ଆଉ ରାଜଧାନୀ ରାସ୍ତାରେ ବୁଲିବେନି ଗାଈ
ଭୁବନେଶ୍ୱର: ଏଣିକି ରାଜଧାନୀର ରାସ୍ତାକୁ ଗୋରୁଗାଈ ଛାଡ଼ି ଧରାପଡିଲେ ଦେବେ ୫ ହଜାର ଟଙ୍କା ଜରିମାନା। ବୁଲା ଗୋରୁଗାଈଙ୍କ ଉପରେ କଡ଼ା ନଜର ରଖିବ ବିଏମସି। ଯଦି କେଉଁ ସ୍ଥାନରେ ଗୋରୁଗାଈ ବୁଲୁଥିବେ, ତାହେଲେ ସେମାନଙ୍କୁ ବିଏମସିର ଟିମ୍ ଧରିନେଇ କାଞ୍ଜିଆ ହୁଦାରେ ରଖିବେ ଗୋରୁ ମୁକୁଳାଇବା ପାଇଁ ୫ ହଜାର…