Odisha Link
Bridging the Missing Links in Odisha
Daily Archives

January 28, 2020

ଗଣେଶ ଆଚାର୍ଯ୍ୟଙ୍କ ନାଁରେ ସଙ୍ଗିନ…

ମୁମ୍ବାଇ: ଜଣାଶୁଣା କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଏବେ ଅଡୁଆରେ ପଡ଼ିଯାଇଛନ୍ତି। ଜଣେ ମହିଳା କୋରିଓଗ୍ରାଫର୍ ଗଣେଶଙ୍କ ନାଁରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ଅଭିଯୋଗ ଅନୁଯାୟୀ, ଗଣେଶ ତାଙ୍କ ଠାରୁ କମିଶନ୍ ନେବା ସହ ତାଙ୍କୁ ଅଶ୍ଲୀଳ ଭିଡିଓ ଦେଖିବାକୁ ବାଧ୍ୟ କରୁଥିଲେ। ମହିଳା ଜଣଙ୍କ ଗଣେଶଙ୍କ ବିରୋଧରେ…

ନରହନ୍ତା ଦନ୍ତା ପାଇଁ ମିଳୁନି ଜାଗା

ଚୌଦ୍ୱାର: ନରହନ୍ତା ଦନ୍ତା ପାଇଁ ଏବେ ଜାଗା ମିଳୁ ନାହିଁ। ଫଳରେ ବନ ବିଭାଗ ଉକ୍ତ ଦନ୍ତାକୁ ଫେରାଇ ନେଇଛି। ଗରୁଡ଼ଗାଁ ପଞ୍ଚାୟତ ହଳଦୀବସନ୍ତ ଠାରୁ ବନ ବିଭାଗ ଉକ୍ତ ଦନ୍ତାକୁ ଫେରାଇ ନେଇଛି। ଲୋକଙ୍କ ପ୍ରବଳ ବିରୋଧରେ ଦନ୍ତାକୁ ସେଠାରୁ ଫେରାଇ ନିଆଯାଇଛି। କୁସୁନପୁର ଜଙ୍ଗଲରେ ଛାଡ଼ିରେ ଉକ୍ତ ନରହନ୍ତା…

ନଦୀ ଜଳ, ଓବିସି ପ୍ରସଙ୍ଗ ଉଠିବ: ବିଜେଡି

ଭୁବନେଶ୍ୱର: ସଂସଦର ବଜେଟ ଅଧିବେଶନ ପୂର୍ବରୁ ଆଜି ବିଜେଡିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଲୋକସଭାରେ ବିଜେଡିର ସଂସଦୀୟ ନେତା ପିନାକୀ ମିଶ୍ର ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବିଜେଡି ନାଗରିତକା ସଂଶୋଧନ ଆଇନକୁ ସମର୍ଥନ କରୁଛି। କିନ୍ତୁ ଏନଆରସିକୁ ସମର୍ଥନ କରୁନାହିଁ ।…

ପଦୋନ୍ନତି ଅଦାଲତରେ ଶୁଣାଣୀ ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ପଦୋନ୍ନତି ଅଦାଲତ ଆରମ୍ଭ ହୋଇଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ଅଭିଯୋଗ ଶୁଣାଣି ଏକାଥରେ ୬ଟି ସ୍ଥାନରେ ଆରମ୍ଭ ହୋଇଛି। ଏଥିରେ ବିଭିନ୍ନ କାରଣରୁ ପଦୋନ୍ନତିରୁ ବଞ୍ଚିତ ହୋଇଥିବା ସରକାରୀ କର୍ମଚାରୀଙ୍କ ଅଭିଯୋଗର ଶୁଣାଣି ଚାଲିଛି। ପ୍ରମୋସନରୁ ବଞ୍ଚିତ…

ଉହାନରୁ ୨୫୦ ଭାରତୀୟଙ୍କୁ ଉଦ୍ଧାର ପାଇଁ…

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଅନ୍ତୁଡ଼ିଶାଳ ଉହାନ୍ ସହରରେ ଫସି ରହିିଛନ୍ତି ୨୫୦ ଭାରତୀୟ। ଉହାନରେ କରୋନା ଭାଇରସ ଦିନକୁ ଦିନ ଅତି ଭୟଙ୍କର ରୂପ ନେଉଥିବାରୁ ଚୀନ୍‌ ସରକାର ଉହାନକୁ ସିଲ୍‌ କରିଦେଇଛନ୍ତି। ଉହାନରେ ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ ଲଗାଯାଇଛି। ତେବେ ଉହାନରେ ଥିବା ଭାରତୀୟଙ୍କୁ ଉଦ୍ଧାର…

ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ

ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି। ବାର୍ଡ ଫ୍ଲୁ ଆଶଙ୍କାରେ ଆଜିଠୁ ଅନ୍ୟାଦେଶ ଯାଏ ନନ୍ଦନକାନନରେ ପକ୍ଷୀ ବିହାର ବନ୍ଦ ରହିବ। ବାର୍ଡ ଫ୍ଲୁ କେନ୍ଦ୍ର ସ୍ଥଳ ଓୟୁଏଟିଠାରୁ ଏକ କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ କୁକୁଡ଼ା ମରାଯିବ। କୁକୁଡ଼ା ମରାଯାଇ ଗଭୀର…

ଦୁଇ ଚୋରଙ୍କୁ ଧରି ଛେଚିଲେ ଗ୍ରାମବାସୀ

ସୋର: ଚୋରି ବେଳେ ଧରା ପଡି ଛେଚା ଖାଇଲେ ଦୁଇ ଚୋର। ଗତ କାଲି ବିଳମ୍ବିତ ରାତିରେ ଖଇରା ଥାନା ବରପଦା ଗାଁରେ ଦୁଇ ମଟର ସାଇକେଲ ଯୋଗେ ଚାରି ଜଣ ଗାଁର ଷ୍ଟ୍ରିଟ୍ ଲାଇଟ୍ ଲିଭାଇ କ୍ଲବ୍ ଏବଂ ମନ୍ଦିରରେ ଚୋରୀ କରି କିଛି ଲୋକଙ୍କ ଘରେ ଚୋରୀ ଉଦ୍ୟମ କରୁଥିଲେ। ସେହି ସମୟରେ ଗାଁ ଲୋକ ଦୁଇ ଚୋରଙ୍କୁ କାବୁ…

ହୋମଗାର୍ଡଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ…

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଗଞ୍ଜେଇ ଚାଲାଣ ରୋକିବାକୁ ପଦକ୍ଷେପ ନେବାରୁ ସେମାନେ ପୁଲିସ କର୍ମଚାରୀଙ୍କୁ ବି ହତ୍ୟା କରିବା ଲାଗି ଉଦ୍ୟମ କରିବାକୁ ବି ପଛାଉ ନାହାନ୍ତି। ଏଭଳି ଏକ ଘଟଣା ମାଲକାନଗିରି ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି। ଗଞ୍ଜେଇ…

୨୦ ବର୍ଷ ପୂର୍ବେ ଆଜିର ଦିନରେ ଭାରତ…

ନୂଆଦିଲ୍ଲୀ: ଆଜି ହେଉଛି ଜାନୁଆରୀ ୨୮ ତାରିଖ। ଆଜିର ଦିନ ଭାରତୀୟ ଯୁବ କ୍ରିକେଟର ମାନଙ୍କ ପାଇଁ ଏକ ଐତିହାସିକ ଦିନ। କାରଣ ଆଜି ଠାରୁ ଠିକ୍ ୨୦ ବର୍ଷ ପୂର୍ବେ (୨୮ ଜାନୁଆରୀ୨୦୦୦) ଭାରତୀୟ ଦଳ ମହମ୍ମଦ କୈଫଙ୍କ ଅଧିନାୟକତ୍ୱରେ ପ୍ରଥମଥର ପାଇଁ ଅଣ୍ଡର -୧୯ ବିଶ୍ୱକପ ବିଜେତା ହୋଇଥିଲା। ଇତିମଧ୍ୟରେ ଭାରତ ୪…

ଚେଙ୍କ ଦେଲା ସାବତ ମା

ଗୁଣୁପୁର: ସାବତ ମା’ର ଅମାନବିକତା। ପ୍ୟାଣ୍ଟରେ ଛୁଆ ଝାଡ଼ା କରିବା ପରେ ଚେଙ୍କ ଦେଲା ସାବତ ମା। ଏମିତି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍‌ ଉକୁମ୍ବା ଅଞ୍ଚଳରେ। ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ନିଜ ସାବତ ପୁଅକୁ ଚେଙ୍କି ଦେଇଛନ୍ତି । ଏନେଇ ଶିଶୁ ସୁରକ୍ଷା ୟୁନିଟ୍ ଅନୁସନ୍ଧାନ କରିବା…