Odisha Link
Bridging the Missing Links in Odisha
Daily Archives

January 21, 2020

କାହିଁକି ‘ବିଗ୍‌ ବସ୍‌’ ଛାଡ଼ିବାକୁ ଜିଦ୍…

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ରେ ଲଗାତାର ଏଣ୍ଟରଟେନ୍‌ କରି ଆସୁଥିବା ସିଦ୍ଧାର୍ଥ ଏବେ ‘ବିଗ୍‌ ବସ୍‌’ ଛାଡ଼ିବାକୁ ଜିଦ୍‌ ଧରିଛନ୍ତି। ଫିନାଲେ ଆଉ କିଛିଦିନ ବାକି ଥିବାବେଳେ ପୁଣିଥରେ ଶୋ’ରେ ଅସୀମ ରିୟାଜଙ୍କ ସହ ତାଙ୍କ ଲଢ଼େଇ ଦେଖିବାକୁ ମିଳିଛି। କଥା ଏତେ ବଢ଼ିଯିବ ଯେ ସିଦ୍ଧାର୍ଥ ଶୋ’ ଛାଡ଼ିବାକୁ ଜିଦ୍‌…

ବାଚସ୍ପତି ଡ. ପାତ୍ରଙ୍କୁ ସାକ୍ଷାତ କଲେ…

ଭୁବନେଶ୍ବର: ଆଜି ରାଜ୍ୟସଭାର ମହାସଚିବ ଦେଶ୍‌ ଦୀପକ ବର୍ମା ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବିଧାନସଭାସ୍ଥିତ ତାଙ୍କ ପ୍ରକୋଷ୍ଠରେ ସୌଜନ୍ୟସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଓଡ଼ିଶା ବିଧାନନସଭା ଓ ରାଜ୍ୟସଭାର ବିଭିନ୍ନ କାର୍ଯ୍ୟାବଳୀ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଓଡ଼ିଶା…

ପ୍ରାର୍ଥୀପତ୍ର ଦାଖଲ କଲେ କେଜ୍ରିଓ୍ୱାଲ,…

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ସେ ଆଜି ନୂଆଦିଲ୍ଲୀ ବିଧାନସଭା ଆସନ ପାଇଁ ଜାମନଗର ହାଉସ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ହେଲେ ଏହାକୁ ବିରୋଧ କରି କିଛି ସ୍ୱାଧୀନ ବିଧାୟକ ପ୍ରାର୍ଥୀ ନାରାବାଜି କରିଛନ୍ତି।…

ବିଦ୍ୟୁତ୍‌ ବିଲ୍‌ ଦେଇ ଭିକାରି…

ଭଦ୍ରକ: ବଡ଼ ବଡ଼ କମ୍ପାନୀ ଏବଂ ପ୍ରତିଷ୍ଠିତ ଲୋକମାନେ ବିଦ୍ୟୁତ୍‌ ବିଲ୍‌ ପଇଠ କରୁନଥିବା ବେଳେ ଭଦ୍ରକ ସଲିପୁରର କାର୍ତ୍ତିକ ନାଥ ଏକ୍ଷେତ୍ରରେ ଉଦାହରଣ ସାଜିଛନ୍ତି। କାର୍ତ୍ତିକ ଭିକ୍ଷା ବୃତ୍ତି କରି ନିଜର ତଥା ପରିବାର ଲୋକଙ୍କ ପେଟ ପୋଷୁଥିବା ବେଳେ ନିଜ ସ୍ୱଳ୍ପ ଆୟରୁ କିନ୍ତୁ ବିଦ୍ୟୁତ୍‌ ବିଲ୍‌ ପଇଠ…

