Odisha Link
Bridging the Missing Links in Odisha
Daily Archives

January 25, 2020

ପତଞ୍ଜଳିକୁ ଦେଶର ସବୁଠୁ ବଡ଼ ଏଫଏମସିଜି…

ନୂଆଦିଲ୍ଲୀ: ପତଞ୍ଜଳି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୨୫ ହଜାର କୋଟି ଟଙ୍କାର କାରବାର କରିବ। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏହି ବ୍ୟବସାୟ ୫୦ ହଜାରରୁ ୧ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ସେ ଆଶା ରଖିଥିବା କହିଛନ୍ତି ରାମଦେବ। ଏଥିସହ ବାବା ରାମଦେବ କହିଛନ୍ତି ଯେ, ଏବେ ପତଞ୍ଜଳି ଗ୍ରୁପ୍ ଦେଶର…

ବିଗବସ ଘରୁ ବାହାରିବେ ଏହି ପ୍ରତିଯୋଗୀ

ମୁମ୍ବାଇ : ବିଗବସ ୧୩ର ‘ୱିକେଣ୍ଡ କା ବାର୍‌’ କୁ ସବୁ ଦର୍ଶକ ଅପେକ୍ଷା କରିଥାନ୍ତି । ଏହି ସପ୍ତାହରେ ଅନେକ ଡ୍ରାମା ଓ କଳିଝଗଡ଼ା ଦେଖିବାକୁ ମିଳିଛି । ଏଥର ‘ୱିକେଣ୍ଡ କା ବାର୍‌’ ରେ ଜଣେ ପ୍ରତିଯୋଗୀ ଛାଡ଼ିବାକୁ ପଡ଼ିବ । ଘରୁ ବାହାରିବା ପାଇଁ ୭ ଜଣ ନୋମିନେଟ୍‌ ହୋଇଥିଲେ। ସେମାନେ ହେଲେ ମାହିରା…

ପାଟନା କଲେଜରେ ବୁର୍ଖା ମନା

ପାଟନା: ପାଟନାର ଜେ. ଡି. ମହିଳା ମହାବିଦ୍ୟାଳୟରେ ପ୍ରଣୟନହୋଇଥିବା ଡ୍ରେସ୍‌କୋଡ୍‌ ଯୋଗୁଁ ସଂଖ୍ୟାଲଘୁ ସମ୍ପ୍ରଦାୟର ଛାତ୍ରୀମାନେ ଆଉ କଲେଜ ପରିସରରେ ବୁର୍ଖା ପରିଧାନ କରିପାରିବେ ନାହିଁ।ବୁର୍ଖା ପରିଧାନ ଉପରେ ନିଷେଧାଦେଶ କରାଯାଇଛି। କଲେଜର ପ୍ରୋକ୍ଟର୍‌ ଏବଂ ପ୍ରିନ୍‌ସିପାଲ୍‌ଙ୍କ ଦସ୍ତଖତ ଥିବା ଏକ…

ବାପାକୁ ହାଣି ଘରେ ନିଆଁ ଲଗାଇ ଛାତରୁ…

ବାରଙ୍ଗ: ବାପାକୁ କଟୁରିରେ ହାଣିବା ପରେ ଘରେ ନିଆଁ ଲଗାଇ ଦେଲା ପାଗଳ ପୁଅ। ତେବେ ଲୋକଙ୍କ ଭୟରେ ଘର ଛାତ ଉପରୁ ଡେଇଁ ପଡ଼ିଥିଲା ପାଗଳ ପୁଅ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବା ସହ ପାଗଳ ପୁଅକୁ ଉଦ୍ଧାର କରିଛି। ପୋଲିସ ଗୁରୁତର ଅବସ୍ଥାରେ ବାପାକୁ ଉଦ୍ଧାର କରିବା ସହିତ ପୁଅକୁ ଅଟକ…

ଅକ୍ସଫୋର୍ଡ ଶବ୍ଦକୋଷରେ ୨୬ ନୂଆ ଭାରତୀୟ…

ନୂଆଦିଲ୍ଲୀ : ଅକ୍ସଫୋର୍ଡ ଆଡଭାନ୍ସଡ ଲନର୍ସ ଡିକ୍ସିନାରୀରେ ୨୬ଟି ନୂଆ ଭାରତୀୟ ଶବ୍ଦକୁ ସାମିଲ କରାଯାଇଛି। ଶୁକ୍ରବାର ଅକ୍ସଫୋର୍ଡ ଶବ୍ଦକୋଷର ୧୦ ସଂସ୍କରଣ ପ୍ରକାଶ ପାଇଥିବାବେଳେ ଏଥିରେ ଭାରତୀୟ ଶବ୍ଦ ଆଧାର, ଡବା, ହରତାଲ, ସାଦି, ଆଣ୍ଟି, ବସଷ୍ଟାଣ୍ଡ, ଡିମଡ୍ ୟୁନିଭର୍ସିଟି, ଏଫଆଇଆର, ନନ୍‌ଭେଜ,…

