Odisha Link
Bridging the Missing Links in Odisha
Daily Archives

January 23, 2020

୨୦୧୯ ଗଣତନ୍ତ୍ର ସୂଚକାଙ୍କରେ ତଳକୁ ଖସିଲା…

ନୂଆଦିଲ୍ଲୀ: ଇକୋନୋମିକ ଇଣ୍ଟେଲିଜେନ୍ସ  ୟୁନିଟ୍‌ ପ୍ରକାଶ କରିଛି ଗଣତନ୍ତ୍ର ସୂଚକାଙ୍କ(ଡେମୋକ୍ରାସି ଇନ୍‌ଡେକ୍ସ) ରିପୋର୍ଟ। ଏହି ରିପୋର୍ଟ ମୁତାବକ ଭାରତ ୧୦ ପଏଣ୍ଟରୁ ତଳକୁ ଖସିଯାଇଛି। ଏହି ତାଲିକାରେ ୧୫୭ଟି ଦେଶ ମଧ୍ୟରୁ ଭାରତ ୧୦ ପଏଣ୍ଟ ତଳକୁ ଖସି ୫୧ ସ୍ଥାନରେ ରହିଛି। ୨୦୧୭ରେ ଏହି ସୂଚୀରେ ଭାରତ ୪୨…

୨୦୧୯ ରାଜ୍ୟପାଳ ପଦକ ପାଇବେ ୧୪ ପୋଲିସ…

ଭୁବନେଶ୍ବର: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ୧୪ ପୋଲିସ ଅଧିକାରୀଙ୍କୁ ମିଳିବ ରାଜ୍ୟପାଳ ପଦକ। ୨୦୧୯ ବର୍ଷର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପଦକ ପ୍ରଦାନ କରାଯିବ। ଗଣତନ୍ତ୍ର ଦିବସ ଅବସରରେ ମନୋନୀତ ପୋଲିସ ଅଧିକାରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ପୋଲିସ ଅଧିକାରୀମାନେ ହେଲେ ଅତିରିକ୍ତ…

ସିଏଏ: ମୁହାଁମୁହିଁ ହେଲେ ବଲିଉଡର ଦୁଇ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବଲିଉଡରେ ଝଡ଼। ବଲିଉଡର ଦୁଇ ଭେଟରାନ କଳାକାର ନଶିରୁଦ୍ଧିନ ଶାହା ଓ ଅନୁପମ ଖେର ହୋଇଛନ୍ତି ମୁହାଁମୁହିଁ। ଦୁଇ ଅଭିନେତାଙ୍କ ପରସ୍ପର ବିରୋଧରେ ବିଷୋଦଗାର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ଅତି ନିମ୍ନସ୍ତରକୁ ଯାଇ ଜଣେ ଜୋକର ବୋଲି କହିଥିବା ବେଳେ…

କାରୋନା ଭାଇରସ କଣ ଜାଣନ୍ତୁ…

ବେଜିଂ: ଚୀନ, ଆମେରିକା, ଏସିଆରେ ଏବେ ଆତଙ୍କ ସୃଷ୍ଟି କରିଛି ‘କରୋନା ଭାଇରସ’। ଚୀନର ଉହାନ ସହରରୁ ଏହି କରୋନା ଭାଇରସ ବ୍ୟାପିବା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଥିରେ ୩୬ ଜଣଙ୍କ ମୃତ୍ୟୁ ଘଟିଇବା ବେଳେ ଚୀନରେ ୫୫୫ ଜଣ ଆକ୍ରାନ୍ତ ଥିବା ଚିହ୍ନଟ କରାଯାଇଛି ଏବଂ୪୪୪ ଜଣ ଉହାନ ସହରର ବୋଲି ଜଣା…

ଚର୍ଚ୍ଚାରେ ପ୍ରଭୁ ବାଲାଜୀଙ୍କ ପୂଜାରୀ…

ହାଇଦ୍ରାବାଦ: ସାରା ଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ତର୍କ ବିତର୍କ ଚାଲିଥିବା ବେଳେ ନୂଆ ଘଟଣା ଦେଖିବାକୁ ମିଳିଛି। ଚିଲକୁର ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ସି. ଏସ୍‌. ରଙ୍ଗରାଜନ ପ୍ରମୁ ଭେଙ୍କଟେଶ୍ୱରଙ୍କୁ ନାଗରିକତ୍ୱ ପ୍ରଦାନ ପାଇଁ ଦାବି କରିଛନ୍ତି। ସେ ଦାବିରେ କହିଛନ୍ତି ଯେ,…

