Odisha Link
Bridging the Missing Links in Odisha
Daily Archives

January 27, 2020

ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଲେ…

ମୁମ୍ବାଇ : ବଲିଉଡରେ ନିଜକୁ ଜଣେ ଦକ୍ଷ ଅଭିନେତ୍ରୀ ଭାବରେ ଗଢ଼ି ତୋଳିଛନ୍ତି କଙ୍ଗନା ରାଣାଓ୍ବତ୍‌ । ସେ ଅନେକ ସିନେମାରେ ନିଜର ଅଭିନୟର ଯାଦୁରେ ସମସ୍ତଙ୍କ ମନକୁ କିଣି ନେଇଛନ୍ତି । କଙ୍ଗନା ୩ ଥର ଜାତୀୟ ପୁରସ୍କାର ହାସଲ କରିସାରିଛନ୍ତି । ଭାରତ ସରକାର ଗଣତନ୍ତ୍ର ଦିବସ ପୂର୍ବରୁ ପଦ୍ମଶ୍ରୀ ପୁରସ୍କାର…

ଆନ୍ଧ୍ରପ୍ରଦେଶ: ବିଧାନ ପରିଷଦ ଉଚ୍ଛେଦ…

ଅମରାବତୀ: ବେଶ କିଛିଦିନ ହେବ ଚର୍ଚ୍ଚାରେ ରହୁଛି ଆନ୍ଧ୍ରପ୍ରଦେଶ ରାଜନୀତି। ତିନି ରାଜଧାନୀ ବିଧେୟକକୁ ନେଇ ଆନ୍ଧ୍ରପ୍ରଦେଶରେ ଜମୁଛି ରାଜନୀତି। କାରଣ ବିଧାନ ପରିଷଦରେ ଶାସକ ଦଳ ଓ୍ୱାଇଏସଆର କଂଗ୍ରେସର  ତିନି ରାଜଧାନୀ ବିଧେୟକ ଖାରଜ ହୋଇଥିଲା। ଯାହାଫଳରେ ଆନ୍ଧ୍ର ପ୍ରଦେଶ କ୍ୟାବିନେଟ୍ ବିଧାନ ପରିଷଦ…

ଏୟାର ଇଣ୍ଡିଆ ବିକ୍ରି ବିରୋଧରେ କୋର୍ଟ…

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ବିକ୍ରି କରି ଦେବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଆରମ୍ଭ କରିଛନ୍ତି। ଏଥିପାଇଁ ଆଜି ସରକାରଙ୍କ ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିଲାମ ସମ୍ପର୍କିତ ନୋଟିସ ଜାରି ହୋଇଛି। ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ବିଜେପିର ବରିଷ୍ଠ…

ହାଇକୋର୍ଟ ଫୁଲ ବେଞ୍ଚ ଶୁଣାଣି

ଭୁବନେଶ୍ବର: ଓକିଲଙ୍କ ଆନ୍ଦୋଳନକୁ ନେଇ ହାଇକୋର୍ଟରେ ଫୁଲ ବେଞ୍ଚ ଶୁଣାଣି ହୋଇଛି। ପୂର୍ବଥର ଭଳି ପୁଣି ଥରେ ପୂର୍ଣ୍ଣ ଖଣ୍ଡପୀଠର ଆଜି ଶୁଣାଣି ହୋଇଛି। ଆନ୍ଦୋଳନରୁ ଓହରିଥିବା ଓକିଲ ସଂଘ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ଓକିଲ ଆନ୍ଦୋଳନ ସଂପର୍କରେ କୋର୍ଟକୁ ଜଣାଇଲା ବାର୍‌ କାଉନସିଲ୍। ଏବେ ୧୦ଟି ଓକିଲ…

ବବିଙ୍କର ରୋମାଞ୍ଚକ ପ୍ରେମ ସମ୍ପର୍କ…

ମୁମ୍ବାଇ : ବଲିଉଡ ଷ୍ଟାର ବବି ଦେୱାଲ ଆଜି ୫୧ ବର୍ଷ ବୟସରେ ପାଦ ଦେଇଛନ୍ତି । ୧୯୬୯ ମସିହା ଜାନୁଆରି ୨୭ତାରିଖ ଦିନ ମୁମ୍ବାଇ ଠାରେ ଜନ୍ମ ଗ୍ରହଣ କରିଥିଲେ । ବବି ଜଣେ ଶିଶୁ କଳା କାର ଭାବରେ ନିଜ ପିତା ଙ୍କ ସିନେମା 'ଧରମ ବିର' ରେ କାମ କରିଥିଲେ ।  ୧୯୯୫ ରେ ସିନେମା 'ବରସାତ'ଜରିଆରେ ବବି ହିରୋ…

