ଆତ୍ମସମର୍ପଣ କଲେ ମହିଳା ନକ୍ସଲ
ମାଲକାନଗିରି: ମାଲକାନଗିରି ଏସ୍ପିଙ୍କ ନିକଟରେ ଜଣେ ମହିଳା ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ଆଡ଼ମେ ମାଡକାମୀ। ସେ ୪ବର୍ଷ ହେବ ଛତିଶଗଡ଼ର ଦରଭା ଡିଭିଜନରେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁରେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା।
୬ରୁ ଅଧିକ ନକ୍ସଲ ହିଂସାରେ ଜଡ଼ିତ ଥିବା ପୁଲିସ୍ କହିଛି। ତେବେ ସରକାରୀ ନିୟମ ଅନୁଯାୟୀ ଆତ୍ମସମର୍ପଣ କରିଥିବା ନକ୍ସଲକୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ପୁଲିସ୍ କହିଛି।
Comments are closed.