Odisha Link
Bridging the Missing Links in Odisha
Daily Archives

January 25, 2020

ଟେକ୍ନିକାଲ ଦୃଷ୍ଟିରୁ ତଦନ୍ତ ହେବ:…

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଏୟାରପୋର୍ଟ ଟର୍ମିନାଲ ଲିଙ୍କରେ ନିର୍ମାଣାଧୀନ ବିଲ୍ଡିଂ ଭୁଶୁଡ଼ିବା ଘଟଣାର ପ୍ରାରମ୍ଭିକ ଯାଞ୍ଚ ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଏହାର ତଦନ୍ତ ନିମନ୍ତେ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ଏକ ଟେକ୍ନିକାଲ ଟିମ୍‌ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଘଟଣାରେ…

ଆଦିବାସୀ ମେଳା ପାଇଁ ସଜେଇ ହେଲାଣି…

ଭୁବନେଶ୍ବର: ଆସନ୍ତା କାଲି ଠାରୁ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା ୨୦୨୦, ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। କିଏ ଛପର ବାନ୍ଧୁଚି ତ କିଏ କାନ୍ଥରେ ମାଟି ଲିପୁଛି, ଆଉ କିଏ ବାଉଁଶ ବାଡ଼ ବାନ୍ଧୁଚି। ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ସ୍ମାର୍ଟ ସିଟି ଭୁବନେଶ୍ବର ପ୍ରଦର୍ଶନୀ…

ପାକିସ୍ତାନୀ ହ୍ୱାଟସଆପ ଗ୍ରୁପରେ ୫୬…

ଲକ୍ଷ୍ନୌ: ପାକିସ୍ତାନୀ ହ୍ୱାଟସଆପ ଗ୍ରୁପରେ ୫୬ ଭାରତୀୟ। ତତକ୍ଷଣାତ ବାର୍ତ୍ତା ପଠାଇବା ପାଇଁ ହ୍ୱାଟସଆପ୍‌ ସବୁଠୁ ବଡ଼ ପ୍ଲାଟଫର୍ମ। ଏହି ଆପ୍ସରେ ଜରିଆରେ ଗ୍ରୁପ ତିଆରି କରି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଭାରତୀୟ ଏବଂ ଦେଶର ବିଭିନ୍ନ ସ୍ଥାନର ତଥ୍ୟ ସଂଗ୍ରହ କରୁଛି। ଉତ୍ତର ପ୍ରଦେଶରୁ ଜଣେ…

ରାଜ୍ୟ ରାଜସ୍ବ ଆଦାୟରେ ୮.୩୯% ବୃଦ୍ଧି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ରାଜସ୍ବ ଆଦାୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ଅର୍ଥାତ୍ ଡିସେମ୍ବର ୩୧ ତାରିଖ ସୁଦ୍ଧା ରାଜ୍ୟର ରାଜସ୍ବ ଆଦାୟରେ ପ୍ରାୟ ୮.୩୯% ବୃଦ୍ଧି ଘଟି ୩୨,୦୯୭ କୋଟି ଟଙ୍କା ଆଦାୟ ହୋଇଛି। ସେହିଭଳି ନିଜସ୍ବ ଟିକସ ସୂତ୍ରରୁ ଆଦାୟ ହେଉଥିବା…

ଠାକୁର ଘରେ କିଏ ମୁଁ କଦଳୀ ଖାଇନି: ଗୋଲକ

ଭୁବନେଶ୍ବର: ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣାରେ ବିଜେପିର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡି ଅରୋପର ଜବାବ ରଖିଲେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର। ଶ୍ରୀ ମହାପାତ୍ର କହିଛନ୍ତି ଯେ, ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି। ଆମେ ରାଜନୀତିକରଣ କରୁନୁ କହି ବମିଖାଲ ବ୍ରିଜ୍‌ ପ୍ରସଙ୍ଗ…

