Odisha Link
Bridging the Missing Links in Odisha
Daily Archives

January 23, 2020

ହେଡ ସାରଙ୍କ ବେଡ ମାଲିସ

ବାରିପଦା: ଛାତ୍ରଙ୍କ ଦ୍ୱାରା ପ୍ରଧାନ ଶିକ୍ଷକଙ୍କ ମାଲିସ ଘଟଣାର ଏକ ଭିଡିଓ ଭାଇରାଲ ହୋଇଛି। ସାରସକଣା ବ୍ଲକ ଖେରଣା ଈଶ୍ୱର ଚନ୍ଦ୍ର ସରକାରୀ ହାଇସ୍କୁଲର ଏହି ଭିଡିଓ ଭାଇରାଲ ହୋଇଛି। ଉକ୍ତ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜନାର୍ଦ୍ଧନ ମଣ୍ଡଳଙ୍କ ଭିଡିଓ ଭାଇରାଲ ହୋଇଛି। ଉକ୍ତ ଭିଡିଓରେ ଶ୍ରୀ ମଣ୍ଡଳ…

ଶ୍ରୀମନ୍ଦିରରେ ଏଏସଆଇ ଟିମ୍

ପୁରୀ: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସଆଇ)ର ଯୁଗ୍ମ ଡିଜି ଡ. ଜାହ୍ନବୀ ଶର୍ମାଙ୍କ ନେତୃତ୍ୱରେ ଆଜି ୬ ଜଣିଆ କୋରକମିଟି ଟିମ୍ ଶ୍ରୀମନ୍ଦିର ପରିଦର୍ଶନରେ ଆସି ନାଟମଣ୍ଡପ, ଜଗମୋହନର ସ୍ଥିତି ପରଖିଛନ୍ତି। ଏହି ଟିମ ନାଟମଣ୍ଡପ ବିମ୍‌ରେ ହୋଇଥିବା ଫାଟର ସ୍ଥିତି ସମୀକ୍ଷା କରିଛନ୍ତି। ଏହା…

ଜନ୍ମଭୂମିରେ ନେତାଜୀଙ୍କୁ ନବୀନଙ୍କ…

କଟକ: ଆଜି ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତରେ ଯାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କେତେକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କଟକର ଓଡ଼ିଆ ବଜାରସ୍ଥିତ ସଂଗ୍ରହାଳୟରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି…

ସିଏଏ ଓ ଏନଆସିକୁ ନେଇ ଆମ ମତ ସ୍ପଷ୍ଟ…

ପାଟଣା: ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଏନଆରସିକୁ ନେଇ ପୁଣି ଥରେ ଜନତା ଦଳ ୟୁନାଇଟେଡରେ ମତଭେଦ ଦେଖା ଯାଇଛି। ଜାନୁଆରୀ ୨୧ ତାରିଖରେ ଦଳର ବରିଷ୍ଠ ନେତା ତଥା ମହାସଚିବ ପବନ ବର୍ମା ନୀତୀଶ କୁମାରଙ୍କୁ ସିଏଏ ଓ ଏନଆରସିକୁ ନେଇ ଚିଠି ଲେଖିଥିଲେ। ଯେଉଁଥିରେକି ଦିଲ୍ଲୀ ନିର୍ବାଚନରେ ବିଜେପି ସହିତ ଅକାଳୀ…

ମାର୍କେଟ ବିଲ୍‌ଡିଂ ଗଣ୍ଡଗୋଳ ପାଇଁ ଏନଏସଏ

ଭୁବନେଶ୍ୱର: ମାର୍କେଟ ବିଲଡିଂରେ ଆତଙ୍କରାଜ ଖେଳାଇବା ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କ ନାମରେ କମିଶନରେଟ ପୁଲିସ ଏନଏସଏ ଲଗାଇଛି। ସେମାନେ ହେଲେ ଚନ୍ଦନ ଦାଶ, ବିଶ୍ୱନାଥ ପ୍ରଧାନ ଓ ପ୍ରତୁ୍ୟଷ କହଁର । ସାଧାରଣ ଜୀବନଯାତ୍ରା ଓ ଆଇନଶୃଙ୍ଖଳା ଭଙ୍ଗ ନେଇ ସେମାନଙ୍କ ବିରୋଧରେ ଏନଏସଏ ଲଗାଯାଇଛି । ସୂଚନା…

