Odisha Link
Bridging the Missing Links in Odisha
Daily Archives

January 23, 2020

କଟକ ରିଂ ରୋଡ ହେବ ୬ ଲେନ

କଟକ: ବିଶ୍ୱସ୍ତରୀୟ ଅନୁଷ୍ଠାନ ହେବ କଟକ ବଡ ମେଡିକାଲ। କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନରେ ପରିଣତ କରାଯିବ। ଏସସିବିକୁ ବିଶ୍ୱସ୍ତରୀୟ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏସସିବି ଦ୍ୱିତୀୟ କ୍ୟାମ୍ପସ ପାଇଁ କଟକ ହାଡିଆପଡାରେ ମୁଖ୍ୟମନ୍ତ୍ରୀ…

ଫାଶି ପୂର୍ବରୁ ପଚରାଗଲା ଶେଷ ଇଚ୍ଛା

ନୂଆଦିଲ୍ଲୀ: ଆସନ୍ତା ଫେବୃୟାରୀ ୧ ତାରିଖ ସକଳା ୬ଟାରେରେ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଫାଶୀ ଦିଆଯିବ। ଫାଶୀ ଖୁଣ୍ଟରେ ଝୁଲିବେ ୪ ଦୋଷୀ ଅକ୍ଷୟ, ବିନୟ, ମୁକେଶ ଏବଂ ପବନ। ଏନେଇ କୋର୍ଟଙ୍କ ପକ୍ଷରୁ ଡେଥ୍‌ ୱାରେଣ୍ଟ ଜାରି ହୋଇସାରିଛି। ତେଣୁ ତିହାର ଜେଲରେ ଫାଶୀ ପୂର୍ବରୁ ରହିଥିବା…

କଟକ ହାଡ଼ିଆପଠାରେ ମୁଖ୍ୟମନ୍ତ୍ରୀ

କଟକ: କଟକ ଜିଲ୍ଲା ମହାନଦୀର ହାଡ଼ିଆପଠାରେ ବିଜେଡ଼ି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପହଞ୍ଚିଛନ୍ତି। ପ୍ରସ୍ତାବିତ ଏସସିବିକୁ ବିଶ୍ୱସ୍ତରୀୟ କ୍ୟାମ୍ପସ କରିବାକୁ ଉଦ୍ୟମ ତଥା ଦ୍ୱିତୀୟ କ୍ୟାମ୍ପସ ନେଇ ସମୀକ୍ଷା କରାଯାଉଛି। ଦ୍ୱିତୀୟ କ୍ୟାମ୍ପସ ନେଇ ମୁଖ୍ୟମନ୍ତ୍ରୀ ନକ୍ସା ଦେଖୁଛନ୍ତି। ଏହି…

ମହାକାଶକୁ ଯିବ ଲେଡି ‘ବ୍ୟୋମିତ୍ରା’

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ୨୦୨୨ ସୁଦ୍ଧା ମହାକାଶକୁ ମାନବ ପଠାଇବା ପାଇଁ ଲକ୍ଷ୍ୟ ରଖିଛି। ତେବେ ଏହି ଲକ୍ଷ୍ୟର ପ୍ରଥମ ସୋପାନ ଅନ୍ତର୍ଗତ ଇସ୍ରୋ ପକ୍ଷରୁ ପ୍ରଥମେ ମହାକାଶକୁ ମାନବ ସଦୃଶ ଏକ ରୋବଟ୍‌ (ହ୍ୟୁମାନଏଡ୍‌) ପଠାଯିବ। ଆଜି ଇସ୍ରୋ ପକ୍ଷରୁ ଏହି ରୋବଟ୍‌ର…

