Odisha Link
Bridging the Missing Links in Odisha
Daily Archives

January 31, 2020

ସଂସଦରରେ ବଜେଟ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: ସଂସଦର ସେଣ୍ଟାଲ୍‌ ହଲରେ ଆରମ୍ଭ ହେଲା ବଜେଟ ଅଧିବେଶନ। ଆଜି ଅଧିବେଶନରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଚାଲିବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ଆଜି ଠାରୁ ଆରମ୍ଭ ହୋଇ ଫେବୃଆରୀ ୧୧ ପର୍ଯ୍ୟନ୍ତ ଚାଲିବ ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ…

ଦାଦନ ଖଟିବାକୁ ଯାଇଥିଲେ; ସ୍ୱାମୀଙ୍କ ମୃତ…

କଣ୍ଟାବାଞ୍ଜି : ସାଧାରଣତଃ ଲୋକମାନେ ରୋଜଗାର କରିୂା ପାଇଁ ବାହାରକୁ କାମ କରିବାକୁ ଯାଇଥାନ୍ତି । ଘାସିରାମ ବରିହା ନାମକ ଜଣେ ବ୍ୟକ୍ତି ଟଙ୍କା ରୋଜଗାର ଆଶାରେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । ହେଲେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା । ଗତକାଲି ରାତିରେ ଶବକୁ ଧରି ଘାସିରାମଙ୍କର ସ୍ତ୍ରୀ ଟ୍ରେନରେ…

ଯବାନଙ୍କ ଗୁଳିରେ ୩ ଆତଙ୍କୀ ନିହତ

ଜାମ୍ମୁ: ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ ଟୋଲ ପ୍ଲାଜାରେ ଯାଞ୍ଚ ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ସମୟରେ ସେଠାରେ ଉପସ୍ଥିତ ସିଆରପିଏଫ ଯବାନଙ୍କ ସହିତ ଆତଙ୍କବାଦୀଙ୍କ ଗୁଳିବିନିମୟ ଘଟିଛି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁଳିବିନିମୟ ସମୟରେ ଜଣେ ଯବାନ ଆହତ ହୋଇଛନ୍ତି।…

ଆସନ୍ତାକାଲି ମାଘ ସପ୍ତମୀ, ଚନ୍ଦ୍ରଭାଗାରେ…

କୋଣାର୍କ: ଆସନ୍ତାକାଲି ପବିତ୍ର ମାଘ ସପ୍ତମୀ ଏହି ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରତିବର୍ଷ ପରି ଚଳିତ ଥର ବୁଡ଼କୁ ଶୃଙ୍ଖଳିତ କରିବାକୁ ତୀର୍ଥ ପୁଷ୍କରଣୀ ଖନନ କାର୍ଯ୍ୟ କରାଯାଇଛି। ଏହାସହ ଶ୍ରଦ୍ଧାଳୁଙ୍କ…

ଗଞ୍ଜାମ ତାରାତାରିଣୀ ପୀଠରେ ୫ଟି ସଚିବ

ଗଞ୍ଜାମ: ଆଜି ଗଞ୍ଜାମ ଜିଲ୍ଲାର ତାରାତାରିଣୀ ମନ୍ଦିର ଗସ୍ତ କରିଛନ୍ତି ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ। ତାରାତାରିଣୀଙ୍କ ଦର୍ଶନ କରିବା ସହିତ ପରିଦର୍ଶନ ସମୟରେ ବିକାଶମୂଳକ କାମର ଅନୁଧ୍ୟାନ କରିଛନ୍ତି ୫ଟି ସଚିବ। ଏହି ଅବସରରେ ୫-ଟି ସଚିବ ଭି କେ କାର୍ତ୍ତିକେୟନ୍ ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ…

ଆଜି ଆନନ୍ଦପୁର ଗସ୍ତରେ ଯିବେ…

ଆନନ୍ଦପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନନ୍ଦପୁର ଗସ୍ତ ଯିବେ। ମୁଖ୍ୟମନ୍ତ୍ରୀ ଏହି ଗସ୍ତ କାର୍ଯ୍ୟକ୍ରମରେ ବୈତରଣୀ ନଦୀର ଆନନ୍ଦପୁର ଠାରେ ନିର୍ମିତ ବହୁ ପ୍ରତିକ୍ଷିତ ଆନନ୍ଦପୁର ବ୍ୟାରେଜର ଲୋକାର୍ପଣ କରିବେ। ଏହାସହ ୧୧ ଟି ପାନୀୟଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପରିବେ। ପରେ…

ଆଜିଠରୁ ଝାରସୁଗୁଡ଼ାରୁ ବାରଣାସୀ ମଧ୍ୟରେ…

ଭୁବନେଶ୍ବର: ଆଜିଠାରୁ ଝାରସୁଗୁଡାରୁ ଭୁବନେଶ୍ୱର ଦେଇ ବାରଣାସୀକୁ ବିମାନ ଚଳାଚଳ କରିବ ଏଲାଏନ୍ସ ଏୟାର। ଏଲାଏନ୍ସ ଏୟାର ପକ୍ଷରୁ ଇଞ୍ଜଜ-୭୨ ବିମାନ ଚଳାଚଳ କରିବ। ଏହି ବିମାନଟି ୭୨ ସିଟ ବିଶିଷ୍ଟ। ବିମାନଟି ଝାରସୁଗୁଡା ବିମାନବନ୍ଦରରୁ ଦିନ ୧୦ଟା ସମୟରେ ଛାଡି ଭୁବନେଶ୍ୱରରେ ୧୧ଟା ୦୫ ମିନିଟରେ ପହଞ୍ଚିବ।…

ଉଦଘାଟନ ପୂର୍ବରୁ ଭଙ୍ଗା ହେଲା ଫଳକ

ଭଦ୍ରକ: ଆଜି ଉଦଘାଟନ ହୋଇଥାନ୍ତା ଓଡିଶା ଆଦର୍ଶ ବିଦ୍ୟାଳୟ। ରାତିରେ କେହି ଅଜଣା ଦୁର୍ବୃତ୍ତ ଫଳକ ଭାଙ୍ଗିଦେଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକଠାରେ ଆଜି ଓଡିଶା ଆଦର୍ଶ ବିଦ୍ୟାଳୟର ଉଦଘାଟନ ହୋଇଥାନ୍ତା। ଏଥିପାଇଁ ସମସ୍ତ ପ୍ରସ୍ତୁତି ସାରିଥିବା ବେଳେ…