Odisha Link
Bridging the Missing Links in Odisha
Daily Archives

February 1, 2020

ଅର୍ଥ ବ୍ୟବସ୍ଥାକୁ ମଜବୁତ୍‌ କରିବ…

ନୂଆଦିଲ୍ଲୀ: ଆଜି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୀର୍ଘ ଦୁଇ ଘଣ୍ଟା ୪୧ ମିନିଟ୍‌ ଧରି ଦେଶବାସୀଙ୍କ ପାଇଁ ବଜେଟ ସମ୍ପର୍କରେ…

ଆଦିବାସୀ ମେଳା : ସାଂସ୍କୃତିକ ମଣ୍ଡପ ଓ…

ଭୁବନେଶ୍ୱର : ଆଦିବାସୀ ମେଳାର ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜିଛି ଜନଜାତି କଳାକାରମାନଙ୍କ ସିଧାସଳଖ କଳା ପ୍ରଦର୍ଶନ । ପ୍ରଥମ ଥର ପାଇଁ ମେଳାରେ ବିଭିନ୍ନ ପାର ̧ରିକ ଚିତ୍ରକଳା, ବୁଣାବୁଣି ଆଦିକୁ ଦର୍ଶକମାନେ ସିଧାସଳଖ ଦେଖିବାକୁ ପାଉଛନ୍ତି । ଲୋକଙ୍କ ସମ୍ମୁଖରେ ଜନଜାତି କଳାକାରମାନେ ସେମାନଙ୍କର ପାର ̧ରିକ…

ବଜେଟ ୨୦୨୦ ଦେଶର ସମସ୍ତ ବର୍ଗଙ୍କ ଆଶା,…

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ୱିତୀୟ ପାଳିର ଦ୍ୱିତୀୟ ଆର୍ଥୀକ ବଜେଟ ଆମ ଦେଶର ଆର୍ଥୀକ ପ୍ରଗତିକୁ ଆଗେଇ ନେବା ଭଳି ଏକ କ୍ରାନ୍ତିକାରି ବଜେଟ । ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଆଣିଥିବା ଏହି ସବୁ ବର୍ଗକୁ ସୁହାଇଲା ଭଳି ବଜେଟ ।…

ହୋଟେଲରୁ ଉଦ୍ଧାର ହେଲା ମ୍ୟାନେଜରଙ୍କ…

ପୁରୀ: ପୁରୀ ସମୁଦ୍ର କୂଳ ଥାନା ଅନ୍ତର୍ଗତ ସିଟି ରୋଡ୍‌ରେ ଥିବା ଏକ ହୋଟେଲରୁ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବସନ୍ତ ସେଠୀ। ତାଙ୍କ ଘର ପୁରୀର ବାଲି କପିଳେଶ୍ୱରପୁର ଅଞ୍ଚଳର ତରକୋର ଗାଁରେ। ସେ ଉକ୍ତ ହୋଟେଲ୍‌ର ମ୍ୟାନେଜର୍ ଥିଲେ। ପ୍ରକାଶ ଯେ, ଆଜି ସକାଳେ ବସନ୍ତଙ୍କ ମୃତଦେହ…

ବଜେଟ ଅତି ନୈରାଶ୍ୟଜନକ: ପିନାକୀ ମିଶ୍ର

ନୂଆଦିଲ୍ଲୀ: ଆଜି ମୋଦି-୨ ସରକାରର ପ୍ରଥମ ସାଧାରଣ ବଜେଟ୍‌ ଉପସ୍ଥାପିତ ହୋଇଯାଇଛି। ଆଜି ୨୦୨୦-୨୧ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‍କୁ ଅତି ନୈରାଶ୍ୟଜନକ ବଜେଟ ଭାବେ ବିବେଚନା କରିଛନ୍ତି ବିଜେଡି ସାଂସଦ…

ଦଶନ୍ଧିର ଦେବାଳିଆ ବଜେଟ୍‍: ଅଖିଳେଶ

ନୂଆଦିଲ୍ଲୀ: ଆଜି ମୋଦି-୨ ସରକାରର ପ୍ରଥମ ସାଧାରଣ ବଜେଟ୍‌ ଉପସ୍ଥାପିତ ହୋଇଯାଇଛି। ଆଜି ୨୦୨୦-୨୧ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‍କୁ ଦେବାଳିଆ ବଜେଟ୍‍ ବୋଲି କହିଛନ୍ତି ଉତ୍ତରପ୍ରଦେଶର ପୂର୍ବତନ…

ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ

ସମ୍ବଲପୁର: ସମ୍ବଲପୁର ସିଟି ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍ ଚ୍ୟୁତ ହୋଇଛି। ମାଲଗାଡ଼ିର ଗୋଟିଏ ବଗି ଧାରଣାରୁ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି। ଖବର ପାଇ ଡିଆରଏମ୍‌ଙ୍କ ସମେତ ବରିଷ୍ଠ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଲାଇନଚ୍ୟୁତ ହେବାର ଚାରିଘଣ୍ଟା ଭିତରେ…

ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାର ସପ୍ତମ…

ଭୁବନେଶ୍ୱର : ସ୍ଥାନୀୟ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଜନରାଜ୍ୟ ଦିବସଠାରୁ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ଆରମ୍ଭ ହୋଇଛି । ଏହି ମେଳାରେ ଭାରତର ବିଭିନ୍ନ ପ୍ରାନ୍ତରର ହସ୍ତତନ୍ତ ସଂସ୍ଥାମାନ ଯୋଗଦାନ କରିଛନ୍ତି । ଏହି ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା…

ବଜେଟ୍‌ ୨୦୨୦: କଣ ହେଲା ଶସ୍ତା କଣ ହେଲା…

ନୂଆଦିଲ୍ଲୀ: ଆଜି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣ ବଜେଟ୍। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୀର୍ଘ ଦୁଇ ଘଣ୍ଟା ୪୧ ମିନିଟ୍‌ ଧରି ଦେଶବାସୀଙ୍କ ପାଇଁ ବଜେଟ ଉପସ୍ଥାପନା…

ମୁଁ ବିଦ୍ୟାର୍ଥୀ ପରିଷଦର…

କଟକ : ବିଶ୍ୱର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କଟକ ଠାରେ ଆରମ୍ଭ ହୋଇଥିବା ୪୪ତମ ରାଜ୍ୟ ଅଧିବେଶନର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ବିଦ୍ୟାର୍ଥୀ ମାନଙ୍କୁ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ସେ ପରିଷଦର…