ବାର୍ଡ ଫ୍ଲୁ: ଆଜିଠୁ କୁକୁଡା ମରା ଅଭିଯାନ, ଗଠନ ହେଲା ୧୨ଟି ଟିମ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବାର୍ଡ ଫ୍ଲୁ ଆତଙ୍କ। ଏଥିପାଇଁ ଆଜିଠୁ ଆରମ୍ଭ ହେବ କୁକୁଡା ମରା ଅଭିଯାନ। ବାର୍ଡ ଫ୍ଲୁର କେନ୍ଦ୍ରସ୍ଥଳ ଓୟୁଏଟି ଠାରୁ ୧ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ଯାଏଁ କୁକୁଡା ମରା ଅଭିଯାନ ଚାଲୁ ରହିବ। ତେବେ କୁକୁଡା ମରା ପାଇଁ ୧୨ଟି ଟିମ ଗଠନ ହୋଇଛି। ୭ଟି ଟିମ କୁକୁଡା ମାରିବ ଓ ୫ଟି ଟିମ ମରାଯାଇଥିବା କୁକୁଡାଙ୍କୁ ପୋତିବେ। ସେପଟେ ବାର୍ଡ ଫ୍ଲୁ ସମ୍ବନ୍ଧୀୟ ସୂଚନା ଜାଣିବା ପାଇଁ ଜାରି ହେଲା … Continue reading ବାର୍ଡ ଫ୍ଲୁ: ଆଜିଠୁ କୁକୁଡା ମରା ଅଭିଯାନ, ଗଠନ ହେଲା ୧୨ଟି ଟିମ୍