Odisha Link
Bridging the Missing Links in Odisha
Daily Archives

January 30, 2020

ପରିବା ବୋଝେଇ ପିକ୍‌ଅପ୍ ଭ୍ୟାନ୍‌କୁ ପଛରୁ…

କେନ୍ଦୁଝର: କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ନେଙ୍କଡ଼ାଘର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ରାତି ପ୍ରାୟ ସାଢ଼େ ଏକରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସୂଚନା ଅନୁସାରେ, ନେଙ୍କଡ଼ାଘର ନିକଟରେ ଦୁଇଟି ପରିବା ବୋଝେଇ ପିକ୍-ଅପ୍ ଭ୍ୟାନ୍…

ବାର୍ଡ଼ ଫ୍ଲୁ ପାଇଁ ଆଜି ବି ଜାରି ରହିବ…

ଭୁବନେଶ୍ବର: ଓୟୁଏଟିରେ ବାର୍ଡ ଫ୍ଲୁ ଆତଙ୍କ ପରେ ଜାରି ବି ରହିଛି କୁକୁଡା ମରା ଅଭିଯାନ। ଓୟୁଏଟିରୁ ୧ କିଲୋମିଟର ପରିଧି ମଧ୍ୟରେ କୁକୁଡ଼ା ମରାଯାଉଛି। ୧ ରୁ ୧୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ସ୍ଥିତିର ତଦାରଖ କରାଯାଉଛି। ଅନ୍ୟ ଅଞ୍ଚଳକୁ ଯେପରି ବାର୍ଡ ଫ୍ଲୁ ନବ୍ୟାପେ ସେଥିପ୍ରତି ବିଶେଷ ଧ୍ୟାନ…

୩ରୁ ରାଜ୍ୟରେ ହାଲୁକା ବର୍ଷା ହେବାର…

ଭୁବନେଶ୍ବର: ଆସନ୍ତା ୪ ଦିନ ସାରା ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଅଧିକ ଥଣ୍ଡା ହେବ ନାହିଁ। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ କୋହଲା ପାଗ ରହିପାରେ। ତେବେ ଫେବ୍ରୁଆରି ୩ ବେଳକୁ ପାଗରେ ସାମାନ୍ୟ ପରିବର୍ତନ ଆସିବ। ଥଣ୍ଡା କମିବା ସହ ସ୍ବଳ୍ପ ବର୍ଷା ହୋଇପାରେ। ୩ ଦିନ ଧରି କେତେକ ଜିଲ୍ଲାରେ…

ଆଜି ସରସ୍ବତୀ ପୂଜା: ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ବସନ୍ତପଞ୍ଚମୀ ବା ସରସ୍ବତୀ ପୂଜା। ସାରା ଦେଶରେ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା ବଡ଼ ଧୁମଧାମରେ ପାଳନ ହେଉଛି। ଏହି ପିବତ୍ର ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ…

ମହିଳାଙ୍କୁ ଦଳିଦେଲା ହାତୀ

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବଡକୁଦର ଗାଁର ଘଟଣା। ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇ ଯାଇଛି। ମୃତକ ହେଉଛନ୍ତି ବଡକୁଦର ଗାଁର କୁବେର ନାଏକଙ୍କ ପତ୍ନୀ ରମ୍ଭା ନାଏକ। ସେ ସକାଳୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବାବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା।

କରୋନା ଭାଇରସ୍‌: ଗଲାଣି ୧୭୦ ଜୀବନ

ବେଜିଙ୍ଗ୍‌: ଦିନକୁ ଦିନ ଭୟଙ୍କର ରୂପ ନେଉଛି କରୋନା ଭାଇରସ୍‌ ଭୂତାଣୁ। ଚୀନରେ ମୃତ୍ୟୁର ତାଣ୍ଡବ ରଚୁଛି ଏହି ଭାଇରସ୍। କରୋନା ଭାଇରସ୍‌ ଦ୍ରୁତ ଗତିରେ ବ୍ୟାପୁଥିବା ହେତୁ ବର୍ତ୍ତମାନ ଚୀନ୍‌ରେ ମୃତ୍ୟୁ ସଂଖ୍ୟା ୧୭୦ କୁ ବୃଦ୍ଧି ହେଲାଣି। ଏହି ଭାଇରାସ୍‌ରେ ୭୭୦୦ରୁ ଅଧିକ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା…