ଓଡିଶାର ୬ ଜେଲ୍ ଅଧିକାରୀଙ୍କୁ ମିଳିବ…

ନୂଆଦିଲ୍ଲୀ: ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଉଲ୍ଲେଖନୀୟ ସେବା ପାଇଁ ଜେଲ୍‌ ଅଧିକାରୀମାନଙ୍କୁ ପ୍ରଦାନ କରାଯିବ ସଂସ୍କାରମୂଳକ ସେବା ପଦକ। ଏଥିପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଦେଶର ବିଭିନ୍ନ ରାଜ୍ୟରୁ ୩୫ ଜଣ ଜେଲ୍ ଅଧିକାରୀଙ୍କ ନାମ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ବିଶିଷ୍ଟ…

ଜିଲ୍ଲାସ୍ତରୀୟ ୧୦ମ ଜାତୀୟ ଭୋଟର ଦିବସ…

ଗଞ୍ଜାମ: ଗଞ୍ଜାମ ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ ଦଶମ ଜାତୀୟ ଭୋଟର ଦିବସ ପାଳିତ ହୋଇଛି। ଏହି ଅବସରରେ ମୋ ଭୋଟ ମୋ ଅଧିକରୀ ଏକ ସଚେତନତା ରଥ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଵାହାରି ସହର ପରିକ୍ରମା କରି ଲୋକମାନଙ୍କୁ ଭୋଟର ମୂଲ୍ୟ ଓ ଏହାର ଗୁରୁତ୍ୱ ଉପରେ ସଚେତନତା କରିଛି। ଜ଼ିଲ୍ଲାପାଳ…

ନିଆଁରେ ପୋଡ଼ି ବୃଦ୍ଧା ଗୁରୁତର

ତେଲକୋଇ: ନିଆଁ ପୁଇଁବା ସମୟରେ ଲୁଗାରେ ନିଆଁ ଲାଗି ବୃଦ୍ଧା ଗୁରୁତର। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କୁଣ୍ଢେଇହତା ଗାଁରେ ଘଟିଛି ଏଭଳି ଘଟଣା। ଡମଣୀ ରାଉତ ନାମ୍ନୀ ଜଣେ ବୃଦ୍ଧା ଚୁଲିରେ ନିଆଁ ପୁଇଁବା ବେଳେ ତାଙ୍କ ଲୁଗା କାନିରେ ନିଆଁ ଲାଗିଯାଇଥିଲା। ସେ ନିଆଁ ଲିଭାଇବାକୁ ଉଦ୍ୟମ କରିବା ବେଳେ ନିକଟରେ…

ଗରା ଭିତରେ ପଶି ରହିଥିଲା ଅଢ଼େଇ ବର୍ଷର…

ଭୁବନେଶ୍ବର: ଖେଳୁଥିବା ସମୟରେ ଏକ ଷ୍ଟିଲ ଗରା ଭିତରେ ପଶିଗଲା ଅଢେଇ ବର୍ଷର ଶିଶୁ। ସାହି ପଡ଼ିଶା ଯେତେ ଚେଷ୍ଟା କରିଥିଲେ ମଧ୍ୟ ଗରା ଭିତରୁ ପିଲାଟିକୁ ଉଦ୍ଧାର କରିପାରିନଥିଲେ। ଶେଷରେ ଏ ସଂପର୍କରେ ବାଙ୍କୀ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ପ୍ରାୟ ଦେଢ଼ ଘଣ୍ଟା କାଳ…

ରାଜ୍ୟରେ ନିଯୁକ୍ତ ପାଇବେ ୧୪୦୩ ଡାକ୍ତର

ଭୁବନେଶ୍ବର : ରାଜ୍ୟରେ ନିଯୁକ୍ତ ପାଇବେ ୧୪୦୩ ଡାକ୍ତର। ଏନେଇ ଓପିଏସ୍‌ସି ସମସ୍ତ କୃତୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ପୂର୍ବରୁ ଓପିଏସ୍‌ସି ପକ୍ଷରୁ ଏନେଇ ୨୦୧୯/୨୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୪୦୩ ଡାକ୍ତର ନିଯୁକ୍ତ ହେବା ପରେ ରାଜ୍ୟରେ ଡାକ୍ତର ଅଭାବ ସମସ୍ୟା କିଛି ମାତ୍ରାରେ କମିବ…