Odisha Link
Bridging the Missing Links in Odisha
Daily Archives

January 27, 2020

ଆଜିଠୁ ଝାରସୁଗୁଡ଼ାରୁ କୋଲକାତାକୁ ବିମାନ…

ଝାରସୁଗୁଡ଼ା: ଆଜିଠାରୁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ କୋଲକାତାକୁ ବିମାନ ଚଳାଚଳ ଆରମ୍ଭ ହେବ। ଆଜି ଏଲାଏନ୍ସ ଏୟାର୍ ବିମାନ କଂପାନି ପକ୍ଷରୁ ଏକ ବିମାନ ଯାତ୍ରା ଆରମ୍ଭ କରୁଛି। ଏହି ବିମାନଟି କୋଲକାତାରୁ ଦିନ ୧୧.୪୫ରୁ ବାହାରି ଝାରସୁଗୁଡ଼ରେ ୧.୧୫ରେ ପହଞ୍ଚିଛି। ପୁଣି ଏହି ବିମାନ…

ବରିଷ୍ଠ ଜେଡିଏସ ନେତା ଅମରନାଥ ଶେଟ୍ଟୀଙ୍କ…

ମଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସର ବରିଷ୍ଠ ନେତା ଅମରନାଥ ଶେଟ୍ଟୀଙ୍କ ପରଲୋକ। ଆଜି ସକାଳେ ମଙ୍ଗାଲୁରୁର ଏଜେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୮୦ ବର୍ଷ ବୟସ ହୋଇଥିଲା। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। କିଛି ଦିନ…

କରୋନା ପାଇଁ ଆମେ ପ୍ରସ୍ତୁତ: ସଚିବ

ଭୁବନେଶ୍ବର: ଘାତକ କରୋନା ଭାଇରସକୁ ନେଇ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଏକ ପ୍ରସମିଟ୍‌ କରିଛନ୍ତି। କରୋନା ଏଯାଏ ବିଶ୍ବ ସମସ୍ୟା ଭାବେ ଘୋଷଣା ହୋଇନି। ତଥାପି ଚୀନରେ ୮୦ ମୃତ୍ୟୁ ଘଟିବାରୁ ଚିନ୍ତା ବଢ଼ିଛି। ଏଥିପାଇଁ ଓଡ଼ିଶାରେ ଆମେ ବିଶେଷ ସଜାଗ ରହିଛୁ। ମାଲେସଆରେ ୩ଟି ଏବଂ ନେପାଳରେ ଜଣେ ରୋଗୀ ଚିହ୍ନଟ…

ପଦୋନ୍ନତି ଅଦାଲତ ପାଇଁ ସାଧାରଣ ପ୍ରଶାସନ…

ଭୁବନେଶ୍ୱର : ପଦୋନ୍ନତି ଅଦାଲତ୍‌ ପାଇଁ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ବ୍ୟାପକ ପ୍ରାକ୍‌ ପ୍ରସ୍ତୁତି କରାଯାଇଛି । ଏଥି ପାଇଁ ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍‌ଡାଙ୍କ ଅଧ୍ୟକ୍ଷତାରେ ଗତକାଲି ସନ୍ଧ୍ୟାରେ ବିଭାଗୀୟ ଅଧିକାରୀମାନଙ୍କର ବୈଠକ ବସିଥିଲା । ବୈଠକ ପରେ ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ…

ନିର୍ଭୟା ମାମଲାର ପୁଣି ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ଫେବୃଆରୀ ୧ ତାରିଖରେ ଦିଆଯିବ ଫାଶୀ। ଏନେଇ ପଟିଆଲ କୋର୍ଟ ସାନି ତାରିଖ ଧାର୍ଯ୍ୟ କରିଛନ୍ତି। ଅନ୍ୟ ପକ୍ଷରେ ୪ ଦୋଷୀଙ୍କ ମଧ୍ୟରୁ ଦୋଷୀ ମୁକେଶ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ରାଷ୍ଟ୍ରପତି ମୁକେଶ ସିଂହର ରାଜକ୍ଷମା ଆବେଦନକୁ…