ନୟାଗଡ଼ ଚିନିକଳ ବଞ୍ଚାଅ ଆନ୍ଦୋଳନ: ଆଜିଠୁ…

ନୟାଗଡ଼: ନୟାଗଡ଼ ବ୍ଲକ ପାଣିପେଇଲିଠାରେ ଥିବା ଚିନି କାରଖାନାକୁ ପୁନକାର୍ଯ୍ୟକ୍ଷମ କରିବା ଦାବିରେ ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଖୁଚାଷୀମାନଙ୍କୁ ନେଇ ଆଜି ବାଲୁଗାଁ ଠାରୁ ଭୁବନେଶ୍ୱରକୁ ପଦଯାତ୍ରା କରାଯିବ। ଏହି ପଦଯାତ୍ରା ଅଭିଯାତ୍ରା ଦଳ ୩ତାରିଖରେ ଭୁବନେଶ୍ୱରର ପହଞ୍ଚି ଲୋକସେବା ଭବନରେ…

ନମାଜ ପାଇଁ ମହିଳା ବି ଯାଇ ପାରିବେ ମସଜିଦ

ନୂଆଦିଲ୍ଲୀ: ଏଣିକି ନମାଜ ପାଠ କରିବା ପାଇଁ ମହିଳା ବି ଯାଇ ପାରିବେ ମସଜିଦ। ଏନେଇ ସୁପ୍ରିମକୋର୍ଟଙ୍କୁ ଜଣାଇଲେ ଅଲ ଇଣ୍ଡିଆ ମୁସ୍ଲିମ୍‌ ପର୍ସନା ଲ’ ବୋର୍ଡ । ପୁରୁଷଙ୍କ ଭଳି ମହିଳାମାନେ ମଧ୍ୟ ମସଜିଦ ଯାଇ ନମାଜ ପାଠ କରିପାରିବେ। ଇସଲାମରେ ଏଥିପାଇଁ ଅନୁମତି ରହିଛି। ଏପରି ତଥ୍ୟ ସର୍ବଭାରତୀୟ ମୁସଲିମ…

ଝାରସୁଗୁଡ଼ାରୁ ମୁମ୍ବାଇକୁ ମାର୍ଚ୍ଚ ୨୮ରୁ…

ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। କାରଣ ମାର୍ଚ୍ଚ ମାସ ୨୮ ତାରିଖରୁ ଆରମ୍ଭ ହେବ ଝାରସୁଗୁଡ଼ା ବିମାନବନ୍ଦରରୁ ମୁମ୍ବାଇକୁ ବିମାନ ସେବା। SpiceJet Boing ୭୩୭ ବିମାନ ମାଧ୍ୟମରେ ଏହି ସେବା ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର…

୩ଦିନ ପାଇଁ ଭାରତ ଆସିବେ ଟ୍ରମ୍ପ

ନୂଆଦିଲ୍ଲୀ: ଫେବୃଆରୀ ମାସ ଶେଷ ସପ୍ତାହରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ ରିପୋର୍ଟ ଅନୁଯାୟୀ ଫେବୃଆରୀ ୨୪ରୁ ୨୬ ତାରିଖ ତିନି ଦିନ ପାଇଁ ଟ୍ରମ୍ପ ଭାରତ ଗସ୍ତରେ ଆସିବେ। ଟ୍ରମ୍ପଙ୍କ ଏହି ଗସ୍ତ କାଳରେ ଭାରତ-ଆମେରିକା ମଧ୍ୟରେ…