ମୋବାଇଲ ଆପ୍‌ ଦ୍ବାରା ହେବ ୨୦୨୧ ଜନଗଣନା:…

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ୨୦୨୧ରେ ହେବାକୁ ଥିବା ଜନଗଣନାକୁ ନେଇ ବହୁତ କିଛି କଥା ସାମ୍ନାକୁ ଆସୁଛି। ଅନ୍ୟପଟେ ଗୃହ ମନ୍ତଣାଳୟ ପକ୍ଷରୁ କୁହାଯାଇଛି ଯେ, ୨୦୨୧ ଜନଗଣନା କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ମୋବାଇଲ ଆପ ଦ୍ବାରା କରାଯିବ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ୨୦୨୧ ଜନଗଣନା ମିକ୍ସଡ ମୋଡ…

୧୪ରୁ ବିଧାନସଭା ବଜେଟ୍ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ଫେବୃୟାରୀ ୧୪ତାରିଖରୁ ଅନୁଷ୍ଠିତ ହେବ ବିଧାନସଭାର ବଜେଟ୍ ଅଧିବେଶନ। ଏହି ଅଧିବେଶନ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୩୧ ଦିନ ଧରି ଅଧିବେଶନ ବସିବାର କାର୍ଯ୍ୟକ୍ରମ ରହିଛି। ଅଧିବେଶନ ଆରମ୍ଭ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ଓ ୧୮ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍…

କଂଗ୍ରେସରେ ଚିଠିକୁ ନେଇ ଝଡ଼

ଭୁବନେଶ୍ୱର: ଏକ ଚିଠିକୁ ନେଇ ରାଜ୍ୟ କଂଗ୍ରେସରେ ଝଡ଼ ଉଠିଛି। ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିବା ଏକ ଚିଠି ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଲେଖିଥିବା ଦେଖାଯାଇଛି। ଏହି ଚିଠିରେ କଂଗ୍ରେସର ମିଡ଼ିଆ କମିଟିର ପୁର୍ନଗଠନ ପାଇଁ ଲେଖାଯାଇଛି। ଏଥିରେ…

ନାଗରିକତା ଆଇନ କୌଣସି ମତେ ହଟିବ ନାହିଁ:…

ଲକ୍ଷ୍ମୌ: ଆଜି ଲକ୍ଷ୍ମୌରେ ନାଗରିକତା ଆଇନ ସମର୍ଥନରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଯୋଗ ଦେଇ କହିଛନ୍ତି ଯେ, ନାଗରିକତା ଆଇନକୁ ନେଇ ଦେଶ ସାରା ଭୁଲ ତଥ୍ୟର ପ୍ରଚାର କରାଯାଉଛି। ଆଜିର ଦିନରେ ବିରୋଧି ଦଳ ସିଏଏକୁ ବିରୋଧ କରୁଛନ୍ତି। ଏହା…

ସମଲେଶ୍ବରୀ ମନ୍ଦିର ଯିବ ଏକ୍ସପର୍ଟ ଟିମ୍‌

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ ଗସ୍ତ ସାରି ଫେରିବା ବେଳେ ସମ୍ବଲପୁରରେ ପହଞ୍ଚି ମା’ ସମଲାଇଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମୁଁ ମା’ ସମଲାଇଙ୍କ ବଡ ଭକ୍ତ। ସମଲାଇ ମନ୍ଦିରର ବିକାଶରେ କୌଣସି ଅସୁବିଧା ନାହିଁ। ମନ୍ଦିର…

ତିନି ସେନା ମୁଖ୍ୟ ଦେଖିଲେ ତାନାଜୀ, ଅଜୟ…

ନୂଆଦିଲ୍ଲୀ: ଇଂରାଜୀ ନୂଆବର୍ଷରେ ବଡ଼ ପରଦାରେ ଧମାଲ କରୁଛି ଫିଲ୍ମ ତାନାଜୀ-ଦ ଅନସଙ୍ଗ୍ ୱାରିୟର। ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ଫିଲ୍ମର ଆକ୍ସନ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଛି। ଅନ୍ୟପଟେ ଏହି ଫିଲ୍ମକୁ ୩ ସେନା ମୁଖ୍ୟ ଏକାଠି ଦେଖିଛନ୍ତି। ଅବସରପ୍ରାପ୍ତ…