Odisha Link
Bridging the Missing Links in Odisha

ଦୁଇ ଅଫିସରଙ୍କ ଦରମା ବନ୍ଦ

କେନ୍ଦୁଝର: ଧାନ କିଣା ଅବ୍ୟବସ୍ଥାନେଇ ୨ ଅଫିସରଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ଯୋଗାଣ ଅଧିକାରୀ ଓ ଡିଆରସିଏସଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାପାଳ ସମ୍ପୃକ୍ତ ୨ ଅଫିସରଙ୍କ ଦରମା ବନ୍ଦ ପାଇଁ ସୁପାରିଶ କରିଛନ୍ତି। ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯାଇଛନ୍ତି। ଏହି ଅବସରରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଧାନକିଣାରେ ଅବ୍ୟବସ୍ଥା ନେଇ ଅଭିଯୋଗ ହୋଇଥିଲା।

Comments are closed.