ପୁଣି ରାଜଧାନୀରୁ ୧୨୪ ଗ୍ରାମ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ପୁଣି ଧରା ପଡିଲା ଧଳାଜହର। ବ୍ରାଉନସୁଗାର ବିକ୍ରି କରିବା ବେଳେ ୨ ଛାତ୍ରଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ। ବ୍ରାଉନସୁଗାର ବେପାରୀ ଭୁବନେଶ୍ୱରକୁ ସେଫ ସ୍ଥାନ ଭାବୁଥିବା ବେଳେ ପୋଲିସ ସେମାନଙ୍କୁ ଧରିବା ପାଇଁ ଜାଲ ବିଛାଇଛି। ଭୁବନେଶ୍ୱରରୁ ବାରମ୍ବାର…

ଋଷଭ ପନ୍ଥ କେବଳ କୁହନ୍ତି, ହେଲେ କରନ୍ତି…

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳି ବୀରେନ୍ଦ୍ର ସେହଓ୍ବାଗ ଓ୍ବିକେଟ କିପିର ବ୍ୟାଟସମ୍ୟାନ ଭାବେ ଖୁବ ଭଲ ପ୍ରଦର୍ଶନ କରୁଥିବା କେଏଲ ରାହୁଲଙ୍କୁ ପ୍ରଶଂସା କରିଛନ୍ତି। ଅନ୍ୟପଟେ ନିୟମତି ଓ୍ବିକେଟ କିପର ବ୍ୟାଟସମ୍ୟାନ ଭାବେ ଦଳରେ ସ୍ଥାନ ପାଉଥିବା ଋଷଭ ପନ୍ଥଙ୍କ ଉପରେ ବର୍ଷିଛନ୍ତି ବୀରେନ୍ଦ୍ର…

୧୧୧ ଟ୍ୟୁସନ ଅଧ୍ୟାପକଙ୍କ ଉପରେ ହେବ…

ଭୁବନେଶ୍ବର: ସରକାରୀ କଲେଜ ଅଧ୍ୟାପକଙ୍କ ଘରୋଇ ଟ୍ୟୁସନ ଉପରେ ବ୍ରେକ ଦେବାକୁ ଉଚ୍ଚଶିକ୍ଷା ବିଭାଗ ଏବେ ତତ୍ପର। ଏନେଇ ଦୁଇଦିନ ତଳେ ଘୋଷଣା କରିଥିଲେ ଆଜି ତାଲିକା ଜାରି କରିଛନ୍ତି।ବିଭାଗ ପକ୍ଷରୁ ଜାରି ହୋଇଥିବା ପ୍ରଥମ ତାଲିକାରେ ୧୧୧ଜଣ ଅଧ୍ୟାପକଙ୍କ ନାମ ରହିଛି। ଯେଉଁମାନେ କି ସରକାରୀ କଲେଜରେ ଥାଇବି…

ସରକାର ଉପରୁ ଆସ୍ଥା ତୁଟିଛି: ରିମାରାଣୀ

ଭୁବନେଶ୍ବର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣରେ ମୃତକଙ୍କ ପତ୍ନୀଙ୍କ ପ୍ରତିକିୟା ପ୍ରକାଶ ପାଇଛି। ବୌଦ୍ଧର ଘଣ୍ଟାପଡ଼ା ଘରେ ପ୍ରତିକ୍ରିୟା ରଖିଲେ ରିମାରାଣୀ ସାହୁ।ରିମାରାଣୀଙ୍କ କହିବା ଅନୁସାରେ ଘଟଣାକୁ ୨ ବର୍ଷ ବିତିବାକୁ ବସିଲାଣି ହଲେ ଏ ପର୍ଯ୍ୟନ୍ତ ଆମକୁ ନ୍ୟାୟ ମିଳିନି। ପୁଞ୍ଜିଲାଲ୍‌ ଜାମିନରେ ଆସି…

ପଦ୍ମଶ୍ରୀ ପୁରସ୍କାର ପାଇବେ ବିଶିଷ୍ଟ…

ନୂଆଦିଲ୍ଲୀ: ଶନିବାର ରାତିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୧୧୮ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଘୋଷଣା କରଯାଇଥିଲା। ଏହି ୧୧୮ ଜଣଙ୍କ ମଧ୍ୟରେ ବିଶିଷ୍ଟ କଣ୍ଠଶିଳ୍ପୀ ଅଦନାନ ସାମୀ ମଧ୍ୟ ସାମିଲ ଅଛନ୍ତି। ୨୦୧୬ରେ ଭାରତୀୟ ନାଗରିକତା ଗ୍ରହଣ କରିଥିବା ଗାୟକ ଅଦନାନ ସାମୀଙ୍କୁ…