୭ ଓଜିଡବ୍ଲୁ ଲଶ୍କର ସହଯୋଗୀ ଗିରଫ

ଜାମ୍ମୁ: ସାଧାରଣତନ୍ତ୍ର ଦିବସର ଦିନକ ପୂର୍ବରୁ ଜାମ୍ମୁ-କାଶ୍ମୀରରେ ସୁରକ୍ଷା କର୍ମୀଙ୍କୁ ମିଳିଛି ବଡ଼ ସଫଳତା ଆଜି ବାନ୍ଦିପୋରାର ହାଜିନ ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଏବାର ସହଯୋଗୀ ଭାବେ କାମ କରୁଥିବା ୭ ଜଣ ଓଭର ଗ୍ରାଉଣ୍ଡ ୱାର୍କର(ଓଜିଡବ୍ଲୁ)ଙ୍କୁ ଗିରଫ କରିଛି ଭାରତୀୟ ସେନା। ଗିରଫ ସମୟରେ…

ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା…

ତେଲକୋଇ: ସାତ ଜନମକୁ ସାଥୀ କରି ହାତ ଧରିଥିବା ସ୍ବାମୀ ଶେଷରେ ସାଜିଲା ହତ୍ୟାକାରୀ। କେନ୍ଦୁଝର ଥାନା ଖୁଣ୍ଟାପଡ଼ା ପଞ୍ଚାୟତ ମଧୁସୂଦନପୁର ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା। ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ସ୍ବାମୀ। ମୃତକଙ୍କ ନାମ ଶାନ୍ତ ଜୁଆଙ୍ଗ ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ…

ଏସସିବି ପୁନର୍ବିନ୍ୟାସ, ଥଇଥାନ ପ୍ୟାକେଜ

ଭୁବନେଶ୍ବର: କଟକ ଏସସିବି ପାଇଁ ବଡ ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏସସିବିର ପୁନର୍ବିନ୍ୟାସରେ କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାଜେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏସସିବିକୁ ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରତିଷ୍ଠାନ ଭାବରେ ବିକଶିତ କରିବାକୁ…

ଆତ୍ମହତ୍ୟା କଲେ ‘ଦିଲ ତୋ ହେ ହାପି…

ମୁମ୍ବାଇ : ଟେଲିଭିଜନର ବହୁ ଚର୍ଚିତ ଅଭିନେତ୍ରୀ ସେଜଲ ଶର୍ମାଙ୍କ ଆଜି ଦେହାନ୍ତ ହୋଇଯାଇଛି । ସେ ମୁମ୍ବାଇ ସ୍ଥିତର ମୀରା ରୋଡ଼ରେ ଥିବା ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ପୋଲିସକୁ ଘଟଣା ସ୍ଥଳରୁ ଏକ ସୂଈସାଇଡ ନୋଟ ବି ମିଳିଛି । ନୋଟରେ ଆତ୍ମହତ୍ୟାର କାରଣ ସମ୍ପୂର୍ଣ ବ୍ୟକ୍ତିଗତ ବୋଲି ଦର୍ଶାଯାଇଛି ।…

ନିର୍ଭୟା ଦୋଷୀ ବିନୟକୁ ଖାଦ୍ୟରେ…

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ମାମଲାର ୪ ଅଭିଯୁକ୍ତ ତିହାର ଜେଲ ପ୍ରଶାସନ ଉପରେ ଆଣିଛନ୍ତି ଚାଞ୍ଚଲ୍ୟକର ଅଭିଯୋଗ। ଅଭିଯୁକ୍ତ ବିନୟକୁ ଜେଲ ପ୍ରଶାସନ ପକ୍ଷରୁ ଖାଦ୍ୟରେ ‘ସ୍ଲୋ ପଏଜନ’ ଦିଆଯାଉଛି ଏବଂ ତା’କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ କୌଣସି ଚିକିତ୍ସା ରିପୋର୍ଟ ଦିଆଯାଉ ନାହିଁ।…