ଏୟାରପୋର୍ଟ ଅଘଟଣର ପ୍ରାରମ୍ଭିକ ଯାଞ୍ଚ…

ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦର ନିର୍ମାଣଧିନ ଛାତ ଭୁଶୁଡିବା ଘଟଣାର ଯାଞ୍ଚ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନ ବନ୍ଦ ନିର୍ଦ୍ଦେଶକ ଭି. ରାଓ। ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ପ୍ରାରମ୍ଭିକ ଯାଞ୍ଚ ଶେଷ ହୋଇଛି। ସେମାନେ ତଦନ୍ତ ରିପୋର୍ଟ କର୍ତ୍ତୃପକ୍ଷଙ୍କୁ ଦେବେ କହିଲେ…

କରୋନା ଭୁତାଣୁ ସଂକ୍ରମଣ ନିୟନ୍ତ୍ରଣ ଓ…

ଭୁବନେଶ୍ୱର : କରୋନା ଭୁତାଣୁ ସଂକ୍ରମଣ ନିୟନ୍ତ୍ରଣ ଓ ପ୍ରତିରୋଧ ସଂପର୍କିତ ଏକ ସମୀକ୍ଷା ବୈଠକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହରୀ ଧଳଙ୍କ ଅଧ୍ୟକ୍ଷତାରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦର…

ନରହନ୍ତା ଦନ୍ତା ପାଇଁ ରାସ୍ତାରୋକ

ଯାଜପୁର: ଯାଜପୁର ଦାନଗଦୀ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଘଟଣାକୁ ନେଇ ଆଜି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ହାତୀ ଘଉଡାଇବା ଏବଂ ଧନଜୀବନ ସୁରକ୍ଷା ଦାବିରେ ମିଲିଟାରୀ ଛକ ଏବଂ ମାନପୁର ଓଭରବ୍ରିଜ ନିକଟରେ ଟାୟାର ଜାଳି ସ୍ଥାନୀୟଲୋକେ ରାସ୍ତା ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଫଳରେ ଗାଡି ଚଳାଚଳ…

ହେଲିକପ୍ଟର ଦୁର୍ଘଟଣାରେ ଖେଳାଳୀ କୋବୀ…

ଲସ୍‌ ଏଞ୍ଜେଲ୍ସ: ହେଲିକପ୍ଟର ଦୁର୍ଘଟଣାରେ କିମ୍ବନ୍ଦନ୍ତୀ ବାସ୍କେଟବଲ୍‌ ଖେଳାଳୀ କୋବୀ ବ୍ରାଏଣ୍ଟଙ୍କ ମୃତ୍ୟୁ। ଏହି ଦୁର୍ଘଟଣାରେ ତାଙ୍କ ୧୩ ବର୍ଷୀୟା ଝିଅ ଗିୟାନା ମାରିୟାଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ କୋବୀଙ୍କ ପ୍ରଶଂସକଙ୍କ ଧ ବାସ୍କେଟବଲ୍‌ ଖେଳାଳିଙ୍କ ମଧ୍ୟରେ ଶୋକର ଛାୟା…

ଆଦିବାସୀ ମେଳାରେ ଏଚ୍‌ଆଇଭି ପରୀକ୍ଷା

ଭୁବନେଶ୍ବର: ଆଦିବାସୀ ମେଳାରେ ହେବ ଏଚ୍‌ଆଇଭି ପରୀକ୍ଷା। କାଲିଠାରୁ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ଆଦିବାସୀ ମେଳା। ମେଳାରେ ବିକ୍ରିବଟା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଷ୍ଟଲ୍‌ ଖୋଲିଛି। ଏଥସହ ଚଳିତବର୍ଷ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ପାଇଁ ଏଡ୍‌ସ ନିୟନ୍ତ୍ରଣ ସମିତି (ଓସାକ୍ସ୍) ପକ୍ଷରୁ…