ଜମ୍ମୁ ଓ କଶ୍ମୀର ପାଇଁ ୮୦, ୦୦୦ କୋଟିର…

ଜମ୍ମୁ: ଜମ୍ମୁ ଓ କଶ୍ମୀର ବିକାଶ ପାଇଁ କେନ୍ଦ୍ର ସରକାର ୮୦, ୦୦୦ କୋଟିର ପ୍ୟାକେଜ୍‌ ମଞ୍ଜୁର କରିଛନ୍ତି। ଗରକାଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏ କଥା ଘୋଷଣା କରିଛି। ଏହା ଫଳରେ ଜମ୍ମୁ ଓ କଶ୍ମୀରରେ ଶିକ୍ଷା, ପର୍ଯ୍ୟଟନ, ଭିତ୍ତିଭୂମି ଆଦି କ୍ଷେତ୍ରରେ ଦ୍ରୁତ ଉନ୍ନତି ହେବା ସହ ହଜାର ହଜାର…

ଐତିହ୍ୟ ପାଇଁ ପୁରୀରେ ମିନି ମାରାଥନ

ପୁରୀ: ଗୋଟିଏ ସ୍ଥାନରେ ଐତିହ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନାର ବାର୍ତ୍ତା। ଏପରି ଏକ ନିଆରା ପ୍ରୟାସ କରାଯାଇଛି ପୁରୀରେ। ସକାଳର କୁହୁଡିଆ ପରିବେଶରେ ଆୟୋଜନ ହୋଇଛି ମିନି ମାରାଥନ। ଉଦେଶ୍ୟ ଥିଲା ବିପର୍ଯ୍ୟୟରୁ ଐତିହ୍ୟକୁ ରକ୍ଷା କରିବା ନିଜେ ସୁରକ୍ଷିତ ରହିବା। ଏନଡିଆରଏଫ୍ ପକ୍ଷରୁ ଏହି ମିନି…

ପୋଖରୀ ଭିତରକୁ ଗଳିପଡ଼ିଲା ଟ୍ରକ୍

ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଛକ ନିକଟରେ ଦୁର୍ଘଟଣା ଘଟିଛି। ଟ୍ରକକୁ ଧକ୍କା ଦେଇ ରାସ୍ତା କଡ଼ ପୋଖରୀକୁ ଗଳିପଡ଼ିଲା ଟ୍ରକ। ଟ୍ରକର ଡ୍ରାଇଭର ଚାପି ହୋଇରହିଥିବା ସୂଚନା ମିଳିଛି । ରାଜପଥ ସମ୍ପ୍ରସାରଣ କାମ ଚାଲିଥିବାରୁ ଗୋଟିଏ ପାର୍ଶ୍ଵରେ ଗାଡି ଚଳାଚଳ ଚାଲିଥିଲା। ସୂଚନା ଅନୁସାରେ…

ଆଜି କଟକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

କଟକ: ଆଜି କଟକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏସସିବି ମେଡିକାଲକୁ ବିଶ୍ବସ୍ତରୀୟ କରିବା ଲାଗି ପ୍ରସ୍ତୁତ ଯୋଜନାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ। ଆଜି ସିସୋର ପଠାରେ ମୁଖ୍ୟମନ୍ତ୍ରୀ ଏସ.ସି.ବି ମେଡିକାଲ ଓ ସହରର…

ଚିକିତ୍ସା ପାଇଁ ଆସୁଥିବା ବେଳେ…

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା କୁଡ଼ୁମା ଛକ ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଚିକିତ୍ସା ପାଇଁ କଟକ ଆସିବା ବେଳେ ଏକ ବୋଲେରୋ ଗଛକୁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଗାଡ଼ି ଚାଳକଙ୍କ ସହ…

ପାଟଣାର ପୂର୍ବତନ ବିଧାୟକଙ୍କ ପରଲୋକ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରି ନାଏକଙ୍କ ଦେହାନ୍ତ ହୋଇଯାଇଛି। ବୁଧବାର ରାତି ୧୦ଟା ୩୦ରେ ହଲଦୀବଟା ସ୍ଥିତ ବାସ ଭବନରେ ତାଙ୍କର ଦେହାନ୍ତ ହୋଇଛି। ଶ୍ରୀ ନାଏକ ସ୍ନାୟୁ ରୋଗରେ ପୀଡିତ ହୋଇ ଗତ ଡିସେମ୍ବର ୧୭ ତାରିଖରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ…