ନିର୍ଭୟା ମାମଲାର ଜରୁରୀ ଶୁଣାଣି
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରେ ନିର୍ଭୟା ମାମଲାର ଜରୁରୀ ଶୁଣାଣି ହେବାକୁ ଯାଉଛି। ଏନେଇ ତିହାର ଜେଲ କର୍ତ୍ତୃପକ୍ଷଙ୍କ ଆବେଦନ ଉପରେ ଶୁଣାଣି କରାଯିବ। ଆଜି ଆଉ କିଛି ସମୟ ପରେ ଶୁଣାଣି କରିବେ ହାଇକୋର୍ଟ। ତଳ କୋର୍ଟଙ୍କ ଚାଲେଂଜ କରିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ। ଡେଥ୍ ଓ୍ବାରେଣ୍ଟ ଉପରେ…