Odisha Link
Bridging the Missing Links in Odisha
Daily Archives

February 4, 2020

ସିଏଜି ରିପୋର୍ଟ: ବରଫ ଅଂଚଳରେ ଯବାନଙ୍କୁ…

ନୂଆଦିଲ୍ଲୀ: ଦେଶକୁ ସୁରକ୍ଷା ଯୋଗାଇ ଦେଉଥିବା ସେନାଙ୍କ ପ୍ରତି ହେଉଥିବା ଚରମ ଅବହେଳା କଥା ଏବେ ସାମ୍ନାକୁ ଆସିଛି। ବରଫ ଅଂଚଳ ଲେହ, ଲଦାଖ ଓ ସିଆଚେନ୍ ଅଞ୍ଚଳରେ ମୁତୟନ ଥିବା ଯବାନଙ୍କ ପାଖରେ ଆବଶ୍ୟକ ପରିମାଣ ଖାଦ୍ୟ, ପୋଷାକ, ଜୋତା, ସ୍ଲିପିଙ୍ଗ ବ୍ୟାଗ ଓ ସ୍ନୋ-ଗ୍ଲାସ ଆଦି ନାହିଁ। କମ୍ପଟ୍ରୋଲର ଆଣ୍ଡ…

ଅଣ୍ଡର୍‌-୧୯ ବିଶ୍ୱକପ୍‌: ପ୍ରଥମ ସେମିରେ…

ପୋଚେଫଷ୍ଟ୍ରୁମ୍‌: ଆଜି ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ସେମିଫାଇନାଲ୍ ପର୍ଯ୍ୟାୟ ଆରମ୍ଭ ହେବ। ପ୍ରଥମ ସେମିଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବେ ଦୁଇ ଚିରପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ। ପ୍ରଥମ ସେମିଫାଇନାଲେ ପାକିସ୍ତାନ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। ଫଳରେ…

‘ଫେଣ୍ଡ୍‌ସିପ୍‌ ସିନେମାରେ ନଜର ଆସିବେ…

ମୁମ୍ବାଇ : କ୍ରିକେଟ ଦୁନିଆରେ ବେଷ୍ଟ ବୋଲର ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ ହରଭଜନ ସିଂ । ସେ କ୍ରିକେଟ ପଡ଼ିଆରେ ନିଜର ଯାଦୁ ଦେଖେଇ ସାରିଛନ୍ତି ଏବେ ତାଙ୍କର ଯାଦୁ ବଲିଉଡରେ ଦେଖିବାକୁ ମିଳିବ । ସିନେମା ‘ଫେଣ୍ଡ୍‌ସିପ୍‌’ରେ ହରଭଜନ ଲିଡ୍‌ ରୋଲ୍‌ରେ ନଜର ଆସିବେ । ତେବେ ସିନେମା ଫେଣ୍ଡ୍‌ସିପ୍‌ର…

ଏନଆରସିକୁ ନେଇ ସଫେଇ ଦେଲେ ସରକାର, କହିଲେ…

ନୂଆଦିଲ୍ଲୀ: ସାରା ଦେଶରେ ନାଗରିକତା ସଂଶୋଧନ ଆଇନ୍(ସିଏଏ) ଓ ଏନଆରସିକୁ ନେଇ ସରକାରଙ୍କୁ ବିରୋଧ ପ୍ରଦର୍ଶନ କରାଯାଉଛି। ଅନ୍ୟପଟେ କେନ୍ଦ୍ର ସରକାର ଆଜି ସଂସଦରେ ଏହାକୁ ନେଇ ଲିଖିତ ଭାବେ ଉତ୍ତର ଦେଇଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଏନଆରସି ଲାଗୁ କରିବାକୁ ନେଇ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର…

ଫୁଲବାଣୀ ଛାତ୍ରଙ୍କ ରିପୋର୍ଟ ନେଗେଟିଭ୍

କନ୍ଧମାଳ: କରୋନା ସନ୍ଦେହରୁ ମୁକ୍ତ ହେଲେ ଫୁଲବାଣୀ ଡାକ୍ତରୀ ଛାତ୍ର। ଫୁଲବାଣୀ ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ରିପୋର୍ଟ ନେଗେଟିଭ୍‌ ଥିବା ସୂଚନା ଦେଇଛନ୍ତି ଡିଏମଇଟି ଡ. ସିବିକେ ମହାନ୍ତି। କରୋନା ସନ୍ଦେହରେ କଟକ ଏସସିବିରେ ଥିଲେ ଫୁଲବାରୀର ଡାକ୍ତରୀ ଛାତ୍ର। ସେ ଚୀନରେ ଡାକ୍ତରୀ…

