ଭାରତକୁ ବିନତି କଲା ମାଲେସିଆ: କହିଲା…
ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗ ଓ ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ପରି ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ମାଲେସିଆ ମୁଣ୍ଡ ପୂରାଇବାରୁ ଭାରତ ସରକାର ସେ ଦେଶରୁ ତାଳ ତେଲ ଆମଦାନୀ ହ୍ରାସ ପାଇଁ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ସପକ୍ଷ ଓ ଭାରତ ବିରୋଧୀ ନିତି ଯୋଗୁଁ ମାଲେସିଆର ତାଳ ତେଲ ବ୍ୟବସାୟ…