Odisha Link
Bridging the Missing Links in Odisha
Daily Archives

January 28, 2020

କୋପରେଟିଭ୍ ସୋସାଇଟିର ସବ୍ ଆସିଷ୍ଟାଣ୍ଟ…

ପୁରୀ: ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କୋପରେଟିଭ୍ ସୋସାଇଟିର ସବ୍ ଆସିଷ୍ଟାଣ୍ଟ ଅଡିଟର ଜେନେରାଲ ରାମ କୃଷ୍ଣ କରଙ୍କ ଘରେ ଆଜି ଚଢାଉ କରିଛି ଭିଜିଲାନ୍ସ । ରାମ କୃଷ୍ଣଙ୍କ ବିଭିନ୍ନ ସ୍ଥାନରେ ଥିବା ଘରେ ଭିଜିଲାନ୍ସ ପକ୍ଷରୁ ଏକାକାଳୀନ ଭାବେ ଚଢାଉ କରାଯାଇଛି। ମୁକୁନ୍ଦପ୍ରସାଦରେ ଥିବା ଦୁଇ ମହଲା…

ଟି-୨୦ ବିଶ୍ବକପ୍‌ ପାଇଁ ଖେଳାଳିଙ୍କ…

ହେମିଲଟନ: ଭାରତୀୟ ପୁରୁଷ କ୍ରିକେଟ ଦଳର ବ୍ୟାଟିଂ କୋଚ ବିକ୍ରମ ରାଠୋଡ ଟି-୨୦ ବିଶ୍ବକପକୁ ନେଇ ନିଜ ମତ ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଟିମ୍‌ ଇଣ୍ଡିଆରେ ଖେଳୁଥିବା ଯୁବ ଖେଳାଳ ମାନେ ଅବିଶ୍ବସନୀୟ ଖେଳ ପ୍ରଦର୍ଶନ କରୁଛନ୍ତି। ଏଥିସହ ସେ କହିଛନ୍ତି ଯେ, ଅକ୍ଟୋବର-ନଭେମ୍ବର ମାସରେ ହେବାକୁ ଥିବା…

ରାଉରକେଲାରେ କୁକୁର ଆତଙ୍କ

ରାଉରକେଲା : ରାଉରକେଲାରେ କୁକୁର ଆତଙ୍କ। ଗତ ୩ ଦିନରେ ୨୭୦ରୁ ଊର୍ଦ୍ଧ୍ୱ ଲୋକ କୁକୁର କାମୁଡ଼ାର ଶିକାର ହେଲେଣି। ଖାସ୍ କରି ଇନ୍ଦିରା ଗାନ୍ଧୀ ପାର୍କ, ଝିରିପାଣି, ଜଗଦା, ମାଲଗୋଦାମ, ମଧୁସୂଦନ ପାଲି ନାଲା ରୋଡ କୋଏଲନଗର, ସେକ୍ଟର ୮, ୬, ଆଦି ଅଞ୍ଚଳରେ ବହୁ ଲୋକ କୁକୁର କାମୁଡ଼ାର ଶିକାର ହେଲେଣି। ଗତ ୨୬…

‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ରେ ନଜର…

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ପରେ ଡିସ୍କଭରି ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ ଶୋରେ ନଜର ଆସିବେ ରଜନୀକାନ୍ତ। ଗତବର୍ଷ ଏହି ‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ' ଶୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇଥିଲେ ଏବଂ ସେହି ଏପିସୋଡ଼କୁ ସମସ୍ତେ ଖୁବ୍ ପସନ୍ଦ କରିଥିଲେ।…

ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ

ଢେଙ୍କାନାଳ: ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନାଣ୍ଡିପୋଲିଆ ଗାଁରେ। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଛି। ମୃତକଙ୍କ ନାଁ ସବିତା ନାୟକ ଓ ଅଭିଯୁକ୍ତଙ୍କ ନାଁ ସୁବାସ ନାୟକ। ଆଜି ସକାଳେ ସୁବାସ ଓ…

ପ୍ରସିଦ୍ଧ ଶୈବପୀଠ କପିଳାସରେ ହେବ…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। କାରଣ ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସରେ କାର୍ଯ୍ୟକାରୀ ହେବ ରୋପ୍‌ଓ୍ବେ। ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା।…

ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣା:…

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣାରେ ମୃତାହତଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଓଏସଆରସିଙ୍କ ଶୁଣାଣି ପରେ ଆବେଦନକାରୀ ଲଲାଟେନ୍ଦୁ ଦାସ ସୂଚନା ଦେଇ କହିଛନ୍ତି ଯେ, ମୃତକଙ୍କ ପରିବାରକୁ ଅଢେଇ ଲକ୍ଷ ଓ ଆହତଙ୍କୁ ୫୦…

ବାର୍ଡ ଫ୍ଲୁ: ନନ୍ଦନକାନନ ପକ୍ଷୀ ବିହାର…

ଭୁବନେଶ୍ବର: ଆଜିଠୁ ବାର୍ଡ ଫ୍ଲୁ ଆଶଙ୍କାରେ ବନ୍ଦ ନନ୍ଦନକାନନ ପକ୍ଷୀ ବିହାର। ପକ୍ଷୀଙ୍କ ସୁରକ୍ଷା ଏବଂ ସେମାନଙ୍କୁ ସଂକ୍ରମିତ ନହେବାକୁ ନିଆଯାଇଛି ସତର୍କତା। ବାର୍ଡ ଫ୍ଲୁ ଆଶଙ୍କାର ବଡ ପଦକ୍ଷେପ ନେଇ ପକ୍ଷୀ ବିହାରକୁ ବନ୍ଦ କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଆଜିଠାରୁ ପକ୍ଷୀ ବିହାର ବନ୍ଦ ପାଇଁ…

କରୋନା ମୁକାବିଲା ପାଇଁ ସିଡିଏମ୍ଓଙ୍କ ସହ…

ଭୁବ‌ନେଶ୍ବର: କରୋନା ଭାଇରସ୍‌ର ମୁକାବିଲା ପାଇଁ ଆଜି ସବୁ ଜିଲ୍ଲାର ସିଡିଏମଓଙ୍କ ସହ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟ ସଚିବ। କରୋନା ଭାଇରସ୍‌ ପାଇଁ ସମସ୍ତ ଜିଲ୍ଲା ମେଡିକାଲରେ କିପରି ଭାବରେ ପ୍ରସ୍ତୁତି ରହିଛି ଓ ଯଦି କରୋନା ଲକ୍ଷଣ କାହାଠାରେ ଦେଖାଦିଏ ତେବେ କିଭଳି ବ୍ୟବସ୍ଥା ଗ୍ରହଣ କରାଯିବ ସେ…

‘ଦେଶଦ୍ରୋହୀଙ୍କୁ ଗୁଳି…

ନୂଆଦିଲ୍ଲୀ: ବର୍ତ୍ତମାନ ଚର୍ଚ୍ଚାରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର। ନିର୍ବାଚନୀ ରାଲିରେ ବିବାଦୀୟ ବୟାନ ଦେଇ ଫସିଲେ ଅନୁରାଗ ଠାକୁର। ଦିଲ୍ଲୀର ରିଠାଲା ବିଧାନସଭା ଆସନରେ ବିଜେପି ଦ୍ବାରା ଆୟୋଜିତ ନିର୍ବାଚନୀ ରାଲିରେ 'ଦେଶଦ୍ରୋହୀଙ୍କୁ ଗୁଳି ମାର' ବୟାନ ନେଇ ନିର୍ବାଚନ ଆୟୋଗଙ୍କ…