କେରଳରେ ‘କରୋନା ଭାଇରସ୍’କୁ ରାଜ୍ୟ…

କେରଳ: ‘କରୋନା ଭାଇରସ୍’କୁ ରାଜ୍ୟ ବିପତ୍ତି ଘୋଷଣା କଲେ କେରଳ ସରକାର। କେରଳରେ ତୃତୀୟ ରୋଗୀ ଚିହ୍ନଟ ହେବାପରେ କରୋନାକୁ ରାଜ୍ୟ ବିପତ୍ତି ଘୋଷଣା କରାଯାଇଛି। ମାରାତ୍ମକ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବ୍ୟାପିବାର ଆଶଙ୍କା ଥିବାରୁ କେରଳ ସରକାର ଆଜି ଏଥିପାଇଁ ରାଜ୍ୟ ବିପତ୍ତି ଘୋଷଣା…

୪୬ ବର୍ଷରେ ପାଦ ଥାପିଲେ ‘ରଙ୍ଗିଲା…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକରଙ୍କର ଆଜି ଜନ୍ମ ଦିନ । ୪୬ ବର୍ଷରେ ପାଦ ଥାପି ଥିବା ଉର୍ମିଲା ୧୯୭୪ ଜାନୁୟାରୀ ୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ । ୧୯୮୩ରେ ଉର୍ମିଳା ଶିଶୁ କଳାକାର ଭାବେ ମାସୁମ୍‌ ସିନେମାରେ ଅଭିନୟ କରିଥିଲେ । ୧୯୯୨ରେ ରାମଗୋପାଳ ବର୍ମାଙ୍କସିନେମା…

୧୫ ଦିନ ପାଇଁ ବଢ଼ିଲା ସର୍ବକ୍ଷମା ଅବଧି

ଭୁବନେଶ୍ୱର: ଲୋକଙ୍କ ଆଗ୍ରହ ଓ ଭିଡକୁ ଦେଖି ଏହି ଅବଧି ବଢ଼ିଥିବାର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ସର୍ବକ୍ଷମା ଅବଧି ସରୁଥିବାବେଳେ ଆଉ ୧୫ ଦିନ ପାଇଁ ସମୟକୁ ବାଢ଼ିଦେଇଛନ୍ତି ରାଜ୍ୟ ସରକାର। କିନ୍ତୁ ଏହା ପରେ ଆଉ ମହଲତ ଦିଆଯିବ ନାହିଁ ବୋଲି ବିଭାଗ ପକ୍ଷରୁ…

ମଧ୍ୟାହ୍ନଭୋଜନ ହଣ୍ଡାରେ ପଡ଼ି ଛାତ୍ରୀ…

ମିର୍ଜାପୁର : ମଧ୍ୟାହ୍ନଭୋଜନ ହଣ୍ଡାରେ ପଡ଼ି ତିନି ବର୍ଷର ଛାତ୍ରୀ ମୃତ। ସ୍କୁଲରେ ମଧ୍ୟାହ୍ନଭୋଜନ ପାଇଁ ଖାଦ୍ୟ ପ୍ରସ୍ତୁତି ଚାଲିଥିବା ବେଳେ ହଣ୍ଡାରେ ପଡି ଏହି ୩ବର୍ଷୀୟ ଛାତ୍ରୀ ଅଞ୍ଜଳିଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲା ରାମପୁର ପ୍ରାଥମିକ ବିଦ୍ୟାଳୟର…

ଆଉ କାହାର ସ୍ବପ୍ନ ବୁଲେଟ ଟ୍ରେନ, ଆମର…

ମୁମ୍ବାଇ: ମୋଦିଙ୍କ ସ୍ବପ୍ନକୁ ଝଟକା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଅହମଦାବାଦ-ମୁମ୍ବାଇ ମଧ୍ୟରେ ବୁଲେଟ ଟ୍ରେନ ଚଲାଇବା ପାଇଁ ନରେନ୍ଦ୍ର ମୋଦି ଯେଉଁ ସ୍ବପ୍ନ ଦେଖିଥିଲେ ତାକୁ ବଡ଼ ଝଟକା ଦେଇଛନ୍ତି ଉଦ୍ଧବ ଠାକରେ। 'ସାମ୍ନା' ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ ଉଦ୍ଧବ ଠାକରେ…