ଆତ୍ମସମର୍ପଣ କଲେ ମହିଳା ନକ୍ସଲ
ମାଲକାନଗିରି: ମାଲକାନଗିରି ଏସ୍ପିଙ୍କ ନିକଟରେ ଜଣେ ମହିଳା ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ଆଡ଼ମେ ମାଡକାମୀ। ସେ ୪ବର୍ଷ ହେବ ଛତିଶଗଡ଼ର ଦରଭା ଡିଭିଜନରେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁରେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା।
୬ରୁ ଅଧିକ ନକ୍ସଲ ହିଂସାରେ ଜଡ଼ିତ ଥିବା ପୁଲିସ୍ କହିଛି।…