ଆସାମ: ମୁଖ୍ୟମନ୍ତ୍ରୀ ସୋନୋଓ୍ବାଲଙ୍କ…

ଗୌହାଟି: ଆଜି ମୁଖ୍ୟମନ୍ତ୍ରୀ ସୋନୋଓ୍ବାଲଙ୍କ ଉପସ୍ଥିତିରେ୧୭୭ଟି ଅସ୍ତ୍ର ସହ ଆସାମର ୮ଟି ନିଷିଦ୍ଧ ସଙ୍ଗଠନର ୬୪୪ ଜଣ ଉଗ୍ରବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ହେଲା: ‘ୟୁଏଲ୍‌ଏଫ୍‌ଏ (୧), ‘ଏନ୍‌ଡିଏଫ୍‌ବି’, ‘ଆର୍‌ଏନ୍‌ଏଲ୍‌ଏଫ୍‌’, ‘କେଏଲ୍‌ଓ’, ‘ସିପିଆ (ମାଓବାଦୀ)’,…

୮ହଜାର ବୋତଲ କଫସିରପ ଜବତ

ନୂଆପଡ଼ା: ଗୋଟେ କିମ୍ବା ଦୁଇଟି ନୁହେଁ ଏକାବେଳେ ୮ ହଜାର ବୋତଲ କଫସିରଫ ଜବତ କରାଯାଇଛି। ଏନେଇ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ରାୟପୁର କୋମନା ଯାଉଥିବାବେଳେ ନୂଆପଡ଼ା ପୁଲିସ ଉକ୍ତ କଫସିରପକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଜବତ କଫସିରପର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ।

‘ଲାଞ୍ଚ ନ ଦେବାରୁ ଅଶ୍ଳୀଳ ଇଙ୍ଗିତ’

ଭଦ୍ରକ: ଲାଞ୍ଚ ନ ଦେବାରୁ କଲେଜ କର୍ମଚାରୀଙ୍କ ଅଶ୍ଳୀଳ ଇଙ୍ଗିତ। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଥିବା ବିଏନଏମଏ କଲେଜରେ। ଯୁକ୍ତ ୩ ପ୍ରଥମ ଶ୍ରେଣୀ ଛାତ୍ରୀମାନଙ୍କ କହିବା ମୁତାବକ, “କଲେଜରେ ନାଁ ଲେଖାଇବା ବେଳେ ଆମକୁ ଲାଞ୍ଚ ମାଗିଥିଲେ ଆମେ ନ ଦେବାରୁ ଆରମ୍ଭ କରିଦେଲେ…

ଏ ରାଷ୍ଟ୍ର ନେତାଜୀଙ୍କ ପ୍ରତି ସର୍ବଦା…

ନୂଆଦିଲ୍ଲୀ: ଆଜି ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୩ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିର ଦିନରେ ନେତାଜୀଙ୍କ ବିରତ୍ବର ଗାଥା ମନେ ପକାଇଛନ୍ତି ମୋଦି। ସେ କହିଛନ୍ତି ଯେ, ନେତାଜୀଙ୍କ ଅତୁଳନୀୟ ସାହସ ଏବଂ ଔପନିବେଶବାଦକୁ…

କଲେଜ ପରିଚାଳନା କମିଟିରେ ରହିବେନି…

ଭୁବନେଶ୍ୱର: ଡିଗ୍ରୀ କଲେଜ ପରିଚାଳନା କମିଟିରେ ଆଉ ରାଜନେତା ରହିବେ ନାହିଁ। ରାଜନେତା କିମ୍ବା ସ୍ଥାନୀୟ ବିଧାୟକ ଡିଗ୍ରୀ କଲେଜ ପରିଚାଳନା କମିଟିରେ ରହିବେ ନାହିଁ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ରାଜନେତା ବଦଳରେ କେବଳ ଶିକ୍ଷାବିତ ସଦସ୍ୟ ରହିବେ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି। ଅଭିଭାବକ…