ଇନ୍ଦିରାଙ୍କ ଭଳି ମହିଳାଙ୍କ ଗର୍ଭରୁ…

ମୁମ୍ବାଇ: ନିଜ ଫିଲ୍ମ ଏବଂ କଡ଼ା ବୟାନ ପାଇଁ ଅଭିନେତ୍ରୀ କଙ୍ଗନା ରାଣାୱତ୍ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଦେଶରେ ଏବେ ନିର୍ଭୟାଙ୍କ ଦୋଷୀଙ୍କୁ ଫାଶୀ ଘଟଣାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଥିବା ବେଳେ କଙ୍ଗନା ବି ଏଥିରେ ସାମିଲ ହୋଇ ନିଜର କଡା ଆଭିମୁଖ୍ୟ ଜାହିର କରିଛନ୍ତି। ନିକଟ ଅତୀତରେ ବରିଷ୍ଠ ଆଇନଜୀବୀ…

ରାଜନୀତିରେ ପାଦ ଥାପିଲେ ରାଜ ଠାକରେଙ୍କ…

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରମୁଖ ରାଜ ଠାକରେ ଆଜି ମୁମ୍ବାଇରେ ଆୟୋଜିତ ମହାଅଧିବେଶନରେ ଦଳର ନୂଆ ନାରଙ୍ଗୀ ରଙ୍ଗର ପତାକା ଉନ୍ମୋଚନ କଲେ। ଯାହାର ଫଟୋ ୨ଦିନ ପୂର୍ବରୁ ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିସହିତ ଆଜି ରାଜନୀତିରେ ପାଦ ଥାପିଲେ ରାଜ ଠାକରେଙ୍କ ପୁଅ ଅମିତ ଠାକରେ।…

ଧାନ ଟ୍ରକକୁ ୫୮ ହଜାର ଫାଇନ

ଭଦ୍ରକ: ଏକ ଧାନ ବୋଝେଇ ଟ୍ରକ ଉପରେ ପରିବହନ ବିଭାଗ ପକ୍ଷରୁ ଜୋରିମାନା କରାଯାଇଛି। ହଜାରେ କି ଦୁଇ ହଜାର ନୁହେଁ। ମୋଟ ୫୮ ହଜାର ୪୦ ଟଙ୍କାର ଚାଲାଣ କାଟିଛି ପରିବହନ ବିଭାଗ। ସୂଚନା ଅନୁସାରେ, ଉକ୍ତ ଟ୍ରକଟି ଧାନ ବୋଝେଇ କରି ସମ୍ବଲପୁର ଯାଉଥିଲା। ତେବେ ଉକ୍ତ ଟ୍ରକର ପରମିଟ ନଥିଲା। ଖାଲି ସେତିକି ନୁହେଁ…

ବାଉନ୍ସର ଘଟଣାର ତଦନ୍ତ ପାଇଁ ପିସିସି ଗଠନ…

ଭୁବନେଶ୍ବର: କଂଗ୍ରେସ ଭବନରେ ବାଉନସର ପଶିବା ଘଟଣାରେ ତଦନ୍ତ ପାଇଁ ଗଠନ ହେଲା କମିଟି। ଘଟଣାର ତଦନ୍ତ ପାଇଁ ତିନି ଜଣିଆ କମିଟି ଗଠନ କରିଛି ପ୍ରଦେଶ କଂଗ୍ରେସ କମିଟି। ରାଜ୍ୟସଭା ସାଂସଦ ରଂଜୀବ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ କଂଗ୍ରେସର ବରିଷ୍ଠ ନେତା ବଟକୃଷ୍ଣ ତ୍ରିପାଠୀ, ନିଶିକାନ୍ତ ମିଶ୍ର…

ପଶ୍ଚିମ ୟୁପି ଛାତ୍ରଙ୍କୁ ୧୦% ଆରକ୍ଷଣ…

ମୀରଟ: ପୁଣିଥରେ ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲିୟାନ। ପୂର୍ବରୁ ବହୁଥର ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ଏବେ ଜେଏନୟୁ ଓ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଖୋଲା ଧମକ ଦେଉଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି।…