୨ ଥର ମରଣ ମୁହଁରୁ ବଞ୍ଚିଥିଲେ ପ୍ରିତି
ମୁମ୍ବାଇ : ବଲିଉଡର ଚୁଲବୁଲି ଅଭିନେତା ପ୍ରୀତି ଜିଣ୍ଟା ଆଜି ୪୫ ବର୍ଷରେ ପଦାର୍ପଣ କରିଛନ୍ତି । ୧୯୭୫ ଜାନୁୟାରୀ ୩୧ରେ ଶିମଲାଠାରେ ଜନ୍ମଗ୍ରହଣ କରିଥିଲେ ପ୍ରିତି । ତାଙ୍କ ପିତା ଜଣେ ଭାରତୀୟ ସେନାରେ ଅଫିସର ଥିଲେ। ତାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା।
୧୯୯୮ ମସିହାରେ "ଦିଲ୍ ସେ" ସିନେମା…