ଆଜି ସରସ୍ବତୀ ପୂଜା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ
![](https://www.odishalink.com/wp-content/uploads/2020/01/Sarswati-Puja.jpg)
ଭୁବନେଶ୍ୱର: ଆଜି ହେଉଛି ପବିତ୍ର ବସନ୍ତପଞ୍ଚମୀ ବା ସରସ୍ବତୀ ପୂଜା। ସାରା ଦେଶରେ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା ବଡ଼ ଧୁମଧାମରେ ପାଳନ ହେଉଛି। ଏହି ପିବତ୍ର ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି।
Greetings to fellow citizens on Basant Panchami and on the occasion of Saraswati Puja. May the blessings of Maa Saraswati spur us in our quest for wisdom and knowledge, and for the making of a true knowledge-society.
— President of India (@rashtrapatibhvn) January 30, 2020
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ପବିତ୍ର ବସନ୍ତପଞ୍ଚମୀ ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଉଛି। ମାଙ୍କ କୃପା ସର୍ବଦା ଦେଶବାସୀଙ୍କ ଉପରେ ରହୁ ମୋର ଏତିତି ପ୍ରାର୍ଥନା।
ପବିତ୍ର ବସନ୍ତ ପଞ୍ଚମୀ ତଥା ବିଦ୍ୟାଦାୟିନୀ ମା’ ସରସ୍ଵତୀଙ୍କ ପୂଜା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମା’ ସରସ୍ଵତୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ବିଦ୍ୟାର ଭଣ୍ଡାର ପରିପୂର୍ଣ୍ଣ ହେବା ସହ ଜୀବନ ସୁଖମୟ ହେଉ। pic.twitter.com/ToKNfiRpc0
— Naveen Patnaik (@Naveen_Odisha) January 30, 2020
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଲେଖିଛନ୍ତି ଯେ, ପବିତ୍ର ବସନ୍ତ ପଞ୍ଚମୀ ତଥା ବିଦ୍ୟାଦାୟିନୀ ମା’ ସରସ୍ଵତୀଙ୍କ ପୂଜା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମା’ ସରସ୍ଵତୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ବିଦ୍ୟାର ଭଣ୍ଡାର ପରିପୂର୍ଣ୍ଣ ହେବା ସହ ଜୀବନ ସୁଖମୟ ହେଉ।
वसंत ऋतु का आगमन समृद्धि और नव ऊर्जा का प्रतीक है। वीणा वादिनी माँ सरस्वती की कृपा सदैव हम सब पर बनी रहे और वसंत पंचमी का यह पावन त्यौहार हमारे जीवन को ज्ञान के प्रकाश से देदीप्यमान कर दे। सभी को वसंत पंचमी की हार्दिक शुभकामनाएँ।#BasantPanchami pic.twitter.com/adA0rn9qAH
— Dharmendra Pradhan (@dpradhanbjp) January 30, 2020
Comments are closed.