖେଳାଯିବ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ଵିତୀୟ ଦିନିକିଆ ମ୍ୟାଚ। ଏହି ମ୍ୟାଚ୍‌ ଟିମ୍‌ ଇଣ୍ଡିଆ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। ଦ୍ବିତୀୟ ଦିନିକିଆ ମ୍ୟାଚ ଭାରତ ପାଇଁ କର ବା ମର ସ୍ଥିତି ଭାବେ ଉଭା ହେଇଛି। ଏହି ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ…

ଇସ୍ରୋର ଶକ୍ତିଶାଳୀ ଉପଗ୍ରହ…

ନୂଆଦିଲ୍ଲୀ: ଇସ୍ରୋ ଆଜି ଅତି ଶକ୍ତିଶାଳୀ ଯୋଗାଯୋଗ ଉପଗ୍ରହ ଜିସାଟ୍‍-୩୦ ଉତକ୍ଷେପଣ କରିଛି ।ରା ତ୍ର ୨ଟା ୩୫ ମିନିଟରେ ଫ୍ରେଞ୍ଚ୍‍ ଗାଏନାସ୍ଥିତ ଉତକ୍ଷେପଣ କେନ୍ଦ୍ରରୁ ‘ଜିସାଟ୍‍-୩୦’ କୁ ମହାକାଶକୁ ପଠାଯାଇଛି। ଦକ୍ଷିଣ ଆମେରିକାର ଉତ୍ତର-ପୂର୍ବ ଉପକୂଳ କାଇରୋର ଆରିୟନ ପରିସରରୁ ଏରିଏନ୍‍-୫ ସ୍ପେସ…

ଆଜିଠୁ ଆଇସିସି ଅଣ୍ଡର୍‌-୧୯ କ୍ରିକେଟ୍…

କେପ୍ ଟାଉନ୍‌: ଆଜିଠୁ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ୧୩ ଦଶ ସଂସ୍କରଣ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳକୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ଗ୍ରୁପ୍ ପର୍ଯ୍ୟାୟରେ ପ୍ରତି ଦଳ ତିନୋଟି ଲେଖାଏ ମ୍ୟାଚ୍…

ଘନ କୁହୁଡ଼ି: ଲଞ୍ଚ୍‌ ଫସିଲା ମଝି…

ଚାନ୍ଦବାଲି: ସାରା ରାଜ୍ୟରେ ଦେଖିବାକୁ ମିଳିଛି ଘନ କୁହୁଡ଼ି। ଯାହାରିଫଳରେ ଜନଜୀବନ ବାଧାପ୍ରାପ୍ତ ହେଉଛି। ଏପରିକି ଘନ କୁହୁଡି ପାଇଁ ମଝି ସମୁଦ୍ରରେ ଫସିଲା ଲଞ୍ଚ୍‌। ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଫସିଲା ଲଞ୍ଚ। ଆଜି ସକାଳ ପ୍ରାୟ ୬ଟା ପୂର୍ବରୁ ତାଳଚୁଆରୁ ଏହି ଲଞ୍ଚଟି ବାହାରିଥିଲା। ଏହା…

ଆଜି ଆଇଏଏସ ସମ୍ମିଳନୀ, ଫୋକସ୍‌ରେ ଏହି…

ଭୁବନେଶ୍ବର: ଆଜି ପ୍ରଥମଥର ପାଇଁ ରାଜ୍ୟ ସରକାର ଆଇଏଏସ ଅଫିସରଙ୍କ ସମ୍ମିଳନୀର ଆୟୋଜନ କରିଛନ୍ତି। ଏହି ସମ୍ମିଳନୀରେ ସମସ୍ତ ସଚିବ ଓ ଜିଲ୍ଲାପାଳଙ୍କ ସମେତ ସବୁ ବର୍ଗର ଆଇଏଏସ ଅଫିସରମାନଙ୍କୁ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଦିନିକିଆ ସମ୍ମିଳନୀରେ ଫାଇଭ-ଟି ଓ ଭିତ୍ତିଭୂମି ଅଭିବୃଦ୍ଧି ମାଧ୍ୟମରେ…

ଭିଜିଲାନ୍ସ ଜାଲରେ ପୂର୍ବତନ ବିଜେଡି…

ଭବାନୀପାଟଣା: ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ତାଙ୍କର ଭବାନୀପାଟଣାର ନକଟିଗୁଡ଼ା ସ୍ଥିତ ବାସଭବନ ସହିତ ମଦନପୁର ରାମପୁରରେ ଥିବା ହୋଟେଲରେ ଚଢ଼ଉ ଚାଲିଛି। ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ…